Breaking News

କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||     

ଦୁଇ ଦୁର୍ଦାନ୍ତ ଅପରାଧୀ ଙ୍କ ଜେଲରେ ପ୍ରେମ ଆରମ୍ଭ ଓ ଶେଷରେ ବିବାହ ପାଈଁ ମିଳିଲା ଅନୁମତି |

30-Jan-2026

ପୁରୁଷ, ମହିଳା ଦୁଇ ଅପରାଧୀଙ୍କ ଜେଲ ଭିତରେ ଆରମ୍ଭହେଲା ପ୍ରେମ,
(ବିବାହ ପାଇଁ ମିଳିଲା ପାରୋଲ୍,

    ଓଡିଶା ଜନ ମତ ବ୍ୟୁରୋ,

ଜେଲ ଭିତରେ ବହୁ ଅପରାଧୀ ଙ୍କ ସହିତ ସେଠାରେ ଥିବା ମହିଳା ଅପରାଧୀ ଙ୍କ ସହିତ ପ୍ରେମ ହୋଇ ଶେଷରେ ସେମାନେ  ଜେଲ ଭିତରେ  ବିବାହ କରିଥିବା ଓ ପୁଣି ସେମାନଙ୍କ ନୁଆଁ ଜୀବନ ଆରମ୍ଭ କରିଥିବାର କାହାଣୀ ବହୁ ପୁରୁଣା ଅଟେ  | ତେବେ ଏଈ ନୁଆଁ ବର୍ଷ 2026 ଜାନୁୟାରୀ  ଶେଷ ସପ୍ତାହ ରେ ଏପରି ଏକ ପ୍ରେମ କାହାଣୀ ଆସିଛି ରାଜସ୍ଥାନର ଅଲୱାରଜିଲାରୁ |  ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ । କାରାଗାରରେ ସଜା କାଟୁଥିବା ଦୁଇ ଦୁଦ୍ଧାନ୍ତ ହତ୍ୟାକାରୀ ପରସ୍ପରର ପ୍ରେମରେ ପଡ଼ିବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜ ସ୍ଥାନ ହାଇକୋର୍ଟ ଉଭୟଙ୍କୁ ୧୫ ଦିନିଆ ଜରୁରୀକାଳୀନ ପାରୋଲ୍ (ଜାମିନ) ମଞ୍ଜୁର କରିଛନ୍ତି । ପ୍ରିୟା ସେଠ୍ ନାମକ ଜଣେ ମଡେଲ୍ ୨୦୧୮ ରେ ଟିଣ୍ଡର ଆପ୍‌ରେ ଜଣେ ଯୁବକ ଦୁଷ୍ମନ୍ତ ଶର୍ମାଙ୍କ ସହ ବନ୍ଧୁତା କରିଥିଲେ । ପରେ ତାଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ନିଜ ପ୍ରେମିକର ଋଣ ସୁଝିବା ପାଇଁ ସେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଅନ୍ୟପଟେ ନିଜ ପ୍ରେମିକାଙ୍କ ସହ ମିଶି ତାଙ୍କ ସ୍ଵାମୀ ଓ ୪ ଶିଶୁଙ୍କୁ ହତ୍ୟା କରିବା ଅଭିଯୋଗରେ
ହନୁମାନ ଜେଲରେ ଅଛନ୍ତି । ୨୦୧୭ ରେ ଅଲୱାରରେ ଘଟିଥିବା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଥିଲା।
ତେବେ ସାଙ୍ଗାନେର ଓପନ ଜେଲ୍‌ରେ ସଜାକାଟୁଥିବା ସମୟରେ ପ୍ରାୟ ୬ ମାସ ପୂର୍ବରୁ ପ୍ରିୟା ଓ ହନୁମାନଙ୍କ ପ୍ରଥମ ଦେଖା ହୋଇଥିଲା। ଧୀରେ ଧୀରେ ଏହି ସାକ୍ଷାତ ପ୍ରେମରେ ପରିଣତ ହୋଥିଲା । ଉଭୟ ବାକି ଜୀବନ ଏକାଠି ବିତାଇବାକୁ ନିଷ୍ପତ୍ତି ନେଇ ବିବାହ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜସ୍ଥାନ ହାଇକୋର୍ଟ ଉଭୟଙ୍କ ଆବେଦନକୁ ବିଚାର କରି ବିବାହ ସମ୍ପନ୍ନ କରିବା ପାଇଁ ୧୫ ଦିନର ପାରୋଲ୍ ପ୍ରଦାନ କରିଛନ୍ତି । ଶୁକ୍ରବାର ଆଜି ଅଲୱାରର ବାରୋଦାମେଭ୍ ଅଞ୍ଚଳରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, ଜେଲ୍ ପାଚେରି ମଧ୍ୟରେ ଜନ୍ମ ନେଇଥିବା ଏହି ଅପରାଧୀଙ୍କ ପ୍ରେମକାହାଣୀଏବେସାମାଜିକ ସ୍ୱୀକୃତି ପାଇବାକୁ ଯାଉଛି।ଯାହାଦ୍ୱାରା ପୁଣି ଦୁଇ ଅପରାଧୀ ସେମାନଙ୍କ ନୁଆଁ ଜୀବନ ଆରମ୍ଭ କରି  ସେମାନଙ୍କ ଜୀବନ ଜେଲରେ ବିତାଇବେ  କିମ୍ବା କୋର୍ଟ ଯଦି ସେମାନଙ୍କ ସଚେତନତା ଓ ସୁଫଳ କାର୍ଯ୍ୟ ଦେଖି ହୁଏତ ମାନ୍ୟବର ଜର୍ଜ ସଜ୍ଜାରେ କିଛି ପରିବର୍ତ୍ତନ କରି ପାରନ୍ତି , ତେବେ ସେମାନେ ହୁଏତ  ନିଜ ବାସ ସ୍ଥାନ ରେ ରହି ଜୀବନ ର ଅବବଶିଷ୍ଟାଂଶ ବିତାଇ ପାରିବେ |

News Comment

You Might Also Like

BACK TO TOP