Breaking News

ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||     

ଛତିଶ ଗଡ଼ ମୁଜା ପୁର ଜିଲ୍ଲା ରେ ମାଓବାଦୀ କେମ୍ପରେ ପୋଲିସ କୁ ମିଳିଛି ବଡ଼ ସଫଳତା |

05-Apr-2026

ମାଓବାଦୀଙ୍କ ଆଖିରୁ ହଜି ଯାଇଛି ନିଦ, ସେମାନଙ୍କ ଭଣ୍ଡାର ଘରକୁ ସିଜ କରିଛି ପୋଲିସ |

   ଓଡିଶା ଜନ ମତ  ବ୍ୟୁରୋ,

ଗୃହମନ୍ତ୍ରୀ ଅମିତ ସାହାଙ୍କ ନିର୍ଦେଶ ରେ ଦେଶର ସବୁ ରାଜ୍ୟ ର ପୋଲିସ ମୁଖ୍ୟ ଙ୍କୁ ଚିଠି ଲେଖି ମାଓବାଦୀ ଦମନ କିମ୍ବା ସାମାଜିକ ସ୍ରୋତରେ ସାମିଲ ର ପ୍ରସ୍ତାବ ଦେଲା ପରେ ମାଓ ନେତାଙ୍କ ଆଖିରୁ ନିଦ ହଜି ଯାଇଛି | ବହୁମାଓବାଦୀ ନେତା ପୋଲିସ ଉପସ୍ଥିତି ରେ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇଥିଲା ବେଳେ କିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର କୁ କବଜା କରିଛି ପୋଲିସ | ସେମାନଙ୍କ ଭଣ୍ଡାର ଘରକୁ ସିଜ କରି  ଜବତ କରିଛି ୭ କିଲୋ ସୁନା, ୯୩ ବନ୍ଧୁକ ସହ ୨.୯୦ କୋଟିନଗଦ ଟଙ୍କା ଏବଂ ଏହି ଜିନିଷ ସହିତ ୨୫ଜଣ ନକ୍ସଲପୋଲିସ ପାଖରେ ଆତ୍ମସମର୍ପଣକରିଛନ୍ତି  ଏପରି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ବିଜାପୁର ଜିଲ୍ଲାରେ |  ମାଓବାଦୀଙ୍କ ବିରୋଧରେ ପୋଲିସକୁଏକ ବଡ଼ ସଫଳତା ମିଳିଛି। ୩୧ ମାର୍ଚ୍ଚ ୨୦୨୬ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ ୨୫ ଜଣ ସକ୍ରିୟ ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଛନ୍ତି । ଏହି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୩ ଜଣ ଡିଭିସିଏମ୍ ସ୍ତରର ବଡ଼ ନେତା ଏବଂ ୧୨ ଜଣ ମହିଳା କ୍ୟାଡର ରହିଛନ୍ତି। ଏହା ସହିତ ସୁରକ୍ଷା ବାହିନୀ ବିଭିନ୍ନ ସ୍ଥାନରୁ ନକ୍ସଲମାନଙ୍କ ଦ୍ୱାରା ଲୁଚାଯାଇଥିବା ବିପୁଳ ପରିମାଣର ଯୁଦ୍ଧାସ୍ତ୍ର ଓ ସମ୍ପତ୍ତି ଜବତ କରିବାରେ ସଫଳ
ହୋଇଛି। ସୂଚନା ଅନୂଯାୟୀ,  ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୯୩ଟି ଅତ୍ୟାଧୁନିକ ବନ୍ଦୁକ ରହିଛି |

News Comment

You Might Also Like

BACK TO TOP