Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ବ୍ଳକ ବାସୀଙ୍କ ବାସୀଙ୍କ ଦାବିପରେ ବଦଲିଲେ ରଘୁନାଥ ପୁର ଯୋଗାଣ ଅଧିକାରୀ |

23-Jul-2026

ପୁରୀ ଜିଲ୍ଳାକୁ ବଦଳିଲେରଘୁନାଥ ପୁର ଯୋଗାଣ ଅଧିକାରୀ।

ଓଡିଶା ଜନ ମତ ବ୍ୟୁରୋ, 

 ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ବହୁ ବାଦବିବାଦ ମଧ୍ୟରେ ଗାଦି ମାଡି ବସିଥିବା ଯୋଗାଣ ଅଧିକାରୀ ସନ୍ଦୀପା ଦାସ ଙ୍କ ବଦଳି ପୁରୀ ଜିଲ୍ଲାକୁ ହୋଇଛି। ରାସନ କାର୍ଡ କେଲେଙ୍କାରୀ ରେ ସେ ମୁଖ୍ୟ ଭୂମିକା ନେଇଥିବା ବେଳେ ସମସ୍ତ ପ୍ରକାର ସହଯୋଗର ହାତ ବଢାଇ ଥିଲେ କିଛି ଡିଲର୍ ଓ ସରକାରୀ ଦଳର କିଛି ହାତଗଣତି କର୍ମୀ। ତାଙ୍କ ସମୟରେ ଅଯୋଗ୍ୟ ତାଲିକାରେ ଥିବା,  ଗାଡି ଥିବା ଓ ପେନସନ ଭୋଗୀ ପରିବାର ରାସନ କାର୍ଡ ପାଇଥିବା ବେଳେ ଯୋଗ୍ୟ ତାଲିକାରେ ଥିବା ବହୁ ଗରିବ ଶ୍ରେଣୀର ଲୋକ ଙ୍କ ନାମରେ ରାସନ କାର୍ଡ ଖଣ୍ଡେ ହୋଇପାରିନାହିଁ। ପ୍ରତି କାର୍ଡ ପିଛା କିଛି ଦଲାଲ ମାନଙ୍କ ଠାରୁ ଭଲ ରକମ ମାଲ କମାଇ ଥିବା ବେଳେ ଯାହାଙ୍କ ଠାରୁ ମିଳିବ ନାହିଁ ତାଙ୍କୁ ଅବହେଳା କରାଯାଇଥିଲା। ପ୍ରବାସୀ ଶ୍ରମିକ କାର୍ଡ କରିବାରେ ହେଉ ବା ରାସନ କାର୍ଡ ରେ ନାମ ଅନ୍ତର୍ଭୁକ୍ତ କରିବା ହେଉ କିମ୍ବା କାହାନାମ ସଂଶୋଧନ କରିବାକୁ ହେଲେ ବି ମୋଟା ଅଙ୍କର ଲାଞ୍ଚ ନେଉଥିଲେ କିଛି ଡିଲର୍ ମାନଙ୍କ ଦ୍ଵାରା। ତାଙ୍କର ବଦଳି ହୋଇଥିଲା ବେଳେ ତାଙ୍କ ଦ୍ଵାରା କେତେକ ଅଯୋଗ୍ୟ ବ୍ୟକ୍ତି ମାନଙ୍କୁ ନୂଆ କାର୍ଡ କେଉଁ ଉପାୟରେ କରାଯାଇଛି ସେ ନେଇ ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।ଏହି ଦୁର୍ନୀତିଗ୍ରସ୍ତ ଯୋଗାଣ ଅଧିକାରୀଙ୍କ ସମ୍ପର୍କରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ହେଉ ବା ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣି ହେଉ ଅଭିଯୋଗ ଗଲେ ବି ତାହା ଫଳପ୍ରଦ ହେଉନଥିଲା। କିଛି ବୁଦ୍ଧିଜୀବୀ ତାଙ୍କର ବଦଳି ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଭେଟି ସମସ୍ତ ବିବରଣୀ ଦେବା ପରେ  ବଦଳି ହୋଇଛି ସତ ସେ କିନ୍ତୁ ଏ ରଘୁନାଥପୁର ବ୍ଲକ ମିଠା ଏପରି ଖାଇ ହଜମ କରିଦେଇଛନ୍ତି ଯେ ଏଠାରୁ ଯିବାକୁ ରାଜି ନ ହୋଇ ଉପରେ ଭଲ ଅଙ୍କର ହାତ ଗୁଞ୍ଜl ଦେଇ ବଦଳି ନିୟମ କୁ ବାତିଲ କରିଦେବା ଯୋଜନାରେ ଅଛନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଖବର ମିଳିଛି l ତାଙ୍କ ବଦଳି ବାତିଲ କରାଗଲେ ରଘୁନାଥପୁର  ବ୍ଲକ ରେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ତଥାପି ଯୋଗାଣ ଅଧିକାରୀ  ଙ୍କ  ବଦଳି କୁ ନେଇ ରଘୁନାଥ ପୁର ବ୍ଳକ ବାସୀଙ୍କ ଦ୍ୱନ୍ଦ୍ୱ ଦୂର ହୋଈ ନାହିଁ |  ସେ କୌଣସି ଉପାୟରେ ମଧ୍ୟ ବଦଳିକୁ ବାତିଲ କରିଦେଇ ପାରିବେ ||ଯଦି ତାଙ୍କରି ବଦଳି ବାତିଲ ହୁଏ ତେବେ ଶେଷ ପନ୍ଥା ଆନ୍ଦୋଳନ ଏକ ହେବ ବୋଲି ସମସ୍ତେ କହିଛନ୍ତି | 

News Comment

You Might Also Like

BACK TO TOP