Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ଆସନ୍ତା ଚୈତ୍ର ଯାତ୍ରା ପାଇଁ ଖଣି ମନ୍ତ୍ରୀ ଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ |

07-Mar-2026

ଆସନ୍ତା 10 ତାରିଖରୁ ଆରମ୍ଭ ହେଉଥିବା ମା` ତାରାତାରିଣୀଙ୍କ ଚୈତ୍ର ପର୍ବ ସେ ନେଇ ଚୂଡାନ୍ତ ପ୍ରସ୍ତୁତି ବୈଠକ,

       ଓଡିଶା ଜନ ମତ  ବ୍ୟୁରୋ 

ପୁରୁଷୋତ୍ତମପୁର, ଗଞ୍ଜାମ,,ତାରିଖ --07/03/26
ମାଆ ତାରା ତାରିଣୀ ଙ୍କ ପୀଠରେ ଆଜି ମନ୍ଦିରକାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର  ତହସିଲଦାର ବିନୋଦ ବେହେରା ଙ୍କ  ସଂଯୋଜନା ରେ ଚୈତ୍ର ଯାତ୍ରା ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଚଳିତ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା` ତାରାତାରିଣୀଙ୍କ ବହୁ ପ୍ରତିକ୍ଷିତ ଚୈତ୍ର ପର୍ବ ଆରମ୍ଭ ହେବାକୁ ଯାଉଛି । ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଚୈତ୍ର ପର୍ବ ସରସ ଓ ସୁନ୍ଦର ଭାବରେ ପାଳନ ନେଇ ଚୂଡାନ୍ତ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟା8ଘଣ୍ଟ ସମୟରେ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ , ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲ୍ଲପାଳ ଭି କୀର୍ତ୍ତି ଭାସନ,  ଅତିରିକ୍ତ ଜିଲ୍ଲପାଳ ସୁନୀଲ କୁମାର କେର୍କେଟା, ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକପ୍ରଶାନ୍ତ କୁମାର ଦାଶ,ଟ୍ରଷ୍ଟ ର ବରିଷ୍ଟ ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ମଞ୍ଚାସିନ ଥିଲେ | ପୁରୁଷୋତ୍ତମପୁର ଏସଡ଼ି ପିଓ ସୁଜିତ ନାୟକ, ଆଇ ଆଇସି କୁଳମଣୀ ସେଠୀ, ମଞ୍ଚା
ସିନ ଥିଲେ  | ଏହା ସହବିଡ଼ିଓ  ଶରତ କୁମାର ପାତ୍ର, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ,  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ପୁରୁଷୋତ୍ତମପୁରଏସ ଡ଼ି ପି ଓ  ସୁଜିତ କୁମାର ନାୟକ, ଆଇ ଆଇ ସି କୁଳମଣୀ ସେଠୀ, ବରିଷ୍ଟ ସେବାୟତ ବାପୁଜୀ ରଣା, ସେବାୟତ ସଙ୍ଘ ସଭାପତି ବାପୁଜୀ ରଣା ରାଇପୁର ସରପଞ୍ଚ ପ୍ରତିନିଧି ବିଚିତ୍ର କୁମାର ବେହେରା ସମେତ ସବୁ ଲାଇନ ବିଭାଗ ର ଅଧିକାରୀ ସେବାୟତ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ |ଚଳିତ ମାର୍ଚ୍ଚ ମାସର ୪ ଟି ମଙ୍ଗଳବାର ଯଥା ୧୦, ୧୭, ୨୪ ଏବଂ ୩୧ ତାରିଖ ଦିନ ଏହି ପର୍ବ ଅନୁଷ୍ଠିତ ହେବ ।ବୈଠକରେ ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ, ମନ୍ଦିରର ସାଜସଜ୍ଜା ଓ ଆଲୋକୀକରଣ ତାସହ ଆଦିଶକ୍ତି ପୀଠର କୁଞ୍ଜ ତୋରଣ ନିର୍ମାଣ, ଦୁଇଟି ସ୍ଥାନରେ ଯଥା ଦିଗନ୍ତ ଓ ସହଦେବ ଛକରେ ମାଗଣା ଅନ୍ନ ପ୍ରସାଦ ବ୍ୟବସ୍ଥା, ମୁଣ୍ଡନ ସ୍ଥାନରେ ଆଲୋକୀକରଣ ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ଦୈନିକ ପୂଜାବିଧି ଓ ପ୍ରତି ପାଳିର ଯଜ୍ଞ ପାଇଁ ଗୋଟିଏ ସ୍ଥାନରେ ସୁବନ୍ଦୋବସ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ନିୟନ୍ତ୍ରଣ, ଯାନବାହାନ ରକ୍ଷଣ ସ୍ଥଳ, ପର୍ଯ୍ୟାପ୍ତ ଭ୍ରାମ୍ୟମାଣ ଶୌଚାଳୟ, ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା ସମେତ ଅଂଶୁଘାତ ଚିକିତ୍ସା ପାଇଁ ଦୁଇଟି ଶୀତତାପ ନିୟନ୍ତ୍ରିତ ରୁମ ଓ ଆବଶ୍ୟକୀୟ ଆମ୍ବୁଲାନ୍ସ ବ୍ୟବସ୍ଥା, ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି, ଆକର୍ଷଣୀୟ ଭଜନ ସମାରୋହ, ଗମନାଗମନ, ମାଦକ ଦ୍ରବ୍ୟ ବିକ୍ରୟ ଉପରେ କଟକଣା ଆଦି ସମସ୍ତ ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ଏବଂ ପୂର୍ବ ବର୍ଷ ଦେଖାଯାଇଥିବା ସମସ୍ୟାକୁ ଆଖି ଆଗରେ ରଖି ଆନ୍ତରିକତାର ସହ ଏ ବର୍ଷ ସମସ୍ତ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ।
ସର୍ବ ସହମତି କ୍ରମେ ଚୈତ୍ର ପର୍ବ ସମୟରେମନ୍ଦିର ଉପରକୁ ଯିବାପାଇଁ ବସ ଭଡା 30 ଟଙ୍କା ଓ ରୋପୱେ ମୂଲ୍ୟ 60 ଟଙ୍କା ଧାର୍ଯ୍ୟ କରାଯାଇଛି। ପର୍ବ ସମୟରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ଓ ବାସ୍ନା ଯୁକ୍ତ ଜଳ ଛିଞ୍ଚନ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ମାଙ୍କ ପୂଜାର୍ଚ୍ଛନା ପାଇଁ କେବଳ ଭଲ ଘିଅ ବ୍ୟବହାର କରାଯିବ। ଡୁପ୍ଲିକେଟ ଘିଅ ବିକ୍ରି ନ କରିବାକୁ ନିର୍ଦେଶ ଦିଆଯାଇଛି  | ମା ତାରାତାରିଣୀଙ୍କ ୱେବସାଇଟକୁ ଅଧିକ ସାବଲୀଳ ଓ କ୍ରିୟାଶୀଳ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ର ରୀତି ନିତୀ ଉପରେ ବିଭ୍ରାଟ ହେଉଛି, ତାର କାରଣ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କର ଦାଇତ୍ୱ ବର୍ତ୍ତମାନ ଦାଇତ୍ୱ ପାଇଥିବା ତହସିଲଦାର ଙ୍କୁ ହସ୍ତାନ୍ତର କରି ନଥିବାରୁ ସବୁ ନିତୀ କାନ୍ତି ରେ ଅସୁବିଧା ହେଉଛି ବୋଲି ସେବାୟତ ସଭାପତି ତପନ ରଣା  ମନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ | ଏହା ଶୁଣି ମନ୍ତ୍ରୀ ଏସଡ଼ି ପିଓ ଓ ଥାନା ଅଧିକାରୀ ଙ୍କୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାପାଇଁ ନିର୍ଦେଶ  ଦେଇଥିଲେ | ଏବଂ ମନ୍ତ୍ରୀ ଯାତ୍ରାକୁ ଶାନ୍ତି ଶୃଙ୍ଖଳା  ରେ ସମ୍ପର୍ଣ୍ଣ  କରିବାକୁ  ସମସ୍ତ ଙ୍କ ସହଯୋଗ ଦରକାର ବୋଲି  କହିଥିଲେ |

News Comment

You Might Also Like

BACK TO TOP