Breaking
News
Breaking
News
15-Sep-2026
ଶିକ୍ଷା ହିଁ ସମାଜକୁ ଏକ ଦିଗଦର୍ଶନ ମାର୍ଗ ପ୍ରକୃତ ମାଧ୍ୟମ ଈଶ୍ୱର ସମସ୍ତ ଙ୍କ ପାଇଁ ଏକ |
ଓଡିଶା ଜନ ମତ,ହିଞ୍ଜିଳି, କୃଷ୍ଣ ଚନ୍ଦ୍ର ସାମନ୍ତରା |:-----
ଗଂଜାମ ଜିଲ୍ଲା ପୁରୋଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଜାମୁନି ଗ୍ରାମ ରେ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ଵତୀ ଶିଶୁ ମନ୍ଦିର ଯାମୁନୀ ଗଞ୍ଜାମ । ବିଦ୍ୟାଳୟ ରେ ଶ୍ରୀ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ରମାକାନ୍ତ ପାଢୀ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ୍ ରେ ଓ ଜିଲ୍ଲା ସୁନାମ ଅର୍ଜନ କରିଥିବା। ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଛାତ୍ର ଛାତ୍ରୀ ମାନେ ବୃତ୍ତି ଓ ବିଭିନ୍ନ ବିଭିନ୍ନ ଖେଳ ମଧ୍ୟ ଟପ୍ପର ରଖିଛନ୍ତି।ଆଜି ର ପୂଜା ରେ ସମସ୍ତ ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ବହୁସଂଖ୍ଯା ରେ ଉପସ୍ଥିତ ରହିଥିଲେ ଶିଶୁ ମନ୍ଦିର ପୁରୋହିତ ଶ୍ରୀ ଅଖିଳ କୁମାର ତ୍ରିପାଠୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଧୁନୀ ବିଦ୍ୟାଳୟ ଉତ୍ସାହ ଆନନ୍ଦ ଶିଶୁ ମାନେ ନୃତ୍ୟ ପରିବେଷଣ କରିଥିଲେ।ଶେଷରେ ପ୍ରସାଦ ଧରି ନିଜନିଜ ଘରକୁ ପ୍ରତ୍ଯାବର୍ତ୍ତନ କରିଥିଲେ ।
BACK TO TOP