Breaking News

ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||     

ଦୁଇ ପରିବାର କୁ କଳା କନା ବୁଲାଇ ଦେଲେ ଚୋର |

20-Jul-2026

ରାଜ କନିକା ଥାନା ଦଶୀପୁର ଗାଁ  ଦୁଇ ପରିବାରରୁ ଚୋରି  | 

ଓଡିଶା ଜନ ମତ ବ୍ୟୁରୋ, 
 ପୋଲିସ ଡାଳେ,ଡାଳେ ଗଲେ ଚୋର ମାନେ ପତ୍ରରେ,ପତ୍ରରେ ଚାଲନ୍ତି | କିନ୍ତୁ ଚୋର ଯେତେ ଚାଲାକ ହେଲେ ମଧ୍ୟ ଶେଷରେ ପୋଲିସ ପଂଞ୍ଝାରେ  ପଡିଥାଏ ||ଗତ କିଛିଦିନ ଧରି ଆଳି ଥାନାଞ୍ଚଳରେ ଘରେ ପଶି ଲୁଟେରା ଙ୍କ ଆତଙ୍କ ଜାରି ରହିଥିବା ବେଳେ ଗତକାଲି ରାତିରେ ଦଶୀପୁର ଗାଁ ର ଦୁଇ ପରିବାରରୁ ଚୋରି ହୋଇଛି। ଏ ନେଇ ରାଜକନିକା ଥାନାରେ ହୋଇଥିବା ଏତଲା ଅନୁସାରେ ଏହି ଗାଁ ର ଗଗନ ବିହାରୀ ସାହୁ ଓ ଚିତ୍ତରଞ୍ଜନ ମଳିକଙ୍କ ଘରୁ ପ୍ରାୟ ୩ ଲକ୍ଷ ଟଙ୍କାର ଗହଣା  ସହ ଅନ୍ୟାନ୍ୟ ଦ୍ରବ୍ୟ ଚୋରି ହୋଇଥିବା ଜଣାପଡିଛି। ତେବେ ଏହି ଗାଁ ର ଚିତ୍ତ ରଞ୍ଜନ ମଳିକଙ୍କ ଦୁଇ ବଖରା ଚାଳ ଘରେ ୫ ପ୍ରାଣୀ କୁଟୁମ୍ବ ରହୁଥିବା ବେଳେ ଚୋର ମାନେ ଘରେ ପଶି ସୁନା ଗହଣା ଲୁଟ ହୋଇଥିବା ବେଳେ ଗଗନଙ୍କ ଘରେ ପାଖ ପଡୋଶୀଙ୍କ ଘର ରଙ୍ଗ ହେଉଥିବାରୁ ସେ ତାଙ୍କ ଘରର ଆସବାବପତ୍ର ଆଣି ରଖିଥିଲେ। ଚୋର ମାନେ ଏହି ଦୁଇ ଘରେ ଚୋରି କରି ନେଇଥିବା ଏତଲା ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି

News Comment

You Might Also Like

BACK TO TOP