Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ପୁରୁଷୋତ୍ତମପୁର ଡାକ ବଙ୍ଗଳା ଠାରେ ଭଏସ ଅଫ ମିଡ଼ିଆ ର ସାଙ୍ଗ ଠନିକ ବୈଠକ ଅନୁଷ୍ଠିତ |

12-Feb-2025

ପୁରୁଷୋତ୍ତମପୁର ଡାକ ବଙ୍ଗଳା ରେ ଭଏସ ଅଫ      ମିଡ଼ିଆ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ  |

                  ଓଡିଶା  ଜନମତ    ବ୍ୟୁରୋ 

 ପୁରୁଷୋତ୍ତମପୁର ସହର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଭଏସ ଅଫ  ମିଡ଼ିଆ ତତ୍ଵାଵଧାନ ରେ ବ୍ଲକ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ପୁରୁଷୋତ୍ତମପୁର ବ୍ଲକ ସଭାପତି ଶ୍ରୀ ପ୍ରସନ୍ନ କୁମାର ଦାଶ ଙ୍କ ସଭାପତିତ୍ୱରେ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୁରୁଷୋତ୍ତମପୁର ବ୍ଲକ ସମ୍ପାଦକ ଶ୍ରୀ ଅରୁଣ କୁମାର ଗୌଡ଼ ଙ୍କ ସଂଯୋଜନା ରେ ବୈଠକ ଆରମ୍ଭ କରାଯାଇ ଥିଲା |  ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭଏସ ଅଫ ମିଡ଼ିଆ ର ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ପ୍ରଭାତ କୁମାର ମିଶ୍ର ଯୋଗ ଦେଇ ଥିଲା ବେଳେ ସାମ୍ନାନୀତ ଅତିଥି ଭାବେ ଦୁଇଜଣ ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ବାଲାଜୀ ପାତ୍ର ଏବଂ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ପରିଡା ଙ୍କ ସହିତ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ରାମ ପ୍ରସାଦ ସାମଲ ଏବଂ କୋଷାଧକ୍ଷ ଶ୍ରୀ ଯୁକ୍ତ ସୁଦର୍ଶନ ପରିଡା ଯୋଗ ଦେଇଥିଲେ, ଏହାସହିତ ଆମ ପୁରୁଷୋତ୍ତମପୁର ବ୍ଲକ ର ସମସ୍ତ ସଦସ୍ୟ ଯଥା ଶ୍ରୀ ମାଧବା ନନ୍ଦ ଦାଶ,ଶ୍ରୀ ଶାନ୍ତନୁ ପଣ୍ଡା, ଶ୍ରୀ କେ.ତ୍ରିଲୋଚନ ପାତ୍ର,ଶୁଭଙ୍କରୀ ଦାଶ, ଶ୍ରୀ ଶୁଭଙ୍କର ଦାଶ,ଶ୍ରୀ ଅମିତ କୁମାର ମହାପାତ୍ର,ଶ୍ରୀ ତ୍ରିଲୋଚନ ଦାଶ,ଶ୍ରୀ ଅରବିନ୍ଦ ଗୌଡ଼ ପ୍ରଭୁତି ଯୋଗ ଦେଇଥିଲେ | ସର୍ବ ପ୍ରଥମେ ଆଗନ୍ତୁକ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଉଥିଲା ବେଳେ ଜିଲ୍ଲା ସଭାପତି ଙ୍କ ଦ୍ଵାରା ରାଜ୍ୟ ସଭାପତି ଙ୍କୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା | ବୈଠକ ପ୍ରାରମ୍ଭରେ ମା ତାରାତାରିଣୀ ଙ୍କୁ ପ୍ରଣିପାତ କରି ସଭା କାର୍ଯ୍ୟ ଆଗକୁ ବଢ଼ାଯାଇଥିଲା | 47 ଗୋଟି ଦେଶର 70ହଜାର ବ୍ୟକ୍ତି ଏହାର ସଦସ୍ୟତା ଲାଭ କରିଥିଲା ବେଳେ  ପୁରୁଷୋତ୍ତମପୁର ବ୍ଲକ ରେ ଏହା ଆରମ୍ଭ କରାଯାଇ ଥିବାରୁ ଉପସ୍ଥିତ ଅତିଥି ମାନେ ଖୁସି ବ୍ୟକ୍ତ କରିଥୁଲେ |  ଏହି ଅନୁଷ୍ଠାନଦ୍ୱାରା ସମସ୍ତେ ବହୁ ସୁବିଧା ଓ ସହଯୋଗୀତା  ଲାଭ କରିବା ସହ ସାମ୍ବାଦିକ ମାନଙ୍କ ନିମନ୍ତେ  ସୁରକ୍ଷା ଓ ପେନସନ ଦାବିକୁ ରାଜ୍ୟ ସରକାର ଙ୍କ ଜରିଆରେ ଜେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଏହା ଯେପରି କାର୍ଯ୍ୟ କାରୀ ହେବ  ତାଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଅନୁରୋଧ କରାଯିବ ବୋଲି ରାଜ୍ୟ ସଭାପତି କହିଥିଲେ | ନିଜଘରେ ଜନ୍ମିତ ମାଆ ପେଟର ଭାଈ, ଭାଇର ଶତ୍ରୁ ହୋଇ ଯାଉଥିଲା ବେଳେ ଏହା ମାଧ୍ୟମରେ  ଭାଈ ଚାରା ସୃଷ୍ଟି ସହ  ସୁଦୃଢ଼ ସଂପର୍କ ସ୍ଥାପନ ହୋଇ ପାରିବ ବୋଲି ରାଜ୍ୟ ଉପସଭାପତି ମାନେ କହିଥିଲେ | ଏହାସହ  ଭଏସ ଆଫ ମିଡ଼ିଆ ର ଗଞ୍ଜାମ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରେ ସଦସ୍ୟତା ସଂଗ୍ରହ କରିବାକୁ  ସଭାପତି ଉପଦେଶ ଦେବା ସହ ଜିଲ୍ଲା ସଭାପତି ଙ୍କ ସହଯୋଗ  ରେ ଦୁଈ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ ଓ ଅରୁଣ ଗୌଡ଼ଙ୍କୁ ଦାୟିତ୍ୱଦେଇଥିଲେ | ଶେଷରେ  ଶାନ୍ତନୁ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି  ସଭା ସାଙ୍ଗ କରିଥିଲେ  |

News Comment

You Might Also Like

BACK TO TOP