Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

ପୋଲସରା ପ୍ରେସ କ୍ଲବ ତରଫରୁ 77ତମ ସାଧାରଣ ତନ୍ତ୍ର ଦିବସ ପାଳିତ |

27-Jan-2026

ପ୍ରେସ୍ କ୍ଲବ୍ ପକ୍ଷରୁ ୭୭ ତମ ଗଣତନ୍ତ୍ର ଦିବସ ପାଳନ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା. ୨୭/୦୧/୨୦୨୬: 

 ଆଜି ସମଗ୍ର ଭାରତ ବର୍ଷରେ ୭୭ ତମ ଗଣତନ୍ତ୍ର ଦିବସ ମହାସମାରୋହରେ ବହୁ ଉତ୍ସାହ ଏବଂ ଉଦ୍ଦିପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଏକମାତ୍ର ପଞ୍ଜିକୃତ ପୋଲସରା ପ୍ରେସ୍ କ୍ଲବ୍ ପକ୍ଷରୁ ଏହି ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ସଭାପତି କେ. ସୁମିତ୍ରା ପାତ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ନିୟମ ଅନୁସାରେ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ "ଜନ-ଗଣ-ମନ" ଗାନ କରାଯାଇଥିଲା। ପରେ ଜାତୀୟତାବୋଧ ସ୍ଲୋଗାନ ଦିଆଯିବାସହ ଦେଶ ସ୍ଵାଧୀନତା କରିବା ଠାରୁ ବାବା ଭୀମରାଓ ଆମ୍ବେଦକର ଏବଂ ତାଙ୍କର ବିଜ୍ଞ ସହଯୋଗୀଙ୍କ ସାମୂହିକ ପ୍ରୟାସରେ ସମ୍ବିଧାନ ନୀତି ନିୟମ ପ୍ରଣୟନ କାର୍ଯ୍ୟକାରୀ କରାଯିବା ପର୍ଯ୍ୟନ୍ତ ଉପସ୍ଥିତ ବକ୍ତାମାନେ ନିଜ ନିଜର ସଂକ୍ଷିପ୍ତ ଅଭିଭାଷଣ ଜରିଆରେ ଉଦବୋଧନ ଦେଇଥିଲେ।ଏଥିରେ କ୍ଲବର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସମ୍ପାଦକ ହରିହର ପାତ୍ର ଏବଂ ବର୍ତ୍ତମାନ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ସଦସ୍ୟ କେ. ସନ୍ତୋଷ ପାତ୍ର, ଟି. ଶରତ କୁମାର ସୁବୁଦ୍ଧି, ନାରାୟଣ ସାହୁ, ସିମାଞ୍ଚଳ ସାହୁ, ପ୍ରଗତିବନ୍ଧୁ ଦାସ, ଅକ୍ଷାନ୍ତ ମିଶ୍ର, ସୁଶାନ୍ତ ସାହୁ ପ୍ରମୁଖ ସଦସ୍ୟବୃନ୍ଦଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ, ସ°ଗଠକ, ବୁଦ୍ଧିଜୀବୀ, ବ୍ୟବସାୟୀ ଏବଂ ସାଧାରଣ ନାଗରିକ ଯୋଗଦେଇ ନିଜ ନିଜର ଦେଶପ୍ରେମ ଭାବନାର ପରିଚୟ ଦେଇଥିବାର ଦେଖିବାକୁ ମିଳିଥିଲା।କାର୍ଯ୍ୟ ସଂଯୋଜନା ଅଧ୍ୟାପକ ତଥା ଉପସ୍ଥାପକ ଦେବାଶିଷ ସ୍ୱାଇଁ କରିଥିଲେ। ପରିଶେଷରେ କ୍ଲବ ତରଫରୁ କାର୍ଯ୍ୟକ୍ରମର ସ୍ଵତଃସ୍ପୁତ  ଭାବେ ଯୋଗଦାନ ଦେଇଥିବା  ଉପସ୍ଥିତ ସହରବାସୀଙ୍କୁ ଶୁଭକାମନା ଦିଆଯିବା  ସହିତ ଧନ୍ୟବାଦ ଅର୍ପଣ କରାଯାଇଥିଲା।

News Comment

You Might Also Like

BACK TO TOP