Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଶିକୁଳା ଟୁକୁନା ହତ୍ୟା କାଣ୍ଡରେ ଜଡିତ ଦୁଇ ଯୁବକ ଙ୍କୁ ଗିରଫ କରି କୋର୍ଟ ପଠାଇଲା ପୁରୁଷୋତ୍ତମପୁର ପୋଲିସ |

12-Apr-2025

ଶିକୁଳା ଗ୍ରାମର ଟୁକୁନା ହତ୍ୟା କାଣ୍ଡ ରେ ସମ୍ପୃକ୍ତି 2ଜଣଯୁବକ ଗିରଫ, 

                      ଓଡିଶା ଜନମତ  ବ୍ୟୁରୋ,

ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଗତମାସ ୨୮ତାରିଖ ରାତିରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ସେହି ଗ୍ରାମର ଟିକିନା ଓରଫ ଦୁଷ୍ମନ୍ତ ମହାପାତ୍ରଙ୍କୁ ଗୋଡେଇ, ଗୋଡେଇ ଖଣ୍ଡାରେ ବୀଭତ୍ସ ଭାବେହାଣୀ ହତ୍ୟା କରିଥିଲେ । ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିଲେ | ତେବେ ତଦନ୍ତ ପ୍ରକ୍ରିୟା  କୁ ଅଗ୍ରଗତି କରି ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫକରି ବାରେ ସଫଳ ହୋଉ ଥିଲେ | ତାଙ୍କ ନାମରେ ଏକ କେଶନଂ 240/25 ପ୍ରକାରେ ଦାୟର କରି  କୋର୍ଟ ଚାଲାଣ କରିଥିବା ଆଇଆଇସି ରାଜେଶ କୁମାର ନାୟକ ସୂଚନା ଦେଇଛନ୍ତି |ତେବେ ଗିରଫ ହୋଇ ଥିବା ଏହି ଯୁବକ ଦ୍ବୟ ହେଲେ ଶିକୁଳା ଗ୍ରାମ ଲିଆଖୂଆ ସାହିର ସଞ୍ଜୟ ବେହେରା(30) ଓ ମନୋଜ ବେହେରା(25 ) । ଏହି ଘଟଣା ରେ ମୁଖ୍ୟ ଆସାମୀ ଧରା ପଡିଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି  ଲୋକଙ୍କ ମତ | ତେବେ ଯାହାହେଉ ଏସଡ଼ି ପିଓ  ଦୀପକ କୁମାର ମିଶ୍ର ଓ ଥାନା ଅଧିକାରୀ ରାଜେଶ ନାୟକ ଓ ଷ୍ଟାଫ ଙ୍କ  ପରିଶ୍ରମ ଯୋଗୁଁ ଆଗକୁ ମଧ୍ୟ ମୁଖ୍ୟ ଆସାମୀ ଗିରଫହେବ ବୋଲିଥାନାଧିକାରୀ ମତ ଦେଇଛନ୍ତି | 
ଏତେବଡ ଜଘନ୍ୟ ହତ୍ୟା କାଣ୍ଡ ର ଫର୍ଦାଫାଶ କରିବାକୁ ପୋଲିସ ଅଧିକାରୀ ମାନେ ଲାଗି ପଡିଥିଲେ | ତେବେ ପୋଲିସ ର ବିଛା ଯାଇଥିବା ଜାଲରେ ଅଭିଯୁକ୍ତମାନଙ୍କୁ ଧରିବାଲାଗି କିଛିଦିନ ଡେରିହେଲା  ସିନା ଏବେ ଦୁଇଜଣ ଧରା ପଡିଜେଲ ଗଲେ  | ତେବେ ସ୍ବତନ୍ତ୍ର ସ୍ମାର୍ଡ ଗଠନକରି ବ୍ଲକ ସହିତ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଘଟଣାର ତଦନ୍ତ ଚଳାଇଥିଲେ । ମନୋଜ ଓ ସଞ୍ଜୟ କୌଶଳ କ୍ରମେ ଗ୍ରାମରୁ ଚମ୍ପଟ ମାରୁଥିବାବେଳେ ଏସଡିପିଓ ଡ.ଦୀପକ କୁମାର ମିଶ୍ର ଓ ଆଇଆଇସି ରାଜେଶକୁମାର ନାୟକ ସଦଳବଳେ ଯାଇ ଗ୍ରାମନିକଟରୁ  ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି। ସୂଚନା ଯୋଗ୍ୟ, ଗ୍ରାମରେ ଟିକିନାଙ୍କ ରହିଥ‌ିବା ଜମିକୁ କିଛି ବ୍ୟକ୍ତି ଜବରଦଖଲ କରିନେଇଥିବାବେଳେ ଏହାକୁ ଉଚ୍ଛେଦ କରିବା ଘଟଣାକୁ ନେଇ ବିବାଦ ଲାଗି ରହିଥ୍‌ଲା ଓ ଏହି କାରଣକୁ ନେଇ ହତ୍ୟା କାଣ୍ଡ ଘଟିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତମାନେ ଏଯାବତ ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ଗତ ଫେବୃଆରୀ ୨୮ ତାରିଖରେ ହାଇକୋର୍ଟଙ୍କ ଆଗୁଆ ଜାମିନ ପ୍ରକାରେ ଆସିଥିଲେ। ଜାମିନରେ ଆସିବା ପରେ ପୁଣି ଏଭଳି ହତ୍ୟାକାଣ୍ଡ ଭିଆଇଥିଲେ।

News Comment

You Might Also Like

BACK TO TOP