Breaking News

ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||     

ନକଲି ମଦ ଓ ବ୍ରାଉନ ସୁଗାର ଜବତ ଚାରି ଗିରଫ |

12-Sep-2025

ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ଜବତ ୪ ଗିରଫ।

         ଓଡିଶା ଜନ ମତ,

ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ ; 
ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଭ୍ରାମ୍ୟମାଣ ଦଳ ପକ୍ଷରୁ ସ୍ଥାନୀୟ ମେଡିକାଲ୍ ପଡିଆ ନିକଟରେ ଦୁଇ ସନ୍ଦିଗ୍ଧ ଯୁବକକୁ ଉଠାଇ ଆଣି ଯେରା କରିବା ବେଳେ ସେମାନଙ୍କ ନିକଟରୁ ୯୧ ଗ୍ରାମର ବ୍ରାଉନସୁଗାର ମିଳିଥିଲା ଓ ଅଧିକ ଯାଞ୍ଚ୍ ବେଳେ ବାବୁ ଦଳେଇ ଓ ନାରାୟଣ ପାତ୍ର ଉକ୍ତ ଦୁଇ ଯୁବକ ସନ୍ଧ୍ୟା ରାଣୀ ଶତପଥୀ ନାମ୍ନୀ ଜଣେ ମହିଳାଙ୍କ ପାଖରୁ ଉକ୍ତ ବ୍ରାଉନସୁଗାର ଆଣି ବିକ୍ରୀ କରୁଥିବା ପ୍ରକାଶ କରିଥିଲେ ଓ ତତକ୍ଷଣାତ୍ ଅବକାରୀ ବିଭାଗ ଭ୍ରାମ୍ୟମାଣ କର୍ମଚାରୀ ମାନେ ହରିଡ଼ାଖଣ୍ଡି ନିକଟସ୍ଥ କୈଳାଶ ନଗର ରେ ରହୁଥିବା ମହିଳା ଙ୍କ ଘରେ ଚଢ଼ାଉ କରିଥିଲେ। କିନ୍ତୁ କୌଶଳ କ୍ରମେ ଉକ୍ତ ମହିଳା ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନେ ତାକୁ କାବୁ କରି ଘର ଭିତରେ ଯାଞ୍ଚ କରିବା ବେଳେ ଦେଖିଲେ ଘର ଭିତରେ ଆଉ କିଛି ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଛି। ଚଢ଼ାଉ ବେଳେ ମହିଳାଙ୍କ ପୁଅ ସୁରଜ୍ ଶତପଥୀ ଉକ୍ତ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଜଣାପଡିଛି। ଉଭୟ ମାଁ ପୁଅକୁ ବିଭାଗୀୟ କର୍ମଚାରୀ ମାନେ ଯେରା କରିବା ବେଳେ ସେମାନେ ଖୋର୍ଦ୍ଧା ରୁ ବ୍ରାଉନସୁଗାର ଓ କଲିକତା ରୁ କିଛି କଞ୍ଚାମାଲ ଆଣି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ପ୍ରକାଶ କରିଛନ୍ତି। ଉକ୍ତ ସମସ୍ତ କାରବାର ରେ ମହିଳାଙ୍କ ବଡ଼ ପୁଅ ସହଯୋଗ କରୁଥିବା ଉଭୟ ମା ପୁଅ ପ୍ରକାଶ କରିଛନ୍ତି |  ଅବକାରୀ ବିଭାଗ କର୍ମଚାରୀ ମାନେ ମୋଟ ୧୪୧ ଗ୍ରାମ ବ୍ରାଉନସୁଗାର ସମେତ ପ୍ରସ୍ତୁତ ହୋଇଥିବା କିଛି ନକଲି ବିଦେଶୀ ମଦ ସହ ଅଭିଯୁକ୍ତ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

News Comment

You Might Also Like

BACK TO TOP