Breaking News

ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||     

ଥଣ୍ଡା ପାନିଅ ରେ ନିଶା ଦେଇ କେମେରା ମେନ ଙ୍କ ଠାରୁ ଲୁଟ ଅଭିଯୋଗ |

09-Jan-2025

ଥଣ୍ଡା ପାନୀୟରେ ନିଶା ନେଇ କ୍ଯାମେରା ମ୍ଯାନଙ୍କଠୁ ଲୁଟ୍ ଅଭିଯୋଗ,

ଓଡିଶା ଜନମତ , ବୁଗୁଡ଼ା, ହର ପ୍ରାସାଦ ପାଢ଼ୀ, ତା ୦୯/୦୧/୨୫ : 
ସ୍ଥାନୀୟ ସିନେମା ହଲ ଛକଠାରେ ଫଟୋ ଷ୍ଟୁଡିଓ କରିଥିବା କୁଶପଲ୍ଲୀ ଗ୍ରାମର ଯୁବକ ସଙ୍ଗମ କୁମାର ବିଷୋୟୀ(୩୨)ଙ୍କୁ ଯୋଜନା କରି ଦୁଇ ଜଣ ଅଜଣା ବ୍ଯକ୍ତି ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ ଅବସ୍ଥାରେ ତାଙ୍କଠାରୁ ଏକ ଦାମିକିଆ କ୍ଯାମେରା ସହ ସୁନା ମୁଦି ଓ ମନିପର୍ସ ଲୁଟି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏ ନେଇ ବୁଗୁଡା ଥାନାରେ ଅଭିଯୋଗ କ୍ରମେ ପୋଲିସ ପକ୍ଷରୁ କେସ୍ ନଂ ୧୬/୨୫ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି ।  ପ୍ରକାଶ ଯେ, ଗତ ବୁଧବାର ଦିନ ସକାଳେ ସଙ୍ଗମ ନିଜ ଷ୍ଟୁଡିଓରେ ଥିବା ବେଳେ ଜଣେ ଲୋକ ଆସି କରଚୁଲି ହରିଜନ ସାହି ବିଦ୍ୟାଳୟରେ ଏକ ପ୍ରୋଗ୍ରାମ୍ ଅଛି କହି ସେଠାକୁ ଯିବା ପାଇଁ ୨୦୦ ଟଙ୍କା ଅଗ୍ରିମ ଦେଇଥିଲା। କିଛି ସମୟ ପରେ ସଙ୍ଗମ ସେହି ବ୍ଯକ୍ତିଙ୍କ ବାଇକରେ ବସି ଯାଉଥିବା ବେଳେ ବିରଞ୍ଚିପୁର-ମାଣିତରା ଛକଠାରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଏକ ଥଣ୍ଡା ପାନୀୟ ଦେଇ ସେହି ବାଇକରେ ବସିଥିଲେ। ତିନିହେଁ ବସି ବାଇକରେ ଯାଉଥିବା ବେଳେ ଶାଳବଣି ଗାଁ ପାଖରେ ପହଞ୍ଚିବା ବେଳକୁ ସଙ୍ଗମ ଅଚେତ ଅବସ୍ଥାକୁ ଚାଲି ଆସିଥିଲେ ଏବଂ ଏହା ପରେ ଆଉ କିଛି ଜାଣି ପାରିନଥିଲେ । ସନ୍ଧ୍ୟାରେ ତାଙ୍କର ଚେତା ଫେରିଥିଲା ବେଳକୁ ସେ ଉଦୟପୁର ଗ୍ରାମ ନିକଟରେ ନିର୍ମାଣାଧିନ ଏକ ପେଟ୍ରୋଲ ପମ୍ପଠାରେ ତଳେ ପଡିଥିଲେ । ସେ ଧରିଥିବା ୧,୫୩,୦୦୦ ଟଙ୍କାର ମୂଲ୍ୟବାନ କ୍ଯାମେରା , ୧୨,୫୦୦ ଟଙ୍କାର ଫ୍ଲାସ୍ ଲାଇଟ୍ , ୫୫୦୦ ଟଙ୍କାର ଏକ ବ୍ଯାଟେରୀ ସହିତ ୪ ଗ୍ରାମ ଓଜନର ଏକ ସୁନା ମୁଦି ଓ ମନିପର୍ସ ଆଉ ତାଙ୍କ ପାଖରେ ନଥିଲା ।  ଏ ଖବର ପାଇ ତାଙ୍କର ଘର ଲୋକେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ନିଶାର ପ୍ରଭାବରୁ ସେ ସ୍ବଷ୍ଟ ଭାବେ କିଛି ଉଚ୍ଚାରଣ କରିପାରୁନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବା ପରେ ସେ ଗୁରୁବାର ସକାଳେ ଏ ନେଇ ବୁଗୁଡା ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

News Comment

You Might Also Like

BACK TO TOP