Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ପ୍ରତାପୁର ତୁମ୍ବେଶ୍ୱର ଶୈବ ପୀଠରେ ନିଖିଳ ଉତ୍କଳ ଖରୁଡ଼ା ସମାଜର ବୈଠକ ଅନୁଷ୍ଠିତ |

12-Aug-2025

ପ୍ରତାପୁର ତୁମ୍ବେଶ୍ୱର ଙ୍କ ପୀଠରେ ନିଖିଳ ଉତ୍କଳ ଖରୁଡ଼ା ସମାଜର ଗଞ୍ଜାମ ଜିଲ୍ଲା ବୈଠକ ଅନୁଷ୍ଠିତ |

     ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜିତ ଶୈବ ପୀଠ  ତୁମ୍ବେଶ୍ୱର ଙ୍କ ପୀଠରେ ନିଖିଳ ଉତ୍କକ ଖରୁଡ଼ା ସମାଜର ଗାଞ୍ଜାମ ଜିଲ୍ଳାର 26 ଗୋଟି ପେଣ୍ଠ ର କର୍ମକର୍ତ୍ତା ଓ ବ୍ରହ୍ମପୁର ପେଣ୍ଠ ର କର୍ମକର୍ତ୍ତା ମାନଙ୍କ ଏକ ବୈଠକ ପ୍ରତାପୁର ଗ୍ରାମର ନିଖିଳ ଉତ୍କଳ ଖରୁଡ଼ା ସମାଜ   ପ୍ରତାପୁର ପେଣ୍ଠ ସଭାପତି ସୁଦର୍ଶନ ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକର ମୁଖ୍ୟ ଉଦ୍ଧେଶ୍ୟ ଥିଲା ସମାଜରେ ଅବହେଳିତ, ବ୍ୟକ୍ତି ବିଶେଷ ଙ୍କୁ ଆଗକୁ ଆଣିବା ଏବଂ  ପ୍ରତେକ ଲୋକଙ୍କ ସୁଖ, ଦୁଃଖ, ଭଲ, ମନ୍ଦ ରେ ସେମାନଙ୍କ ସଙ୍ଗରେ ରହି କିପରି ସେବା ଵା ସହଯୋଗ କରିବା, ସେମାନଙ୍କ ଆର୍ଥିକ, ସାମାଜିକ ଶିକ୍ଷାଗତ,ଓ ବେଗ୍ରାଉଣ୍ଡ ରେ ରହି ପ୍ରତେକ ବ୍ୟକ୍ତି ଙ୍କୁ  ପ୍ରତାକ୍ଷ ହେଉ  ଵା ପରୋକ୍ଷ ରେ ମଧ୍ୟ ସେମାନଙ୍କ ସବୁ ଅସୁବିଧା କୁ କିପରି ଦୂର କରିହେବ ତାଉପରେ ବୁଝାଇ ଥିଲେ | ଏହାସହ ପ୍ରତେକ ପରିବାର କିପରି ଉଚ୍ଚଶିକ୍ଷିତ ହୋଇପାରିବେ, ସେମାନଙ୍କ ମିଳିତ ବାହାଘର ସହିତ ମାଙ୍ଗଳୀକ କାର୍ଯ୍ୟରେ ଉପସ୍ଥିତ ରହିବେ ତାଉପରେ  ଉପସ୍ଥିତ ଅତିଥି ମାନେ ମାତବ୍ୟକ୍ତ କରିଥିଲେ |  ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଖରୁଡ଼ା ସମାଜର ସଂଯୋଜକ ଡ଼ଃ ଯୋଗେନ୍ଦ୍ର ନାୟକ,ଟ୍ୟାକ୍ସ କନସୁ ଲେଣ୍ଟ ପ୍ରଶାନ୍ତ କୁମାର ନାୟକ,   ତଥାରାଜ୍ୟ ଉପସଭାପତି ମଧ୍ ସ ଅଛନ୍ତି |  ପ୍ରତାପୁର ପେଣ୍ଠ ସଭାପତି ସୁଦର୍ଶନ ନାୟକ,   ଜିଲ୍ ସମ୍ପାଦକ ଚିତ୍ରସେନ ମହାପାତ୍ର, ଲିଙ୍ଗରାଜ ନାୟକ,ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସେନାପତି, ଏବଂ ଜିଲ୍ଲା ର 26ଗୋଟିପେଣ୍ଠର100ଗୋଟି ଗ୍ରାମର ସଭାପତି ଓ କର୍ମ କର୍ତ୍ତା ମାନେଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟ ରଖି ଜାତି ତଥା ସମାଜର ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଵା ବିଷୟରେ ଆଲୋଚନା କରିଥିଲେ |

News Comment

You Might Also Like

BACK TO TOP