Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ଋଷିକୁଲ୍ୟା ନଦୀକୁ ବଞ୍ଚାଇବା ନିମନ୍ତେ ଚାଷୀଙ୍କ ବୈଠକ

22-Feb-2025

ଋଷିକୂଲ୍ୟା ନଦୀ ବଞ୍ଚାଅ  ଅଭିଯାନ ଆରମ୍ଭ,  ପିପାଳ ପଙ୍କା ରେ ଡ୍ୟାମ ନିର୍ମାଣ କୁ ବିରୋଧ କରି  ବୈଠକ,

                  ଓଡିଶା    ଜନମତ    ବ୍ୟୁରୋ,

ପୁରୁଷୋତ୍ତମପୁର ବିଜ୍ଞାପିତ  ଅଞ୍ଚଳ ର ବିଏସ ଏନ ଏଲ ଅଫିସ ସାମ୍ନା କାଳୀ ମନ୍ଦିରପରିସରରେ ଏକ ବୈଠକ  ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ସଭାପତି ଏ ମୁକୁନ୍ଦ ରାଓ  ଙ୍କ  ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିଲା | ଏହାର ନେତୃତ୍ୱ ନେଇଥିଲେ ଋଷିକୁଲ୍ୟା ରୟତ ସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷକ ସଂଘଟନ ର  ସଭାପତି  ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ  ଆଇନ ଯିବି ସ୍ୱରାଜ୍ୟ ପାଣିଗ୍ରାହୀ,  କୃଷକ ନେତା ପଦ୍ମ ଚରଣ ପ୍ରଧାନ, ସମାଜ ସେବୀ  ବିନାୟକ ଆଚାର୍ଯ୍ୟ, ସଫଳ ଚାଷୀ ରବୀନ୍ଦ୍ର ନାଥ ସାହୁ, ମିଡ଼ିଆ ୟୁନିୟନ  ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ   ପ୍ରସନ୍ନ କୁମାର ଦାଶ, ସ୍ଵପ୍ନେଶ୍ଵର କୃଷକ ସଙ୍ଘ  ଉପଦେଷ୍ଟା ରମେଶ ଚନ୍ଦ୍ର ଗୌଡ଼, ମଞ୍ଚାସିନ ଥିଲେ | ଏହି ବୈଠକ ର ମୁଖ୍ୟ ଉଦେଶ୍ୟ ଥିଲା କି ଗଞ୍ଜାମ ଜିଲ୍ଲା ସୋରଡ଼ା ଠାରେ ଋଷିକୂଲ୍ୟା ନଦୀ ଉପରେ ଡ୍ୟାମ କରି ସେହି ଠାରୁ ପାଣୀ ଗୋପାଳ ପୁରପୋର୍ଟ ଓ ଛତ୍ରପୁର ପ୍ରାଇଭେଟ ଫେକ୍ଟରୀ  କୁ ପାଣୀ ଦେବା ନିମନ୍ତେ ରାଜ୍ୟ ସରକାର ଙ୍କ ଏହି ପ୍ରୟାସ | କିନ୍ତୁ ଡ୍ୟାମ  ସେଠାରେ ହେଲେ  ତାହା ଲୋକଙ୍କ ହିତରେ ଆସିବ ନାହିଁ କେବଳ  ଘରୋଇ ଉଦ୍ୟୋଗୀ ମାନଙ୍କୁ ସନ୍ତୁଷ୍ଟି  କରିବା ନିମନ୍ତେ  ସରକାର କାର୍ଯ୍ୟ କରୁଛନ୍ତି |  ସେଠାରେ ଡ୍ୟାମ ତିଆରି ହେଲେ  ଋଷିକୁଲ୍ୟା ନଦୀ ର ଜଳ ଧାର ସୁଖୀ ଯିବ  ଓ ନଦୀ ସବୁଦିନ ପାଇଁ ଜଳ ଧାର ମରିଯିବ |  ଏହି କଥାକୁ ହୃଦୟଙ୍ଗମ କରି ଚାଷୀ ପିପଳ ପଙ୍କା ରେ ଋଷିକୁଲ୍ୟା ନଦୀରେ ଡ୍ୟାମ ନିର୍ମାଣ କୁ ବିରୋଧ କରି ଆଗାମୀ ଦିନ ରେ  ଜନ ଜାଗରଣ କରି ଋଷିକୁଲ୍ୟା ନଦୀକୁ ବଞ୍ଚାଇବା ପାଇଁ ପ୍ରୟାସ କରାଯିବ | ତେଣୁ ଆଗାମୀ ଦିନରେ ସୋରଡ଼ା ଠାରୁ ଗଂଜାମ    ମୁହାଣ ପର୍ଯ୍ୟନ୍ତ ସବୁ ନଈ କୁଳିଆ ଗ୍ରାମ ବାସୀ ଏହି ଡ୍ୟାମ କୁ ବିରୋଧ କରି ଋଷିକୁଲ୍ୟା ନଦୀକୁ ବଂଚେଇବା  ଏବଂ ତାର ଜଳ ଧାରକୁ ପ୍ରବାହିତ କରିବା  ପାଇଁ ପ୍ରସ୍ତୁତି ବୈଠକ କରିଥିଲେ  | ଏଇକାର୍ଯ୍ୟ କୁ ଫଳ ପ୍ରଦ କରିବା ପାଇଁ ଆଜିର  ଏହି ବୈଠକଅନୁଷ୍ଠିତ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ରେ ଏନଏସି ସହିତ ପୁରୁଷୋତ୍ତମ ପୁର ବ୍ଲକର   ବିଭିନ୍ନ ପଞ୍ଚାୟତ ର ଚାଷୀ ମାନେ ଉପସ୍ଥିତ ରହି ଥିଲେ |

News Comment

You Might Also Like

BACK TO TOP