Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ରେ ଭଏସ ଅଫ ମିଡ଼ିଆ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ||

12-Feb-2025

ପୁରୁଷୋତ୍ତମପୁର ଡାକ ବଙ୍ଗଳା ରେ ଭଏସ ଅଫ      ମିଡ଼ିଆ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ  !

 ପୁରୁଷୋତ୍ତମପୁର ସହର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଭଏସ ଅଫ  ମିଡ଼ିଆ ତତ୍ଵାଵଧାନ ରେ ବ୍ଲକ ସଭାପତି ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ  ଶ୍ରୀ ପ୍ରସନ୍ନ କୁମାର ଦାଶ ଙ୍କ ସଭାପତିତ୍ୱରେ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୁରୁଷୋତ୍ତମପୁର ବ୍ଲକ ସମ୍ପାଦକ ଶ୍ରୀ ଅରୁଣ କୁମାର ଗୌଡ଼ ଙ୍କ ସଂଯୋଜନା ରେ ବୈଠକ ଆରମ୍ଭ କରାଯାଇ ଥିଲା |  ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭଏସ ଅଫ ମିଡ଼ିଆ ର ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ପ୍ରଭାତ କୁମାର ମିଶ୍ର ଯୋଗ ଦେଇ ଥିଲା ବେଳେ ସାମ୍ନାନୀତ ଅତିଥି ଭାବେ ଦୁଇଜଣ ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ବାଲାଜୀ ପାତ୍ର ଏବଂ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ପରିଡା ଙ୍କ ସହିତ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ରାମ ପ୍ରସାଦ ସାମଲ ଏବଂ କୋଷାଧକ୍ଷ ଶ୍ରୀ ଯୁକ୍ତ ସୁଦର୍ଶନ ପରିଡା ଯୋଗ ଦେଇଥିଲେ, ଏହାସହିତ ଆମ ପୁରୁଷୋତ୍ତମପୁର ବ୍ଲକ ର ସମସ୍ତ ସଦସ୍ୟ ଯଥା ଶ୍ରୀ ମାଧବା ନନ୍ଦ ଦାଶ,ଶ୍ରୀ ଶାନ୍ତନୁ ପଣ୍ଡା, ଶ୍ରୀ କେ.ତ୍ରିଲୋଚନ ପାତ୍ର,ଶ୍ରୀ ଶୁଭଙ୍କରୀ ଦାଶ, ଶ୍ରୀ ଶୁଭଙ୍କର ଦାଶ,ଶ୍ରୀ ଅମିତ କୁମାର ମହାପାତ୍ର,ଶ୍ରୀ ତ୍ରିଲୋଚନ ଦାଶ,ଶ୍ରୀ ଅରବିନ୍ଦ ଗୌଡ଼ ପ୍ରଭୁତି ଯୋଗ ଦେଇଥିଲେ, ସର୍ବ ପ୍ରଥମେ ଆଗନ୍ତୁକ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଉଥିଲା ବେଳେ ଜିଲ୍ଲା ସଭାପତି ଙ୍କ ଦ୍ଵାରା ରାଜ୍ୟ ସଭାପତି ଙ୍କୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା | ବୈଠକ ପ୍ରାରମ୍ଭରେ ମା ତାରାତାରିଣୀ ଙ୍କୁ ପ୍ରଣିପାତ କରି ସଭକାର୍ଯ୍ୟ ଆଗକୁ ବଢ଼ାଯାଇଥିଲା| ଆମ ଦେଶ ସହିତ 41 ଗୋଟି ଦେଶର 70 ଲକ୍ଷ 40ହଜାର  ବ୍ୟକ୍ତି ଏହାର ସଦସ୍ୟତା ଲାଭ କରିଥିଲା ବେଳେ  ପୁରୁଷୋତ୍ତମପୁର ବ୍ଲକ ରେ ଏହା ଆରମ୍ଭ କରାଯାଇ ଥିବାରୁ ଉପସ୍ଥିତ ଅତିଥି ମାନେ ଖୁସି ବ୍ୟକ୍ତ କରିଥୁଲେ |  ଏହି ଅନୁଷ୍ଠାନଦ୍ୱାରା ସମସ୍ତେ ବହୁ ସୁବିଧା ଓ ସହଯୋଗିତା  ଲାଭ କରିବା ସହ ସାମ୍ବାଦିକ ମାନଙ୍କ ନିମନ୍ତେ  ସୁରକ୍ଷା ଓ ପେନସନ ଦାବିକୁ ରାଜ୍ୟ ସରକାର ଙ୍କ ଜରିଆରେ ଜେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଏହା ଯେପରି କାର୍ଯ୍ୟ କାରୀ ହେବ  ତାଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଅନୁରୋଧ କରାଯିବ ବୋଲି ରାଜ୍ୟ ସଭାପତି କହିଥିଲେ | ନିଜଘରେ ଜନ୍ମିତ ମାଆ ପେଟର ଭାଈ, ଭାଇର ଶତ୍ରୁ ହୋଇ ଯାଉଥିଲା ବେଳେ ଏହା ମାଧ୍ୟମରେ  ଭାଈ ଚାରା ସୃଷ୍ଟି ସହ  ସୁଦୃଢ଼ ସଂପର୍କ ସ୍ଥାପନ ହୋଇ ପାରିବ ବୋଲି ରାଜ୍ୟ ଉପସଭାପତି କହିଥିଲେ | ଏହାସହ  ଭଏସ ଆଫ ମିଡ଼ିଆ ର ଗଞ୍ଜାମ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରେ ସଦସ୍ୟତା ସଂଗ୍ରହ କରିବାକୁ  ସଭାପତି ଉପଦେଶ ଦେବା ସହ ଜିଲ୍ଲା ସଭାପତି ଙ୍କ ସହଯୋଗ  ରେ ଦୁଈ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ ଓ ଅରୁଣ ଗୌଡ଼ଙ୍କୁ ଦାୟିତ୍ୱଦେଇଥିଲେ | ଶେଷରେ  ଶାନ୍ତନୁ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି  ସଭା ସାଙ୍ଗ କରିଥିଲେ  |

News Comment

You Might Also Like

BACK TO TOP