Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ତାରା ତାରିଣୀ ଛକ ରେ ଥିବା ତନଭି ପବ୍ଲିକ ସ୍କୁଲ ର 11 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

14-Mar-2025

ପୁରୁଷୋତ୍ତମପୁର ବ୍ଲକର ତାରାତାରିଣୀ ଛକ ତନଭି ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

ଓଡିଶା ଜନମତ, ପୁରୁଷୋତ୍ତମପୁର, ଶୁଭଙ୍କରୀ ଦ୍ଦାଶ,

ପୁରୁଷୋତ୍ତମପୁର: ସ୍ଥାନୀୟ ତାରାତାରିଣୀ ଛକ ରେ ଥିବା ତନଭି ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ର ଅଧକ୍ଷ  ଶ୍ରୀ କାମ ରାଜୁସାବତ,ଅନୁଷ୍ଠାନ ର ସଭାପତି ଶ୍ରୀଅନନ୍ତସାବତ,ଙ୍କମିଳିତସଂଯୋଜନା  ରେ ବହୁ ଧୂମଧାମରେ ପାଳିତ ହୋଇଯାଇଛି | ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ତଥା  ଭାଟ କୁମାରଡା  ଗୋଷ୍ଟି ସ୍ଵାସ୍ତ୍ୟ  କେନ୍ଦ୍ର ର ଇନଚାର୍ଜ  ପ୍ରଫେସର ମନୋଜ ଦାଶ , ମୁଖ୍ୟ ବକ୍ତା  ଭାବେ ତାରା ତାରିଣୀ କଲେଜ ର ଅଧ୍ୟାପକ  ସମୀର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଭାଟ କୁମରଡା ଆଦର୍ଶ ବିଦ୍ୟଳୟ ର ଅଧକ୍ଷା ଶ୍ରୀମତୀ ରଶ୍ମିତା ସାହୁ, ସମାଜ ସେବି ତଥା ଖଲ୍ଲିକୋଟ ବିଧାୟକ ପ୍ରତିନିଧି ଶ୍ରୀ କୋରନାଥ ସ୍ୱାଇଁ, ଗିରିସୋଲା ସେକେଣ୍ଡ୍ରିହାଇସ୍କୁଲର ଓଡ଼ିଆ ଅଧ୍ୟାପକ  ଶ୍ରୀ ତ୍ରିଲୋଚନ ଦାଶ,ଆଙ୍ଗୁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ ପଟନାୟକ,  ଛତ୍ରପୁର ଉପଜିଲ୍ଲାପାଳ ଙ୍କ ଅଫିସ ର ଅବସର ପ୍ରାପ୍ତ ସେକ୍ସନ ଅଧିକାରୀ  ଶ୍ରୀ ଅଖିଳ କୁମାର ସାବତ ,ସି ଆର ସି ଶ୍ରୀ ଦେବେନ୍ଦ୍ର  ସେଠୀ ସମେତ ବହୁ ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଥିଲେ | ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶ ଓ ମା ସରସ୍ବତୀଙ୍କ ଠାରେ ଦୀପ ପ୍ରଜ୍ବଳନ ଓ ବନ୍ଦନା କରି ସଭା କାର୍ଯ୍ୟ କୁ ଆରମ୍ଭ କରାଯାଇ ଥିଲା |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ  ପ୍ରସନ୍ନଜୀତ ଶତପଥି   ଅତିଥିଙ୍କର ପରଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ| ଓ  ଅନୁଷ୍ଠାନର ସମ୍ପଦକଶ୍ରୀ ନୀଳମାଧବ ସାବତ ଅତିଥ ମାନ    ଙ୍କୁ ଉପଢୌକନ ପ୍ରଦାନ କରିଥିଲେ |ମୁଖ୍ୟ ବକ୍ତା ଶ୍ରୀ ସମୀର କୁମାର ମିଶ୍ର ତାଙ୍କର ଉଦବୋଧନରେ ସେ ସତ୍ୟବାଦୀ ବନବିଦ୍ୟାଳୟ ର ଉଦାହରଣ ଦେଇ ଛାତ୍ର ଛାତ୍ରୀ ମାନଙ୍କରଉଜ୍ଜ୍ୱଳଭବିଷ୍ୟତ କାମନା ସହିତ ଅଭିଭାବକଙ୍କୁ ପିଲାମାନଙ୍କୁ  ଭଲ ମଣିଷଟିଏ ଗଢିବା ପାଇଁ ଗୁରୁତ୍ୱାରୋପ କରିଥିଲେ | ଏବଂ ସମସ୍ତ ଛାତ୍ର, ଛାତ୍ରୀ ନିଜ ମାତୃ ଭାଷା ସହିତ ଇଂରେଜ ଭାଷା କୁ ଗୁରୁତ୍ୱ ଦେବାକୁ କହିଥିଲେ | ସମ୍ମାନିତ ଅତିଥିଶ୍ରୀତ୍ରିଲୋଚନ ଦାଶ ପିଲାମାନଙ୍କୁ ଶିକ୍ଷା ସହ ଦୀକ୍ଷା ମଧ୍ୟ ଜରୁରୀ ବୋଲି ବିଭିନ୍ନ ଉଦାହରଣ ଦେଇ ବୁଖାଇଥିଲେ | ଭବିଷ୍ୟତ ଓ ଉତ୍ତମ ଚରିତ୍ର ପାଇଁ ବିଭିନ୍ନ ଗୁରୁମନ୍ତ୍ର ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ବିଦ୍ୟଳୟ ତଥା ଛାତ୍ର ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସମସ୍ତ ପିଲାମାନେ ଭଲ ପାଠ ପଢି ବାପା,ମାଆ ଓ ଦେଶ ଜାତିର ନାଁ ରଖିବା ସହିତ ଭଲ ମଣିଷ ହେବାକୁ କାମନା କରିଥିଲେ |ତାପରେ  ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁମାନପତ୍ର,ଫଳକ ବିତରଣ କରିଥିଲେ |ଶେଷରେ ବିଦ୍ୟାଳୟର ଶିକ୍ଷକ ଓ ଶକ୍ଷୟିତ୍ରୀଙ୍କର ଦ୍ୱାରା ପରିଚାଳନାରେ ଛାତ୍ର ଛାତ୍ରୀଙ୍କ ନୃତ୍ୟ ଓ ସଂଗୀତ ରେ ଉପସ୍ଥିତ ଅଭିଭାବକ ଓ ଦର୍ଶକ ମାନେ ଭାବ ବିଭୋର ହୋଇ ଯାଇଥିଲେ |ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶକ୍ଷୟିତ୍ରୀ ମାନେ ସପୂର୍ଣ୍ଣ ସହଯୋଗ କରିଥିଲେ | ତତ ସହିତ ସ୍କୁଲର ସମସ୍ତ ସଦସ୍ୟ ବୃନ୍ଦ ମଧ୍ୟ ସହଯୋଗ କରିଥିଲେ |ସର୍ଵ ଶେଷରେ ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ଏବଂ ସମସ୍ତ ସ୍କୁଲ ଷ୍ଟାଫଅନୁଷ୍ଠାନ ଦ୍ୱାରା ଆୟୋଜିତ ରାତ୍ର ଭୋଜନ ରେ ସାମିଲ ହୋଇ ଘରକୁ ଫେରିଥିଲେ |

News Comment

You Might Also Like

BACK TO TOP