Breaking News

କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||     

ଗଞ୍ଜାମ ବ୍ଳକ ରେ ଟଙ୍କା ଦେଲେ ମଧ୍ୟ ରାସନ କାର୍ଡ ହେଉନଥିବାର ଅଭିଯୋଗ କଲେ ହିତାଧିକାରୀ |

26-Apr-2025

ରାସନ୍ କାର୍ଡ ରେ ଦୁର୍ନୀତି 
ରାମଗଡ଼ ପଞ୍ଚାୟତ ର ଖୋଲୁଛି ଗୁମର 
(ଟଙ୍କା ଦେଲେ ମଧ୍ୟ ହଉନି ରାସନ୍ କାର୍ଡ ।
ଓଡିଶା ଜନମତ,  ଛତ୍ରପୁର, ବଟକୃଷ୍ଣରାଉଳ,୨୫.୦୪.୨୫:

ଗଞ୍ଜାମ ରାସନ୍ କାର୍ଡ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ହିତାଧିକାରୀ କହିଲେ ଟଙ୍କା ଦେଲେ ମଧ୍ୟ ହଉନି ରାସନ୍ କାର୍ଡ ।
ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ରାମ ଗଡ଼ ପଞ୍ଚାୟତ ର ସିଦ୍ଧାନ୍ତ ନଗର ରହୁଥିବା ବାବୁଲା ବେହେରା ଓ ଗୀତାଞ୍ଜଳି ବେହେରା ଦୀର୍ଘ ୪ ଚାରି ବର୍ଷ ହେଲାଣି ମୋର ରାସନ୍ କାର୍ଡ ହୋଇନି । ସରପଂଚ କୁ ୩ ହଜାର ଟଙ୍କା ଦେଲାପରେ ବି ଆମର ରାସନ୍ କାର୍ଡ ହେଲାନାହିଁ । ଆମେ ସ୍ବାମୀ ସ୍ତ୍ରୀ ଦୁଇ ଜଣ  ପଞ୍ଚାୟତ ଓ ବ୍ଲକ୍ କୁ ଧାଇଁ ଧାଇଁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ହୋଇପାରିଲା ନାହିଁ ରାସନ୍ କାର୍ଡ । ଦୁଃଖ କଷ୍ଟରେ ଦୁଇଟି ଛୁଆ କୁ ନେଇ କି ଆମେ ଚଳୁଚୁ । ପୂର୍ବ ସରକାର ରେ ହୋଇନଥିଲା ବୋଲି ଭାବିଲୁ ନୂଆଁ ସରକାର ଆସିଲେ ହେଇଯିବ ହେଲେ ସରପଂଚ ଆମକୁ ଆଜି ଆସ କାଲି ଆସ ଏମିତି କହିକି ଚାରି ବର୍ଷ ଚାଲିଗଲା ତାପରେ ବି ଆମକୁ କିଏ ସହଯୋଗ କଲେନି । ମୁଁ ଚଳିବାରେ ଅକ୍ଷମ ହେବା ପରେ ବାଧ୍ୟ ହୋଇ ମୁ ଚେନ୍ନାଇ ଯାଇକି ଲେବର କାମ କରୁଥିଲି । ପୁଣି ଏବେ ରାସନ୍ କାର୍ଡ ପାଇଁ ଆସିଥିଲି ଏବେ ସରପଞ୍ଚ କୁ ପଚାରିଲା ବେଳେ କହିଲେ ୧୫ ଦିନ ପରେ ହେବ ହେଲେ ଆଜି ଗଞ୍ଜାମ ବ୍ଲକ୍ ପରିସର ରେ କାନ୍ଦି କାନ୍ଦି ହିତାଧିକାରୀ ଅଭିଯୋଗ କରିଛନ୍ତି। ପ୍ରକୃତ କଥା ହେଲା ସରପଞ୍ଚ ଜମା କାର୍ଡ ପାଇଁ ଆବେଦନ କରିନାହାନ୍ତି ଯୋଗାଣ ବିଭାଗ ରେ କୌଣସି ନାମ ନାହିଁ ବୋଲି ହିତାଧିକାରୀ ଅଭିଯୋଗ କରିଛନ୍ତି । ହେଲେ ଏବେ ସରପଞ୍ଚ ଟଙ୍କା ଫେରେଇବେ ନା ରାସନ୍ କାର୍ଡ କରିବେ ତାହା  ସମୟ ହିଁ କହିବ । ସେହି ଭଳି ରାମ ଗଡ଼ ପଞ୍ଚାୟତ ର ଏନ୍ ବରପଲି ଗ୍ରାମର ରବୀନ୍ଦ୍ର ପ୍ରଧାନ, ମୁକୁତା ପ୍ରଧାନ, ପୁଅ ସମୀର ପ୍ରଧାନ  ତାଙ୍କ ପରିବାର ୩ ଜଣ ସଦସ୍ୟ ହେଲେ ମଧ୍ୟ ବାପା ଜଣେ ହାର୍ଟ ପେସେଣ୍ଟ ମେଡ଼ିକାଲ ଦେଖିବା ପାଇଁ ଟଙ୍କା ନାହିଁ ଯଦି ରାସନ୍ କାର୍ଡ ଥାଆନ୍ତା ତାହେଲେ ବଡ଼ ମେଡିକାଲ ରେ ଚିକିତ୍ସା ହୋଇଥାନ୍ତେ । ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପଯ୍ୟନ୍ତ କିଏ ବି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି । ରବୀନ୍ଦ୍ର ଙ୍କ ସ୍ତ୍ରୀ କହିଛନ୍ତି ଯଦି ମୋ ସ୍ବାମୀ ଙ୍କ କିଛି ହୋଇଯାଏ ତା ହେଲେ ସରପଂଚ ସହ ପ୍ରଶାସନ ଦାୟୀ ରହିବେ । ସେହିଭଳି ଏନ୍ ବରପଲି ଗ୍ରାମର ବିନୋଦ ପ୍ରଧାନ,ଅନୁଷୟା ପ୍ରଧାନ ଙ୍କ ନା ପୁଅ ଅଛି ନା ଝିଅ ଅଛି  ପାଞ୍ଚ ବର୍ଷ ହେଲାଣି ତଥାପି ଏହି ମାନଙ୍କୁ ରାସନ୍ କାର୍ଡ ଦିଆଯାଇନାହିଁ ଚଳିବା କଷ୍ଟକର ହଉଚି କେବେ ରାସନ୍ କାର୍ଡ ମିଳିବ ଏହି ମାନଙ୍କ ପାଇଁ  ସାତସପନ  । ଏହା ଉପରେ ଜିଲ୍ଲା ଯୋଗାଣ ବିଭାଗ, ଜିଲ୍ଲପାଳ, ପଞ୍ଚାୟତ ରାଜ ମନ୍ତ୍ରୀ ଓ ସଚିବ ଗୁରୁତ୍ୱ ଦେଲେ ଏହିଭଳି ହଇରାଣ କରିଥିବା  ସରପଞ୍ଚ ମାନଙ୍କ ପ୍ରକୃତ ମୁଖା ଖୋଲିବା ସାଙ୍ଗେ, ସାଙ୍ଗେ  ଗରିବ ହିତାଧିକାରୀ ଉପକୃତ ହୋଉ ପାରିବେ  |

News Comment

You Might Also Like

BACK TO TOP