Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଛତ୍ରପୁର ରେ ସୃଜନ ସାହିତ୍ୟ ସଂସଦର ଭାବମୟ ସାରସ୍ୱତ ସମାରୋହ |

19-Jul-2026

ଛତ୍ରପୁରରେ ସୃଜନ ସାହିତ୍ୟ ସଂସଦର ଭାବମୟ ସାରସ୍ୱତ ସମାରୋହ ।
ଛତ୍ରପୁର, ତା. ୧୯ / ୭,

କେ.ସତ୍ୟନାରାୟଣ ରେଡ୍ଡୀ:------
ଛତ୍ରପୁରସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ସଭାଗୃହ ପରିସରରେ ସାହିତ୍ୟ ଓ ସଂସ୍କୃତିର ଏକ ଅନନ୍ୟ ମହାସଙ୍ଗମ ଅନୁଷ୍ଠିତ ହୋଇଯାଇଛି। କବି ଓ ଆଇନଜୀବୀ ଡଃ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱ ତଥା ସମ୍ପାଦକ ସୋମନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମନୋଜ୍ଞ ସାରସ୍ୱତ ସମାରୋହରେ `ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା` ଉପରେ ଗଭୀର ଆଲୋକପାତ କରାଯାଇଥିଲା। ସଭାପତି ନିଜ ଅଭିଭାଷଣରେ ସାହିତ୍ୟ ଆସରର ଗୁରୁତ୍ୱ ପ୍ରତିପାଦନ କରିବା ସହ ଏହାକୁ ଆମ ପରମ୍ପରା ଓ ସଂସ୍କୃତିର ଅନିର୍ବାଣ ପ୍ରହରୀ ଭାବେ ଅଭିହିତ କରିଥିଲେ। ଏହି ଅବସରରେ ଆୟୋଜିତ ଭାବଗମ୍ଭୀର କବିତା ଆସରକୁ କବି ଯତିରାଜ ନାୟକ ସଂଯୋଜନା କରିଥିବା ବେଳେ ଡଃ. ପ୍ରଶାନ୍ତ କୁମାର ଶତପଥୀ, ସୋମନାଥ ସାହୁ, ଶୈଳବାଳା ପାଣିଗ୍ରାହୀ, ରୀତା ରଥ, ସନ୍ତୋଷ ବଡ଼ତ୍ୟା, ଯତିରାଜ ନାୟକ, ଜି. ପାପା ରାଓ, ନରେନ୍ଦ୍ର କୁମାର ପଣ୍ଡା, ବଳରାମ ପଲାଇ, ଦୁର୍ଗା ଚରଣ ପଲାଇ, ସୁରେନ୍ଦ୍ର କୁମାର ସେନାପତି, ଉମା ଚାରଣ ବେହେରା, ତ୍ରିନାଥ ସାହୁ, ରାମଚାନ୍ଦ୍ର ନନ୍ଦ, ବିଶ୍ୱମ୍ବର ରଥ, ଏବଂ ବିଜୟ କୁମାର ରାଉଳ ପ୍ରମୁଖ ସ୍ୱରଚିତ କବିତା ପାଠ କରି ବାତାବରଣକୁ ରସସିକ୍ତ କରିଥିଲେ। ଏହି ବୈଠକରେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖ (ତୃତୀୟ ରବିବାର) ଦିନ "ସୃଜନ ସାହିତ୍ୟ"ର ଷଷ୍ଠ ବାର୍ଷିକ ମହୋତ୍ସବକୁ ଅତ୍ୟନ୍ତ ଆଡମ୍ବର ସହକାରେ ଏକ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ସର୍ବସମ୍ମତି କ୍ରମେ ସଂକଳ୍ପ ଗ୍ରହଣ କରାଯାଇଥିଲା। ପରିଶେଷରେ କବି ସନ୍ତୋଷ କୁମାର ବଡ଼ତ୍ୟା ଉପସ୍ଥିତ ସମସ୍ତ ସାରସ୍ୱତ ପ୍ରେମୀଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

News Comment

You Might Also Like

BACK TO TOP