Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ତାରା ତାରିଣୀ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ଙ୍କ 2ୟ ମୁଖ୍ୟ ସଚିବ ଶଶୀ କାନ୍ତ ଦାଶ |

05-Apr-2026

ମାନ୍ୟବର ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ  2ୟ ପ୍ରମୁଖ ସଚିବ ଙ୍କ ତାରା ତାରିଣୀ ଗ୍ରସ୍ତ | 

       ଓଡିଶା ଜନ ମତ ବ୍ୟୁରୋ, 

ଭାରତ ର ପୁର୍ବତନ ଗଭର୍ଣ୍ଣର ତଥା ଏବର ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ 2ୟ ପ୍ରମୁଖ ସଚିବ ଥିବା  ଶଶିକାନ୍ତ ଦାଶ ଆଜି ଶସ୍ତ୍ରିକ ତାରାତାରିଣୀ ଦର୍ଶନ ରେ ଆସି  ପାହାଡ଼ ଉପରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା  ଆସ୍କା ଏମପି ଅନୀତା ଶୁଭଦର୍ଶିନୀ,ଗଞ୍ଜାମ ଜିଲ୍ଲପାଳ ଭି କୀର୍ତ୍ତି ଭାସନ  ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ,  ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ  ବିନୋଦ କୁମାର ବେହେରା,  ମନ୍ଦିର ପୂର୍ତ୍ତ  ବିଭାଗ ଏସଡ଼ିଓ ସୁରେଶ କୁମାର ମିଶ୍,       ଥାନା ଅଧିକାରୀ କୂଳମଣୀ ସେଠୀ,ମୁଖ୍ୟ ସେବାୟତ ବାପୁଜୀ ରଣା ଙ୍କ ସହ ଅନ୍ୟ ସେବାୟତ ମାନେ ସଚିବ ଙ୍କୁ ସ୍ୱାଗତ କରି ମନ୍ଦିର ଭିତରକୁ ନେଇ ମାଆଙ୍କ ଦର୍ଶନ କରେଇବା ସହ ପୂଜାର୍ଚନା କରିଥିଲେ | ସଚିବ ଏବଂ ତାଙ୍କ ଧର୍ମପତ୍ନୀ ମାଆଙ୍କ ଆଶିଷ ଭିକ୍ଷା କରି  ବହୁତ ଖୁସି ଅନୁଭବ କରିଥିଲେ  | ଏହାପରେ   ମନ୍ଦିର ବେଢ଼ା ପ୍ରଦକ୍ଷିଣ କରି ଆତ୍ମ ସନ୍ତୋଷ ଲାଭ କରିଥିଲେ | ଏହାସହ ମନ୍ଦିର ରେ ଚାଲିଥିବା ଉର୍ନ୍ନତି ମୂଳକ କାର୍ଯ୍ୟକୁ ଦେଖି ଏମପି ଓ ଜିଲ୍ଲା ପାଳ ଙ୍କ ସହ ଏହାର ଅଗ୍ରଗତି ଉପରେ ଆଲୋଚନା କରିଥିଲେ | ଏହାପରେ ସେ ଭୁବନେଶ୍ୱର ଅଭିମୁଖେ ଯାଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ |  ଏହି କାର୍ଯ୍ୟକ୍ରମ ରେ ଏମପିଙ୍କ ସହ କିଛି ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ  |

News Comment

You Might Also Like

BACK TO TOP