Breaking News

ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||     

ବିଧାନ ସଭା ଷ୍ଟାଣ୍ଡିଙ୍ଗ କମିଟି ର ତାର ତାରିଣୀ ଦର୍ଶନ |

07-Jun-2025

ବିଧାନସଭା ଷ୍ଟାଣ୍ଡିଂ କମିଟିର ତାରା ତାରିଣୀ  ଗ୍ରସ୍ତ ଓ ମାଆଙ୍କୁ ଦର୍ଶନ |

ଓଡିଶା ଜନମତ, ପୁରୁଷୋତ୍ତମ ପୁର, ଶୁଭଙ୍କର ଦାଶ,

ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ମାନ୍ୟବର ବିଧାୟକ ଦେବିରଞ୍ଜନ ତ୍ରିପାଠୀ,ଅରବିନ୍ଦ ମହାପାତ୍ର,ଅମର କୁମାର ନାୟକ, ଦୁଷ୍ମନ୍ତ କୁମାର ସ୍ବାଇଁ,ନିଳମଣି ବିଷୋୟୀ ଓ ପବିତ୍ର ସାଉଁତା ଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ  ଜିଲ୍ଳାର ବହୁ ବ୍ଳକ ର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ପରେ ସରକାରୀ ଯୋଜନାର ଅନୁଧ୍ୟାନ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ।

କମିଟି ସଦସ୍ୟ ପ୍ରଥମେ ଜଗନ୍ନାଥପ୍ରସାଦର ଗାୟାଗଣ୍ଡାରେ ନିର୍ମାଣାଧିନ ମେଗା ପାନୀୟ ଜଳ ପ୍ରକଲ୍ପରେ ପହଞ୍ଚିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ କମିଟି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧିନ ତାରସିଂ ଓ ଗାୟାଗଣ୍ଡା ଉଚ୍ଚ କ୍ଷମତା ସଂପନ୍ନ ସେତୁ କାର୍ଯ୍ୟର ତଦାରଖ କରିଥିଲେ। ଏହା ପରେ ଭଞ୍ଜନଗର ବ୍ଲକ ତିଲିସିଂ ଗ୍ରାମରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ କମିଟି ସଦସ୍ୟ ମେଗା ପାନୀୟ ଜଳ ପ୍ରକଲ୍ପ କାର୍ଯ୍ୟ ର ତଦାରଖ କରିଥିଲେ। ପରେ ଜାମପଲ୍ଲୀ ଗ୍ରାମ କୁ ଯାଇ ସେଠାରେ ମଧ୍ୟ ସରକାରୀ ପ୍ରକଲ୍ପ କାର୍ଯ୍ୟ ର ତଦାରଖ କରିଥିଲେ।ପରେ କମିଟି ସଦସ୍ୟ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମୀଳନୀ କକ୍ଷ ରେ ପଞ୍ଚାୟତିରାଜ,ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଲ୍ପ କାର୍ଯ୍ୟ ର ଅଗ୍ରଗତି ଉପରେ ସମିକ୍ଷା କରିଥିଲେ। ପ୍ରକଲ୍ଫ କାର୍ଯ୍ୟ ସଠିକ ସମୟରେ ସମ୍ପୂର୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଷ୍ଟାଣ୍ଡିଂ କମିଟି ନିର୍ଦେଶ ଦେଇଛନ୍ତି।
କମିଟିଙ୍କ ଗସ୍ତ ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ  ମଧୁମିତା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଷ୍ଟାଣ୍ଡିଂ କମିଟିର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସାଂଣ୍ଡିଙ୍ଗ କମିଟି ମାଆ ତାରା ତାରିଣୀ ଙ୍କୁ ଦର୍ଶନ କରିବାକୁ ପାହାଡ଼ ଉପରକୁ ଯାଇଥିଲେ | ଉପରେ ସେମାନଙ୍କୁ  ଛତ୍ର ପୁର ଏଡିଏମ(ଜେନେରାଲ) ପ୍ରମୋଦ କୁମାର ପୃଷ୍ଟି, ପୂର୍ତ୍ତ ବିଭାଗ ଏସି ସନ୍ଦୀପ ପାଣିଗ୍ରାହୀ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ପୁରୁଷୋତ୍ତମପୁର ବିଡ଼ିଓ  ଶରତ କୁମାର ପାତ୍ର, ପାହାଡ଼ ଉପରେ ଥିବା ପୂର୍ତ୍ତ ବିଭାଗ  ବ୍ରହ୍ମ ପୁର  ଯେଇ  ଙ୍କ ସହ ମୁଖ୍ୟ ସେବାୟତ ବାପୁଜୀ ରଣା ଓ ଅନ୍ୟ ସେବାୟତ ମାନେ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ,        ସମ୍ବର୍ଦ୍ଧନା  କରି ମନ୍ଦିର ପାଖକୁ ପାଛୋଟି ନେଇଥିଲେ | ଏବଂ ଷ୍ଟାଣ୍ଡିଙ୍ଗ କମିଟି ମଧ୍ୟ ମାଆ ତାରାତାରିଣୀ ଙ୍କ ଆଶିଷ ଭିକ୍ଷା ଲାଭକରୀ  ପାହାଡ଼ ତଳର ସୌନ୍ଦର୍ଯ୍ୟ ଦର୍ଶନ କରି ବହୁତ ଖୁସି ହୋଇ ଥିଲେ |

News Comment

You Might Also Like

BACK TO TOP