Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପ୍ରେମିକା ଜଣକ ବାରମ୍ବାର ବିବାହ ପାଇଁ କହିବାରୁ ରାସ୍ତାରୁ ହଟେଇ ଦେଲା ପ୍ରେମିକ |

20-Jul-2026

 ପ୍ରେମିକାକୁ ମାରି ଫିଙ୍ଗିଦେଲା ପ୍ରେମିକସହ ଦୁଇ ସହଯୋଗୀ  |

     ଓଡିଶା ଜନ ମତ ବ୍ୟୁରୋ, 

  ପ୍ରେମ ପାଇଁ ଯୁବକ, ଯୁବତୀ ମାନେ ପାଗଳ ହୋଈ ଯାଆନ୍ତି | ସେମାନେ ପ୍ରେମ ପାଇଁ ବାପା, ମାଆ, ସାଙ୍ଗ, ସାଥୀ  ବନ୍ଧୁ, ବାନ୍ଧବ ଆତ୍ମୀୟ ସ୍ୱଜନ ସମସ୍ତଙ୍କ ହିତକଥା କୁ ଭୁଲି ନିଜେ ନିଜ ନିଷ୍ପତି ନିଅନ୍ତି |  କିନ୍ତୁ ବେଳେ ବେଳେ ସେମାନେ ତାଙ୍କର ସ୍ୱାର୍ଥ ସିଦ୍ଧି ହୋଇଗଲା ପରେ ଅର୍ଥ ଲାଳସା ର ହେଉ କିମ୍ବା ଲୋକଲଜ୍ୟା ରେ ହେଉ, କିମ୍ବା ପୂର୍ବର ପ୍ରତିଶୋଧ ପୂରଣ ପାଇଁ କେବେ ପ୍ରେମିକ ତ ଆଉ କେବେ ପ୍ରେମିକା  ଜଣେ ଅନ୍ୟ ଜଣଙ୍କୁ ରାସ୍ତାରୁ ନିଯେହେଉ କିମ୍ବା  ସାଙ୍ଗ, ସାଥୀ  ଅବା ସୁପାରୀ କିଲର ଦ୍ଵାରା ରାସ୍ତାରୁ ହଟେଇ ଦିଏ | ଜଣେ ନାରୀ ତାର ଇଜ୍ଜତ ପାଇଁ ବିବାହ ନିମନ୍ତ  ବାରମ୍ବାର ଚାପ ପକାଇବାରୁ ପ୍ରେମିକ ଘଟାଇ ଥିଲା ଏଭଳି କାଣ୍ଡ  ପ୍ରେମ ହେଉଛି ପବିତ୍ର ଆଉ ଏ ପ୍ରେମ କୁ କଳୁଷିତ କଲା ଜଣେ ପ୍ରେମିକ ଆଉ ସମ୍ପର୍କର ଏକ ଦୁଃଖଦ ପରିଣତି ସାମ୍ନାକୁ ଆସିଛି। ବିବାହ ପାଇଁ ବାରମ୍ବାର ଚାପ ପକାଉଥ‌ିବା ପ୍ରେମିକା କୁ ପ୍ରେମିକ ଯୋଜନାବଦ୍ଧ ଭାବେ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ରେ ବର୍ତମାନ ଏହି ଘଟଣା ଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ମୃତ ଯୁବତୀ ହେଲେ ମହୁଲପାଲି ଥାନା କୁସୁମି ଫାଣ୍ଡି ଅଧୀନ ର ମହୁଲମୁଣ୍ଡାର ସରିତା ସା (୨୪)। ସେ କୁଚିଣ୍ଡାର ଘୋଷା ରୋଡ୍‌ସ୍ଥିତ ସାହେଲୀ ବ୍ୟୁଟି ପାର୍ଲରରେ କାମ ଥିଲେ | ତାଙ୍କ ବାପା ମନୋଜ ସାଙ୍କ ଅଭିଯୋଗ ଆଧାରରେ କୁଚିଣ୍ଡା ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, କୁଚିଣ୍ଡା ଥାନା ଅଧୀନ ତେଲି କୁଣ୍ଡାପୋଷି ଗ୍ରାମର ଦିବ୍ୟଲୋଚନ ପୃସେଠ ଓରଫ ଅନିଲ ପୃସେଠ (୨୭)ଙ୍କ ସହ ସରିତାଙ୍କ ପ୍ରାୟ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା I ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟଲୋଚନ ବାରମ୍ୱାବାର ସମ୍ପର୍କ ରଖୁଥିଲେ ପରବର୍ତ୍ତୀ ସମୟରେ ସେ ଯୁବକ ବିଭିନ୍ନ ଆଳ ଦେଖାଇ ବିବାହକୁ ଏଡ଼ାଇ ଚାଲିଥିଲା । ଏଥିରେ ସରିତା ବିବାହ ପାଇଁ ଚାପ ପକାଇବାରୁ ଅଭିଯୁକ୍ତ ତାଙ୍କୁ ରାସ୍ତାରୁ ହଟାଇବାକୁ ପୁରା ଯୋଜନା ତିଆରି କରିଥିଲେ। ଗତ ୧୬ ତାରିଖ ସନ୍ଧ୍ୟା ପ୍ରାୟ ୮ ଟା ସମୟ ରେ କୁଚିଣ୍ଡା ରଥଯାତ୍ରା ଦେଖିବାକୁ ଯାଇଥିଲେ ସରିତା ସେଠାରୁ ଯୁବତୀ ଙ୍କୁ ଉଠେଇ ନେଇଥିଲା ସୈତାନ ପ୍ରେମିକ ଦିବ୍ୟଲୋଚନ ଓ ତାଙ୍କ ଦୁଇ ସହଯୋଗୀ ଅଶୋକ କିଶାନ ଓ ସୁଭିତ ମାକରଙ୍କ ସହ ଏକ ବୋଲେରୋରେ ଘୋଷା ରୋଡ଼ରୁ ସରିତାଙ୍କୁ ନେଇ ଜମନକିରା ଅଭିମୁଖେ ଯାଇଥିଲେ ରାସ୍ତାରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ଦିବ୍ୟଲୋଚନ ସରିତା ପିନ୍ଧିଥିବା ଓଢଣୀ ସାହାଯ୍ୟରେ ତାଙ୍କ ଗଳା ଚିପି ହତ୍ୟା କରିଥିବା ପୁଲିସ କହିଛି। ପରେ ବଡ଼ରମା ଘାଟି ନିକଟରେ ଗାଡ଼ି ଅଟକାଇ ମୃତଦେହକୁ ରାସ୍ତା କଡ଼ରେ ଥିବା ଜଙ୍ଗଲ ଭିତରକୁ ଫିଙ୍ଗି ଦେଇଥିଲେ । ଘଟଣାସ୍ଥଳରୁ କିଛି ଦୂରରେ ହତ୍ୟାରେ ବ୍ୟବହୃତ ଓଢଣୀ କୁ ମଧ୍ଯ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ କରି ପୁଲିସ ଦିବ୍ୟଲୋଚନ ପୃସେଠ, ଅଶୋକ କିଶାନ (୩୦) ଓ ସୁଭିତ ମାକର (୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଓଢଣୀ , ବୋଲେରୋ, ଏକ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ନମୁନା ଜବତ କରାଯାଇଛି। କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିବା ବେଳେ ଫରେନସିକ୍ ଟିମ୍ ମଧ୍ଯ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି। ବ୍ୟବଚ୍ଛେଦ ଓ ଫରେନସିକ୍ ରିପୋର୍ଟକୁ ପୁଲିସ ଅପେକ୍ଷା କରିଥିବା ବେଳେ ତଦନ୍ତ ଜାରି ରହିଛି।

News Comment

You Might Also Like

BACK TO TOP