Breaking News

ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||     

ଗଞ୍ଜାମ ରମ୍ଭା ଅଞ୍ଚଳର ବାଘ ନାଟ, ଗିନିଜ ବୁକ ଅଫ ରେକଡ଼ ରେ ସ୍ଥାନ ପାଇଲା |

30-Jan-2025

ଦିଲ୍ଲୀ କର୍ତ୍ତବ୍ୟ ପଥରେ  ଚମକିଲା ଗଞ୍ଜାମ ବାଘ ନୃତ୍ୟ, ଗିନିସ ବୁକ ରେ ସ୍ଥାନ ପାଇଲା  ଗଞ୍ଜାମ ଲୋକକଳା ର ଉତ୍କର୍ଷତା | ବିଞ୍ଚଣାପଲ୍ଲୀ ଗ୍ରାମରେ ଖୁସି ର ଲହର | 
*****************************
ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା, 31/1:

ଦିଲ୍ଲୀ କର୍ତ୍ତବ୍ୟ ପଥ ଇଣ୍ଡିଆ ଗେଟରେ ୭୬ତମ ସାଧାରଣତନ୍ତ୍ର ଦିବସରେ ଜଲୱା ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଆଖ୍ୟାତ ପାଲ୍ଲୀ ବିଞ୍ଚଣାପଲ୍ଲୀ ଗ୍ରାମର ବିଖ୍ୟାତ ଲୋକଙ୍କଳା "ବାଘନାଚ " ।କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟଙ୍କ ଆହ୍ୱାନକ୍ରମେ ଭାରତୀୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ `ଜୟତି ଜୟତି ମମ ଭାରତ` ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୫୫୦୦ରୁ କଳାକାରଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ଶ୍ରୀ ଚୈତନ୍ୟ ଘଣ୍ଟ ମୃଦଙ୍ଗ ଲୋକକଳା ସଂସ୍କୃତିର ୪୦ ଜଣ ସଦସ୍ୟ ବାଘ ବେଶରେ  
ଅଂଶ ଗ୍ରହଣ କରି ଭରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଲାୟ ଓ  ଭାରତୀୟ ସଂଗୀତ ନାଟକ ଏକାଡେମୀର  ପ୍ରଶଂସା ପାତ୍ର ହେବା ସହ ଏକ ବଡ଼ ସଫଳତା ହାସଲ କରି ଗ୍ରୀନିସ ବୁକ ଅଫ ରେକର୍ଡ଼ରେ ସ୍ଥାନ ମିଳିଛି ।ଚୈତନ୍ୟ ଘଣ୍ଟ ମୃଦଙ୍ଗ ଲୋକନୃତ୍ୟର ବିଭିନ୍ନ ସଦସ୍ୟଙ୍କୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି ।ଚୈତନ୍ୟ ଗ୍ରୁପର ୪୦ ଜଣ ସଦସ୍ୟ ସେମାନଙ୍କର  ସଫଳତାକୁ ନେଇ ନିଜ ଗ୍ରୁପ ଲିଡ଼ର ଗୁରୁ କୁମାର ପ୍ରହ୍ଲାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ବାଘ ନାଚ ପ୍ରତ୍ୟେକ ବର୍ଷ ଚୈତ୍ର ମାସ ବୁଢ଼ୀ ଠାକୁରାଣୀ ଯାତ୍ରା ସମୟରେ ହୋଇଥାଏ । ଏହି ସଂସ୍କୃତି ଓ ପରମ୍ପରାକୁ ସାରା ଦେଶରେ ପରିଚିତ କରିବା ପାଇଁ ଆମର ଏକ ପ୍ରୟାସ ବୋଲି ଶ୍ରୀ ପ୍ରହ୍ଲାଦ କହିଛନ୍ତି ।
ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆର.ବିଞ୍ଛଣାପଲ୍ଲୀ ଗ୍ରାମ ଶ୍ରୀ ଚୈତନ୍ୟ କଳାକାର ସଂଘର  ଗୁରୁ କୁମାର ପ୍ରହ୍ଲାଦ,ଶ୍ରୀଧର ବେହେରା,ସନ୍ତୋଷ ବେହେରା,ଅବିନାଶ ବେହେରା,ମଦନ ବେହେରା,ପ୍ରକାଶ ବେହେରା,ଶଙ୍କର ବେହେରା,ବିଶ୍ୱଜିତ ବେହେରା,ଆଲୋକ ବେହେରା,ଶିବୁ ବେହେରା ସମେତ ୩୫ରୁ ଉର୍ଦ୍ଧ୍ବ କଳାକାର ଏହି ବାଘ ନୃତ୍ୟରେ ସାମିଲ ହୋଇ ଉତ୍ତମ ପ୍ରଦର୍ଶନ କରି ବିଭିନ୍ନ ମହଲରୁ ପ୍ରସଂଶା ସାନୁଟିବା ରେ ସଫଳ ହୋଇଥିବା ଜଣାପଡିଛି |  ପୃଷ୍ଠପୋଷାକତା ଅଭାବ ରୁ ଖ୍ୟାତି ସମ୍ପନ୍ନ ଗଞ୍ଜାମ ର ଲୋକକଳା ବୁଡିବାକୁ ବସିଥିବା ବେଳେ ଏହି ଅନୁଷ୍ଠାନ ର କଳାକାର ମାନେ ପୁନର୍ବାର ଉଜ୍ଜୀବିତ କରିବା ରେ ସାମର୍ଥ୍ୟ ହାସଲ କରିଛି |ଗଞ୍ଜାମ ର ଦାସ କାଠି, ସଖି ନାଚ ସଂଗୀତ, ରାଧା ପ୍ରେମଲୀଳା, ରାମ ନାଟକ ଓ ପାରମ୍ପରିକ ଦଣ୍ଡ ନାଚ ଭଳି, ଗାହଣ,, ଭରତ ଲୀଳା ଭଳି ବହୁ ପୁରାତନ ଲୋକ କଳା ସଂସ୍କୃତି ହଜିବାକୁ ବସିଲାଣି |ରିଲ ଓ ମୋବାଇଲ ଭଳି ଆଧୁନିକତା ର ଚାପ ରେ ଦିନ ଦିନ ଆଧୁନିକ ପିଢ଼ି ର ଯୁବକ ଯୁବତୀ ମାନେ ପୁରାତନ କଳା ସଂସ୍କୃତ କୁ କଲକ୍ରମେ ଇତିହାସ ପାଲଟିବାକୁ ବସିଲାଣି |ବ୍ରହ୍ମପୁର ର ପ୍ରିନ୍ସ ଡ୍ୟାନ୍ସ ପରେ ବାଘ ନୃତ୍ୟ ଦଳ ସମଗ୍ର ଗଞ୍ଜାମ ର ପାରମ୍ପରିକ ଲୋକ କଳା କୁ ଦିଲ୍ଲୀ ଦରବାର ରେ ପହଞ୍ଚାଇ ଗଞ୍ଜାମ କୁ ଭରତ ର 28 ଗୋଟି ରାଜ୍ୟ କେନ୍ଦ୍ର ଶାସିତ ରାଜ୍ୟ ରୁ ଆସିଥିବା ପ୍ରାୟ ପାଞ୍ଚ ହଜାର କଳାକାର ଙ୍କ ମଧ୍ୟରେ ରେ ଶ୍ରେଷ୍ଠତ୍ୱ ହାସଲ କରିବା ସମସ୍ତ ଗଞ୍ଜାମ ବାସି ଙ୍କୁ ଗୌରବାନ୍ୱିତ କରିଛି |ଏହି ବାଘ ନାଚ କଳାକାର ଙ୍କ ମଧ୍ୟରୁ ଅଧିକାଂଶ ଚିଲିକା କୁ ସମ୍ବଳ କରି ଜୀବିକା ନିର୍ବାହ କରନ୍ତି | ଚିଲିକା ର ନୀଳ ଜଳରସୀ ରେ କଠିନ ପରିଶ୍ରମ କରି ମାଛ ମାରି ମାରି ବଂଚିବା ର ରାହା ଖୋଜୁ ଥିବା ବେଳେ ଅବସର ସମୟରେ ଦେହରେ ରଙ୍ଗ ବୋଲି ବାଘ ନାଚ କଳା କୁ ଆବୋରି ନିଜକୁ ଆଖଡ଼ାଶାଳା ରେ ହଜାଇ ଦିଅନ୍ତି | ଲୋକ କଳା ଓଡ଼ିଆ ଅସ୍ମିତା ର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ କଳା କୁ ଜୀବିକା କରି ବଂଚିବା ର ଆଶା ବାନ୍ଧିଛନ୍ତି ଏହି ଶିକ୍ଷିତ ଅର୍ଦ୍ଧଶିକ୍ଷିତ ବାଘ ନାଚ କଳାକାର ମାନେ |ବାଘ ନାଚ କୁ ଗୀନସ ବୁକ ରେ ସ୍ଥାନପାଇବା ନେଇ କଳାକାର ମାନେ ପ୍ରକାଶ କଲା ବେଳେ ସେମାନଙ୍କ ମୁହଁ ରେ ଖୁସି ଫୁଟୁ ଥିବା ବେଳେ ଏହି କଲା କୁ ବିଶ୍ୱ ଦରବାର ରେ ପହଞ୍ଚାଇବା ପାଇଁ କସରତ ଜାରୀ ରଖିବେ ବୋଲି ଶ୍ରୀଧର ବେହେରା, ରବି ବେହେରା7 ଭଳି କଳାକାର ମାନେ ଆଶାବାଦୀ ଥିବା ଦେଖିବାକୁ ମିଳିଛି |

News Comment

You Might Also Like

BACK TO TOP