Breaking News

ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||     

କଦମ୍ବ ମଠ ପ୍ରଭୁ ଶ୍ରୀ ରଘୁନାଥ ଙ୍କ ପୀଠରେ ପବିତ୍ର ଶ୍ରୀରାମ ଚରିତ ମାନସ ପାରାୟଣ ଉଦଯାପିତ |

04-Apr-2026

କଦମ୍ବ ମଠ ପ୍ରଭୁ ଶ୍ରୀ ରଘୁନାଥଙ୍କ ପୀଠରେ ପବିତ୍ର ଶ୍ରୀରାମ ଚରିତ ମାନସ ପରାୟଣ ଉଦଯାପିତ l

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା.୦୪/୦୪/୨୦୨୬:- 

ବ୍ଲକ ଅନ୍ତର୍ଗତ ବି.ବ୍ରହ୍ମପୁର ନିକଟସ୍ଥ କଦମ୍ବ ମଠ ପ୍ରଭୁ ଶ୍ରୀ ରଘୁନାଥ ପୀଠରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଗୁଣ ଗାଥା ତଥା ପବିତ୍ର ଶ୍ରୀରାମ ଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଆଜି ତାହା ଉଦଯାପିତ ହୋଇଯାଇଛି l ପ୍ରଭାତରୁ ପ୍ରଭାତ ଅବକାଶ,ମଙ୍ଗଳ ଆରତୀ ସହ ପୂର୍ଵ ନୀତି ଅନୁଯାୟୀ ପୂଜାବିଧି ସମ୍ପନ୍ନ କରି ଗହଙ୍ଗୁ ମଠାଧୀଶ ଶ୍ରୀ ରାଘବାନନ୍ଦ ଦାସଜୀ ମହାରାଜ ପରାୟଣ କରିଥିବା ବେଳେ ସନ୍ଧ୍ୟା ସମୟରେ ପ୍ରବଚକ ଭାବେ ପଣ୍ଡିତ ଶ୍ରୀ ସତ୍ୟ ରଞ୍ଜନ ରଥ ଏବଂ ପଣ୍ଡିତ ଶ୍ରୀ ଉମାକାନ୍ତ ମହାପାତ୍ର ଅଂଶଗ୍ରହଣ କରିଥିଲେ l ସ୍ୱତନ୍ତ୍ର ନିମତ୍ରିତ ହୋଇ ପୁରୀରୁ ଆସିଥିବା ହରି ଦାସଜୀ ମହାରାଜ ଯୋଗ ଦେଇଥିଲେ l ଏହି ଅବସରରେ ହୋମଯଜ୍ଞ ଏବଂ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ କର୍ତ୍ତା ଭାବେ ସମାଜସେବୀ ଧରଣୀଧର ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସବିତା ପଣ୍ଡା ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିଲେ l ଏହି ଉପଲକ୍ଷେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀରାମ ପ୍ରେମୀ ଭକ୍ତଙ୍କ ସମାଗମ ହୋଇ ପ୍ରଭୁ ଶ୍ରୀ ରଘୁନାଥଙ୍କ ଦିବ୍ୟଗୁଣ ଓ ଦିବ୍ୟ ତତ୍ୱ କୁ ଶ୍ରବଣ କରିଥିଲେ l ଶେଷରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଧରଣୀଧର ପଣ୍ଡା,କୃଷ୍ଣଚନ୍ଦ୍ର ପଟ୍ଟନାୟକ, କବିରାଜ ଗୌଡ଼,ଶରତ ଚନ୍ଦ୍ର ଗୌଡ଼ ସମେତ ଶ୍ରୀରାମ ସେବା ସମିତି ଓ ବି.ବ୍ରହ୍ମପୁର ଗ୍ରାମବାସୀମାନେ ସମ୍ପୂର୍ଣ୍ଣ  ସହଯୋଗ କରିଥିଲେ l

News Comment

You Might Also Like

BACK TO TOP