Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ବନ୍ଧୁଙ୍ଗା ବ୍ଲକ ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ |

22-Feb-2025

ବନ୍ଧୁଗାଁ ବ୍ଲକରେ  ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ,

        ଓଡିଶା     ଜନମତ    ବ୍ୟୁରୋ,
ବନ୍ଧୁଗାଁ ତା ୨୧/୨/୨୫ ବନ୍ଧୁଗାଁ ବ୍ଲକ ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧୁଗାଁ ଓ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ନିଲାବାଡି ରେ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସେଠୀ ପରୀକ୍ଷା ସୂପରିଟେଣ୍ଡେଣ୍ଟ ଓ ୟୁ ରାୟୁଡୁ ଉପ ସୂପରୀଟେଣ୍ଡେଣ୍ଟ ଏଵଂ ନିଲାବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୁପରୀଟେଣ୍ଡେଣ୍ଟ ଶ୍ରୀ ରାଘବ ଦେଉରୀ ଓ ଉପ ସୁପରୀ ଟେଣ୍ଡେଣ୍ଟ ଶ୍ରୀ ମନୋଜ କୁମାର ଚୌଧୁରୀ ଓ ତ୍ରିନାଥ ଖରା ରହି  ଦାୟିତ୍ଵ ତୁଲାଇ ଥିଲେ। ଆଜି  ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଲମଣ୍ଡା, କେ ଯାଗୁଗୁଡା, ଏ ଯାଗୁଗୁଡା, ନିଲାବାଡି, କମ୍ଭୁଗଣ୍ଡା, କାତୁଲପେଟା, କାନାଗାଁ ଓ ମହାଗୁଡା ଗାଁରେ ଥିବା ସ୍କୁଲରୁ ୨୦୨ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୨୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜଣେ ପିଲା ପରୀକ୍ଷା ଦେଇ ନାହାନ୍ତି, ଏହା ସହ ନିଲାବାଡି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ଡୁମାଡଙ୍ଗର , ବନ୍ଧୁଗାଁ ଓ କୁମ୍ଭାରିପୁଟ ଗାଁର ସ୍କୁଲରୁ ୨୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୫ ପିଲା ପରୀକ୍ଷା ଦେଇଥିବା ବେଳେ ୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି । ଆଜି ସକାଳ ଘଣ୍ଟା ୭.୧୫ ମିନିଟ ସମୟରେ ବନ୍ଧୁଗାଁ ଥାନା ରେ ରଖାଯାଇଥିବା ପ୍ରଶ୍ନ ପତ୍ର ଅଣାଯାଇ ସ୍ଥାନୀୟ ତହସିଲଦାର ଶ୍ରୀମତୀ ସୋନାଲି ପାତ୍ରଙ୍କ ଉପସ୍ଥିତି ରେ ପ୍ରଶ୍ନ ପତ୍ର ଖୋଲା ଯାଇ ଥିଲା। ବନ୍ଧୁଗାଁ ପରୀକ୍ଷା କେନ୍ଦ୍ରରୁ ନିଲାବାଡ଼ି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ଡିସସ୍ପଚ ଅଫିସର ଭାବେ ଦୁର୍ଗାପ୍ରସାଦ ଚୌଧୁରୀ ଓ ମଧୁସୂଦନ ବଡନାଇକ କାର୍ଯ୍ୟ ତୁଲାଇ ଥିଲେ। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ନିରୀକ୍ଷକ ଭାବେ ଏବିଇଓ ଈଶ୍ୱର ଚନ୍ଦ୍ର ମୁଦୁଲି ଓ ମଦନ ପାଣି ଆସିଥିବା ବେଳେ ବନ୍ଧୁଗାଁ ବ୍ଲକ ବିଡିଓ ଅବିନାଶ ବିଶ୍ୱଜିତ ସେଠୀ ପରିଦର୍ଶନ କରିଥିଲେ। ଦୁଇଟି ପରୀକ୍ଷା କେନ୍ଦ୍ରରେ ଯେଉଁ ୬ ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି ସେମାନଙ୍କ ପାଖରେ ଶିକ୍ଷା ବିଭାଗ ପହଞ୍ଚି କିପରି ପରୀକ୍ଷା ଦେଇ ପାରିବେ  ବ୍ୟବସ୍ଥା କରିବାକୁ ସାଧାରଣରେ ଅନୁରୋଧ କରିଛନ୍ତି। ପରୀକ୍ଷାକୁ ସ୍କୁଲ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ରହି ପରିଚାଳନା କରିଥିଲେ। ଦୁଇଟି ପରୀକ୍ଷା କେନ୍ଦ୍ରରେ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ସୁରକ୍ଷା ପ୍ରଦାନ କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଶେଷ ହୋଇଥିଲା।

News Comment

You Might Also Like

BACK TO TOP