Breaking News

ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||     

ବୁଗୁଡ଼ା ଠାରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଡାକ୍ତରୀ ପରୀକ୍ଷଣ ଓ ସହାୟକ ଉପକରଣ ବଣ୍ଟନ ଚି଼ହ୍ନଟ କରଣ ଶିବିର ଅନୁଷ୍ଠିତ |

06-Aug-2025

ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଡାକ୍ତରୀ ପରୀକ୍ଷଣ ଓ ସହାୟକ ଉପକରଣ ଚିହ୍ନଟି କରଣ ଶିବିର,

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ୦୫/୦୮/୨୫ : 

ଜାତୀୟ ଶିକ୍ଷାନୀତି ୨୦୨୦ ର ପଞ୍ଚମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ର ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ପକ୍ଷରୁ ବୁଗୁଡ଼ା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ୦୪/୦୮/୨୫ ତାରିଖ, ସୋମବର ଦିନ ବୁଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ବୃନ୍ଦଙ୍କ ନିମନ୍ତେ ଏକ ଡାକ୍ତରୀ ପରୀକ୍ଷଣ ଓ ସହାୟକ ଉପକରଣ ଚିହ୍ନଟି କରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏବିଇଓ ଅମିତା କୁମାରୀ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ଦ୍ବୟ ଦିବ୍ୟାଙ୍ଗ ଶିଶୁମାନେ କିପରି ସହଜରେ ବିଦ୍ୟାଳୟକୁ ଆସି ପାରିବେ ଏବଂ ସମସ୍ତଙ୍କ ସହ ସମକକ୍ଷ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୮୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିବା ବେଳେ ୮୩ ଜଣକୁ ସହାୟକ ଉପକରଣ ପ୍ରଦାନ କରିବା ପାଇଁ ତାଲିକା ଭୁକ୍ତ କରାଯାଇଥିଲା। ସେମାଙ୍କ ମଧ୍ୟରୁ ୧୪ ଜଣଙ୍କୁ ଚକଲଗା ଗାଡ଼ି , ୧୧ ଜଣଙ୍କୁ ରୋଲଟର , ୨୫ ଜଣଙ୍କୁ ଟିଏଲଏମ କିଟ୍ ,  ୧୪ ଜଣଙ୍କୁ ଶ୍ରବଣ ଯନ୍ତ୍ର , ୧୦ ଜଣଙ୍କୁ ସିପି ଚେୟାର ,  ୨ ଜଣଙ୍କୁ ତିନି ଚକିଆ ସାଇକେଲ , ୬ ଜଣଙ୍କୁ ଆଶାବାଡୀ ଏବଂ ଏକ ଜଣଙ୍କୁ ବ୍ରେଲ୍ କିଟ ଦେବାପାଇଁ ଚିହ୍ନଟ କରାଯାଇଥିଲା। ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପରୀକ୍ଷଣ ପାଇଁ ଭୁବନେଶ୍ୱର ସ୍ଥିତ ଆଲିମ୍ କୋ ସଂସ୍ଥାର ଡାକ୍ତର ମନୋରଞ୍ଜନ ଓଝା, ଡାକ୍ତର ବେଦପ୍ରକାଶ ଓ ସାଇଟ ସେଭର ଇଣ୍ଡିଆ ର ଡାକ୍ତର ଶୁଭମ୍ ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପରୀକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ତରଫରୁ ଆସିଥିବା ଏମ. ଡମ୍ବରୁ ଦୋରା, ହେମନ୍ତ କୁମାର ନନ୍ଦ, ବୁଗୁଡ଼ା ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଓ ଶିକ୍ଷକ ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆ ପରିଚାଳନା କରିବା ସହ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP