Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଛତ୍ରପୁର ରାଜା ଘର ରଥରେ ସୁନାବେଶ ରେ ଝଲସିଲେ ଶ୍ରୀଜୀଉ ||

26-Jul-2026

ସୁନା ବେଶରେ ଝଲସିଲେ ଶ୍ରୀଜୀଉ | 

ଓଡିଶା ଜନ ମତ,ଛତ୍ରପୁର, ତା.୨୬ / ୭,

 କେ.ସତ୍ୟନାରାୟଣ ରେଡ୍ଡୀ:----
ଛତ୍ରପୁର ର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ରଥାରୁଢ଼ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତି ଙ୍କ ସୁନାବେଶ ଅଗଣିତ ଭକ୍ତଜନ ଦେଖି ବିମୋହିତ ହୋଇଥିଲେ ।ପ୍ରତିବର୍ଷ ଏହି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ କାଳିଆ ସାଆନ୍ତ ଶ୍ରୀ ଜଗନ୍ନାଥ, ବଳଭଦ୍ର ଦେବୀ ସୁଭଦ୍ରା ଙ୍କ ସମେତ ସୁଦର୍ଶନ ଠାକୁର ଙ୍କ ସୁନାବେଶରେ ଝଟକିଥିଲେ । ଏହାରି ପରିସରରେ ଭକ୍ତିସଙ୍ଗୀତ ର କାର୍ଯ୍ୟକ୍ରମ ଭଜନସମାରୋହ ପରିବେଷଣ ହୋଇ ଏହି ଅଧ୍ୟାତ୍ମିକମୟ ପରିବେଶକୁ ଦ୍ଵିି-ଗୁଣିତ କରିଥିଲା । ସେହିପରି ଛତ୍ରପୁର ମେଇନ୍ ରୋଡ଼ ରେ ଅଟକିଥିବା  ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଅଛି ।ଦାସିରୀ ଜଗନ୍ନାଥ ମନ୍ଦିର ର ରଥ ଓ ପଣ୍ଡା ରଥ ରେ ଆନୁଷ୍ଠାନିକ ଭାବେ ପବିତ୍ର ହରିଶୟନ ଏକାଦଶୀ ତିଥିରେ ଆଡମ୍ଭର ପୂର୍ଣ୍ଣ ଭାବେ ରଥ ଉପରେ ଶ୍ରୀ ପତିତପାବନ ଶ୍ରୀଜୀଉ ଙ୍କ ରୌପ୍ୟ ଓ ସୁନା ଛାଉଣୀରେ ତଥା ମୂଲ୍ୟବାନ ଧାତୁରେ ନିର୍ମିତ ଠାକୁରଙ୍କ କୀରଟି, ଅଳଙ୍କାର, ହାତ,ପାଦ ଆଦି ସହ ନାନା ଅଳଙ୍କାରରେ ଠାକୁର ଙ୍କୁ ଆଭୂଷଣ କରାଯାଇ ଶୋଭା ବର୍ଦ୍ଧନ କରାଯାଇଥିଲା । ବାସ୍ତବିକ୍ ଛତ୍ରପୁର ସହରରେ ଅନୁଷ୍ଠିତ ସୁନାବେଶ ଶୃଙ୍ଖଳିତ ଦର୍ଶନ ହୋଇ ଅଗଣିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।।

News Comment

You Might Also Like

BACK TO TOP