Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ରୋଟାରି ଇଷ୍ଟ ର 37 ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ|

20-Jul-2026

ରୋଟାରୀ ଇଷ୍ଟ ର ୩୭ ତମ ଅଧିଷ୍ଠାନ ଉତ୍ସବ ଜାତୀୟତା ମନୋଭାବ ସୃଷ୍ଟିକରିବା ପାଇଁ ଆହ୍ୱାନ ।

ଛତ୍ରପୁର, ତା.୨୦ / ୭,

କେ.ସତ୍ୟନାରାୟଣ ରେଡ୍ଡୀ:----
ରୋଟାରୀ କ୍ଳବ ଅଫ୍ ଵ୍ରହ୍ମପୁର ଈଷ୍ଟର ୩୭ତମ କର୍ମକର୍ତ୍ତା ଅଧିଷ୍ଠାନ ଉତ୍ସବ ଧର୍ମନଗର-୫ ସ୍ଥିତ କ୍ଳଵର ସଭାଗୣହରେ ଆୟୋଜିତ ହେଇଯାଇଛି । ଏହି ଉତ୍ସବରେ ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ତଥା ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଅଣନାତି ଯୋଶୋବନ୍ତ ଦାଶ ମୁଖ୍ୟ ଅତିଥି ରୂପ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ସହ ଉତ୍ସବ ଉଦ୍ଘାଟନ କରିଥିଲେ | ଜାତୀୟ ଚରିତ୍ରର ବିକାଶ ହେଲେ ଅଧିକ ଦେଇ କମ୍ ନେବା ମନୋବୃତ୍ତି ସୣଷ୍ଟି ହେବ ବୋଲି ପ୍ରକାଶ କରି ପ୍ରତ୍ୟେକ ରୋଟାରିଆନ୍ ସମାଜର ପ୍ରତିଫଳକ ରୂପେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ | ପ୍ରଥମାର୍ଦ୍ଧ ବୈଠକରେ ବିଦାୟୀ ସଭାପତି ଡକ୍ଟର ପ୍ରଦୀପ୍ତ କୁମାର ପଟ୍ଟନାୟକ ସଭାପତିତ୍ୱ କରି ନିଜ କାର୍ଯ୍ୟକାଳର ବିବରଣୀ ପ୍ରଦାନ କରିଥିଲେ | ସମ୍ମାନିତ ଅତିଥି ରୋଟାରୀ ଜିଲ୍ଲା ୩୨୬୨ ନିର୍ବାଚିତ ପ୍ରାନ୍ତପାଳ ୨୦୨୮-୨୯ ଅକ୍ଷେନ୍ଦୁ ଶେଖର ପଟ୍ଟନାୟକ (ବ୍ରହ୍ମପୁର ) ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବ୍ରହ୍ମପୁର ଈଷ୍ଟର କାର୍ଯ୍ୟ ଧାରାର ପ୍ରଶଂସା କରି  ସମାଜର ଅଧିକ ମଙ୍ଗଳ ପାଇଁ ସ୍ଥାୟୀ ପ୍ରୋଜେକ୍ଟ ଉପରେ  ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ | ବିଶିଷ୍ଟ ଅତିଥି ରୂପେ ଆଞ୍ଚଳିକ ଚେୟାରମ୍ୟାନ ସତ୍ୟକାମ ପାତ୍ର, ସହକାରୀ ପ୍ରାନ୍ତପାଳ  ପ୍ରଦ୍ୟୁମ୍ନ   ବିଷୋୟୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ | ନୂତନ ବର୍ଷ ୨୦୨୬-୨୭ ର ନବନିର୍ବାଚିତ ସଭାପତି ହୣଷିକେଶ ପ୍ରଧାନ ଓ ସମ୍ପାଦକ ଶାନ୍ତନୁ କୁମାର ପାତ୍ର ବିଦାୟୀ ସଭାପତି ଡ଼ଃ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ଆଗାମୀ ବର୍ଷ ପାଇଁ ଚିନ୍ତନ ହୋଇଥିବା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଦେଇ ରୋଟାରୀ ଈଷ୍ଟକୁ ରୋଟାରୀ ଜିଲ୍ଲା -୩୨୬୨ ର ଏକ ଚର୍ଚ୍ଚିତ କ୍ଳବକୁ ନେବା ପାଇଁ ସମସ୍ତ ସଭ୍ୟଙ୍କର ସହଯୋଗ କାମନା କାରୀଥିଲେ | ବଦାୟୀ ସମ୍ପାଦକ ଅଶ୍ୱିନୀ ପାତ୍ର ବିଦାୟୀ ବର୍ଷର ବିବରଣୀ ପଠନ କରିଥିଲେ | ଏହି ଅବସରରେ ସହର ଅନ୍ୟାନ୍ୟ କ୍ଳବର କର୍ମକର୍ତ୍ତା ଓ ସଭ୍ୟ ବୣନ୍ଦ ଯୋଗ ଦେଇଥିଲେ | ନୂତନ ରୂପେ ୨୦ ଜଣ ସଭ୍ୟଙ୍କୁ ପୂର୍ବତନ ପ୍ରାନ୍ତପାଳ ଡାକ୍ତର ନାରାୟଣ ମିଶ୍ର ରୋଟାରୀ ପିନ୍ ଦେଇ ଶପଥ ପାଠ କରାଇଥିଲେ | ପୂର୍ବତନ ସଭାପତି ଗଦାଧର ରାଉଳ ଓ ଡବ୍ଳ୍ୟୁ ଧନ୍ଵନ୍ତରୀ ବିଦାୟୀ ସଭାପତି ଓ ସମ୍ପାଦକଙ୍କ ଠାରୁ ନବ ନିର୍ବାଚିତ ସଭାପତି ଓ ସମ୍ପାଦକଙ୍କୁ ଦାୟୀତ୍ଵ ହସ୍ତାନ୍ତର ପ୍ରକ୍ରିୟା ପରିଚାଳନା କରିଥିଲେ | ପୂର୍ବତନ ସଭାପତି ସ୍ଵରାଜ୍ୟ ସାହୁ,ଆଇ. ରାଜେଶ୍ଵର ରାଓ,ପ୍ରଦୀପ କୁମାର ପଣ୍ଡା,କାମରାଜୁ ମହାରଣା, କୁଶ ପାତ୍ର,ଅଜିତ କୁମାର ପୣଷ୍ଟି, ଜୟନ୍ତ କିଶୋର ପାତ୍ର, ସୁମିତ୍ କୁମାର ପଟ୍ଟନାୟକ, ଡାକ୍ତର ମଦନ ମୋହନପଣ୍ଡା , ଦୁର୍ଗା ରାଓ, ପ୍ରତ୍ଯୁଷ ଦାଶ, ପ୍ରଦୀପ୍ ନାୟକ, ସନ୍ତୋଷ ତ୍ରିପାଠୀ, କୁନାଲ କୌଶିକ ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ | ପୂର୍ବତନ ସଭାପତି ଡାକ୍ତର ସମ୍ବିତ ବେଗ୍ରାୟ ମଞ୍ଚ ସଂଯୋଜନା କରିଥିବା ବେଳେ ସୁଧାଂଶୁ ଶେଖର ଖଡ଼ଗରାୟ ଧନ୍ୟବାଦ ଅର୍ପଣ କରିଥିଲେ  ।।

News Comment

You Might Also Like

BACK TO TOP