Breaking
News
Breaking
News
08-Nov-2026
ବ୍ରହ୍ମପୁର ଯୋଗିଆ ପଲ୍ଲୀ ରେ ସନ୍ତୁକୁ ହତ୍ୟା |
ଓଡିଶା ଜନ ମତ ବ୍ୟୁରୋ,
ବ୍ରହ୍ମପୁର ଯୋଗିଆପଲ୍ଲୀରେ ବିଭତ୍ସ ହତ୍ୟା
ସନ୍ତୋଷ ପାତ୍ର ଓରଫ୍ ସନ୍ତୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
ଗାଁରେ ଠିଆ ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣ
ଘଟଣାସ୍ଥଳରେ ସନ୍ତୁଙ୍କ ମୃତ୍ୟୁ, ଆକ୍ରମଣକାରୀ ଫେରାର
ସନ୍ତୋଷ ପାତ୍ର ଓରଫ୍ ସନ୍ତୁଙ୍କ ନାଁରେ ରହିଛି ଅନେକ ମାମଲା
ହତ୍ୟା ପଛର କାରଣ ଖୋଜୁଛି ନିମଖଣ୍ଡି ଥାନା ପୋଲିସ |
BACK TO TOP