Breaking News

ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||     

ଗୁରୁଜଙ୍ଗ ସରସ୍ବତୀ ଶିଶୁମନ୍ଦିର ରେ ତ୍ରୟୋବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ||

31-Jan-2026

ଗୁରୁଜଙ୍ଗ ସରସ୍ବତୀ ଶିଶୁ ମନ୍ଦିର ରେ  ତ୍ରୟୋବିଂଶତମ ବାର୍ଷିକ ଉତ୍ସବ :::ଭଲ ମଣିଷ ଗଢିବାରେ ଏହି ସ୍କୁଲ ର ଅବଦାନ ଅତୁଳନୀୟ--ଅତିଥି

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ

ଖୋର୍ଦ୍ଧା ପୌରପରିଷଦ ଅଧୀନ ଗୁରୁଜଙ୍ଗ ଠାରେ ଅବସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ ର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଦୁଷ୍ମନ୍ତ କୁମାର ସୁବୁଦ୍ଧି ଙ୍କ ଆୟୋଜନ ରେ ଅନୁଷ୍ଠିତ ହୋଇଯାଇଛି l ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ରାଜଧାନୀ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷା ତଥା ସଦସ୍ୟା ଶିକ୍ଷା ବିକାଶ ସମିତି ଓଡିଶା ପୂର୍ବସମ୍ଭାଗ କମଳା କୁମାରୀ ଦାସ, ଯୋଗଦେଇ ମହାପ୍ରଭୁ ଜଗନ୍ନାଥ ଓ  ଭାରତମାତା ର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ l ଏହି ଅବସରେ ନିଜ ବକ୍ତବ୍ୟ କହିଥିଲେ କି ଏହି ବିଦ୍ୟାଳୟ ଆଜି ତାର 23 ତମ ବାର୍ଷିକ ଉତ୍ସବ ପାଳନ କରୁଥିଲା ବେଳେ ଏହି 23 ବର୍ଷ ମଧ୍ୟରେ ଶହ ଶହ ପିଲାଙ୍କୁ ଭାରତୀୟ ସଂସ୍କୃତି, ସଭ୍ୟତା, ପରମ୍ପରା, ର ଶିକ୍ଷା ଦେଇ ପରମ୍ପରା କୁ ବଞ୍ଚାଇବା ପାଇଁ ଯେଉଁଭଳି ଶିକ୍ଷାଦାନ କରି ଭଲ ମଣିଷ ଗଢି ବାରେ ପ୍ରୟାସ ଜାରି ରଖିଛି l ତାହା ଭାରତ ମାତା ପାଇଁ, ସ୍ଥାନୀୟ ଅଞ୍ଚଳ ପାଇଁ ସ୍କୁଲ ର ଅବଦାନ ଅତୁଳନୀୟ ବୋଲି କହିଥିଲେ  l ସେହିପରି ମଳିପଡ଼ା,ପାଣିଛତ୍ର ମଠ ର ମହନ୍ତ ବିଶ୍ୱମ୍ବର ଦାସ ଜୀ ମହାରାଜ ଯୋଗଦେଇ ନିଜ ବକ୍ତବ୍ୟ ରେ  ବର୍ତମାନ ର ସମୟରେ ଗୁରୁକୁଳ ପରମ୍ପରା କୁ ନେଇ ଶିଶୁ ମନ୍ଦିର ସ୍କୁଲ ତାର ଶିକ୍ଷା ଦାନ ପ୍ରଣାଳୀ ବଜାୟ ରଖିଥିଲା ବେଳେ ପୂର୍ବକାଳ ରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଯେଉଁଭଳି ପିତାମାତା ଙ୍କୁ ସଂମ୍ନାନ ଦେଉଥିଲେ ସେହିପରି ବର୍ତ୍ତମାନ ର ପିଲାମାନେ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଗେଇ ଚାଲିଲେ ସାରା ବିଶ୍ୱ ରେ ଆମ ଭାରତ ତାର ହିନ୍ଦୁତ୍ୱ ପରମ୍ପରା ସଂସ୍କୃତି, ସଭ୍ୟତା ବଜାଇ ରଖି ପାରିବ ବୋଲି କହିଥିଲେ l ଏହି ଅବସରେ ବିଦ୍ୟାଳୟ ର କୁନି କୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ ଝଙ୍କାର   ପାପା ମେରା ପାପା, ଓଡ଼ିଆ ଜାତି ଚଉଡା ଛାତି,ଏଇ ଯେ ବନ ଲତା ପାହାଡ଼, ଆମ ଜଗା, ଜୟ ଭାରତୀ ବନ୍ଦେ ଭାରତୀ ଆଦି ଅନ୍ୟାନ୍ୟ 27 ଟି ନୃତ୍ୟ କୁ ଉପସ୍ଥିତ ଅଭିଭାବକ ବେଶ ଉପଭୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ସଭାପତି ବ୍ରଜକିଶୋର ସାହୁ,ସମ୍ପାଦକ ଫକିର ଚରଣ ବେହେରା, ପ୍ରମୁଖ ଉପସ୍ଥିତ ରହି ନିଜର ମୂଲ୍ୟବାନ ମତ ରଖିଥିଲେ l ଏହି ଉତ୍ସବ ରେ ବିଦ୍ୟାଳୟ ର କମିଟି ସଦସ୍ୟ, ସଦସ୍ୟା, ଅଭିଭାବକ, ଗୁରୁଜୀ, ଗୁରୁମା,ବିଦ୍ୟାଳୟ ର ପୂର୍ବତନ ପରିଚାଳନା କମିଟି ସଦସ୍ୟ,ପ୍ରମୁଖ ସହଯୋଗ କରିଥିଲେ l ଶେଷରେ କୃତି ଛାତ୍ର ଛାତ୍ରୀ, ଗୁରୁଜୀ, ଗୁରୁମା,ବିଭିନ୍ନ ଶିଶୁ ମନ୍ଦିର ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ ଙ୍କୁ ସଂମ୍ମାନିତ କରାଯାଇଥିଲା ବେଳେ ଗୁରୁମା ସୌଦାମିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l 

News Comment

You Might Also Like

BACK TO TOP