Breaking News

ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||     

ପ୍ରଶାସନ ନଶୁଣିବାରୁ ଚାରିଗାଁର ଚାଷୀ ନିଜ ଅର୍ଥରେ 3,କିମି କେନାଲ ମରାମତି କଲେ |

20-Jul-2026

ଶୁଣିଲାନି ପ୍ରଶାସନ, ନିଜ ଅର୍ଥରେ ୩ କି.ମି. କେନାଲ ମରାମତି କଲେ ୪ ଗାଁର ଚାଷୀ
ଓଡିଶା ଜନମତ ରାୟଗଡା , ୨୦/୭,

କାମେଶ୍ୱର କରକରିଆ : -----

ପ୍ରଶାସନର ଦୀର୍ଘଦିନର ଅବହେଳା ପରେ ଶେଷରେ ଚାଷୀମାନେ ନିଜେ ଆଗକୁ ଆସି କେନାଲ ମରାମତି କରିବା ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି। ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ବୁଡ଼ାରଜା କେନାଲର ମରାମତି ପାଇଁ ନାରାୟଣପୁର, କେନ୍ଦୁଗୁଡ଼ା, ଦୁଲଦୁଲିଗୁଡ଼ା ଓ ଖସିଗୁଡ଼ା ଗାଁର ଚାଷୀ ଓ ଗ୍ରାମବାସୀମାନେ ନିଜସ୍ୱ ଅର୍ଥ ସଂଗ୍ରହ କରି ଶ୍ରମଦାନରେ କାମ ଆରମ୍ଭ କରିଛନ୍ତି।
ହାତରେ କୋଦାଳ, ମୁଣ୍ଡରେ ଠେକି ଧରି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କେନାଲ ସଫା ଓ ମରାମତି କାର୍ଯ୍ୟରେ ସାମିଲ ହୋଇଛନ୍ତି। କେହି କେନାଲରୁ ମାଟି କାଢ଼ୁଥିବା ବେଳେ ଆଉ କେହି ଘାସ ଓ ଆବର୍ଜନା ସଫା କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ନିରାଶ ହେବା ପରେ ଶେଷରେ ଗ୍ରାମବାସୀମାନେ ନିଜେ କାମ ହାତକୁ ନେଇଥିବା କହିଛନ୍ତି।ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଚାରି ଗାଁର ଚାଷୀମାନେ ବୈଠକ କରି ପ୍ରତ୍ୟେକ ପରିବାରରୁ ଅର୍ଥ ସଂଗ୍ରହ କରିଥିଲେ। ସେହି ଅର୍ଥରେ ପ୍ରାୟ ୩ କିଲୋମିଟର ଲମ୍ବ ବୁଡ଼ାରଜା କେନାଲର ମରାମତି କାମ ଗତ ଛଅ ଦିନ ଧରି ଚାଲିଛି।ଏହି କେନାଲ ଉପରେ ପ୍ରାୟ ୧୫୦ ଏକରରୁ ଅଧିକ ଚାଷଜମି ନିର୍ଭରଶୀଳ। ସମୟରେ କେନାଲ ମରାମତି ନ ହେଲେ ଚାଷଜମିକୁ ପାଣି ମିଳିବ ନାହିଁ ଏବଂ ଖରିଫ ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି ଲକ୍ଷ୍ମୀନାରାୟଣ ପୂଜାରୀ, ଭୀମସେନ ବିଡ଼ିକା, ନବୀନ ପୂଜାରୀ, ଘନ କୌଶଲ୍ୟା ଓ ଋଷିକେଶ ପୂଜାରୀ ପ୍ରମୁଖ କହିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କେନାଲ ମରାମତି ପାଇଁ ବାରମ୍ବାର ପ୍ରଶାସନ ଏବଂ ଆଇଟିଡିଏ ଅଧିକାରୀଙ୍କୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିଲା। ଫଳରେ ଚାଷୀମାନେ ବାଧ୍ୟ ହୋଇ ନିଜ ଅର୍ଥ ଓ ଶ୍ରମଦାନରେ କେନାଲ ମରାମତି କାମ କରୁଛନ୍ତି।ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରାଯିବ ଏବଂ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

News Comment

You Might Also Like

BACK TO TOP