Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ବାଇକ ଦୁର୍ଘଟଣା ରେ ତଳେ ପଡ଼ିଥିବା ମହିଳା ଙ୍କ ଉପରେ ମାଡିଗଲା ଟ୍ରକ |

05-Apr-2026

ପୁରୁଷୋତ୍ତମପୁର ବଡ଼ ଶଙ୍ଖ ନିକଟରେ ବାଇକ  ଦୁର୍ଘଟଣା ତଳେ ପଡି ଥିବା ମହିଳା ଙ୍କ ଉପରେ ମାଡିଗଲା ଟ୍ରକ ||

 ମହିଳା ମୃତ  ଝିଅ ଆହତ,

    ଓଡିଶା ଜନ ମତ ବ୍ୟୁରୋ, ତା --05/04/26:--

ଅଜାଘରୁ ହସ ଖୁସିରେ ବାହାରି ଘରେ ପହଂଚିବାକୁ ଥିବା ଝିଅ, ଜୋଇଁ ନାତି ନାତୁଣୀ ଙ୍କ  ଜୀବନରେ ମାଡିଆସିଲା କଳା ବାଦଲ,  ନିମିଷକ ମଧ୍ୟରେ  ମା ଛେଉଣ୍ଡ ହୋଇଗଲେ ଦୁଇ ପିଲା | |କେତେ ଆନନ୍ଦ ରେ ଘରେ ପହଂଚିବା ର ସ୍ୱପ୍ନ ଦେଖିଥିବା ସ୍ୱାମୀ ହୋଈ ଗଲା  ପୂରା    ବେସାହାରା  | କେତେ ବଡ ସ୍ୱପ୍ନ ନିମିଷକ ମଧ୍ୟରେ ଚୁରମାର ହୋଈ ଗଲା |ଆଜି ରାତ୍ର ସାଢ଼େ ଆଠ ଘଣ୍ଟ ସମୟରେ ପୁରୁଷୋତ୍ତମପୁର ବଦଶଙ୍ଖ ନିକଟରେ ଘଟିଛି ଏକ ଦୁଖଃଦ ଦୁର୍ଘଟଣା  ଯେଉଁଥିରେ କି ଜଣେ ମହିଳା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଝିଅ ଗୁରୁତର ଆହତ ହୋଈ ପୁରୁଷୋତ୍ତମପୁର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି  |  ସ୍ୱାମୀ ଓ ପୁଅ ସମ୍ପୂର୍ଣ ମୁକ ପାଲଟି ଯାଇଛନ୍ତି | 
ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ମୃତ ମହିଳା ଓ ଆହତ ଝିଅ କୁ ମେଡିକାଲ ରେ ଭର୍ତ୍ତି କରିଛି।
ସୂଚନା ଅନୁସାରେ କୋଦଳା ଥାନା ଅନ୍ତର୍ଗତ ଷଣ୍ଢ ମୂଳ  ପଞ୍ଚାୟତ ର ଖୁଣ୍ଟିଆ ତୋଟା ନିକଟ ସାରୁ ବନ୍ଧା ଗ୍ରାମର ପ୍ରାଥମିକ ଶିକ୍ଷକଥିବା ଗୁରୁବାରିଆ ଶବର ଆଜି ବ୍ରହ୍ମପୁର ନିକଟ ଗାରାବନ୍ଧ ଥାନା ର ବୁରୁଗାଁ  ଶଶୁର ଘର କୁ ଯାଇ ସେଠାରେ ଥିବା ନିଜର ସ୍ତ୍ରୀ ,ପୁଅ,ଝିଅ କୁ ଧରି  ଗାଁ କୁ ନିଜ ହୋଣ୍ଡା ୟୁନିକନ୍ ବାଇକ୍ ରେ ଆଜି ରାତ୍ର 8. 30 ଘଣ୍ଟା ସମୟ ରେ ପୁରୁଷୋତ୍ତମପୁର ସହର ଦେଈ ଗାଁ କୁ ଫେରୁଥିବା ବେଳେ ପୁରୁଷୋତ୍ତମପୁର ସହର ଉପକଣ୍ଠ ବଡ଼ଶଙ୍ଖ ନିକଟ ରୁ କିଛି ଦୂର ରେ ରାଜ୍ୟ ରାଜ ରାସ୍ତା ଉପରେ ପାଣି ପାଇପ ବିଛାଇବା ପାଇଁ ଖୋଳା ଯାଇଥିବା ମାଟି ଗଦା  ଆଜି ବର୍ଷା ଯୋଗୁଁ  ବାଇକ୍  ଖସିଯିବାରୁ ବାଇକ୍ ରେ ବସିଥିବା ସୁଷମା ଶବର 29 ବର୍ଷ  ତଳେ ପଡ଼ିଯାଇଥିଲେ ଏତିକି ବେଳେ ଭୂତସରସିଙ୍ଗି ପଟ ରୁ ଆସୁଥିବା ବାଲିଆ ଗ୍ରାମ ର ଓଡ଼ି 07 ଏ ପି 4940 ଆଇଚର୍ ଟ୍ରକ୍ ଟି ଦୃତ ଗତି ରେ ଆସି ବାଇକ୍ ରୁ ଖସିଥିବା ମହିଳା ସୁଷମା ଙ୍କ ମୁଣ୍ଡ ପରେ ଚକା ମାଡ଼ି ଘୋଷାଡି ନେଇଥିବାରୁ ସୁଷମା ର ହାତ ଟି ଦେହ ରୁ କଟି ଯାଇଥିବା ବେଳେ ମୁଣ୍ଡ ଟି ଫାଟି ଦହି ବାହାରିଯାଇଥିଲା | ଏବଂ ଘଟଣା ସ୍ଥଳ ରେ ହିଁ ସୁଷମା  ମୃତ୍ୟୁ ବରଣ କରିଥିଲେ।ହେଲେ ବାଇକ୍ ରେ ବସିଥିବା 6 ବର୍ଷ ର ଝିଅ ଇଭାନ ଜେଲି ଶବର  ଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗୁଥିଲା  | ଘଟଣା ଦେଖି ସେଠାକାର କୈଳାସ ଚନ୍ଦ୍ର ସେଠୀ ଟ୍ରକ୍ କୁ ଅଟକାଇ ଥିଲେ ପୋଲିସ ଆଇ ଆଇ ସି କୁଳମଣି ସେଠୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ କୁ ଯାଇ ଦମକଳ ବାହିନୀ ଓ ପୋଲିସ କର୍ମଚାରୀ ଙ୍କ ସହାୟତା ରେ ଶବ କୁ ଜବତ କରି ପୁରୁଷୋତ୍ତମପୁର ମେଡିକାଲ କୁ  ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ତେବେ ଜନଶ୍ଵାସ୍ତ୍ୟ  ବିଭାଗ ରବେପାରୁଆ ଯୋଗୁଁ ସେହି ସ୍ଥାନରେ ଏବ କ ମିଶା  ତିନୋଟି ଦୁର୍ଘଟଣା ଘଟିଛି |  କିଛି ଲୋକଙ୍କ ପାଇଁ ନିରୀହ ଲୋକଙ୍କ ଜୀବନ ଯାଉଛି ଏବଂ କିଏ ଆହାତ ହୋଈ ଚିକିତ୍ସା ହେଉଛି ତ ଆଉ କାହାର ଘର ଭାଙ୍ଗି ଉଜୁଡି ଯାଉଛି | 

News Comment

You Might Also Like

BACK TO TOP