Breaking News

ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||     

କୋଦଳା ରେ ଶ୍ରୀ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ |

26-Jan-2026

ଶ୍ରୀ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ,

   ଓଡିଶ ଜନ ମତ,  ବେଗୁନିଆପଡା, ସୂର୍ଯ୍ ନାରାୟ ବଡ,

ରବିବାର କୋଦଳା ହରିଜନ ସାହି ଯୁବ ଗୋଷ୍ଠୀଙ୍କ ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ତଥା ଶକ୍ତି ନଗର,ଭାଇଗା ନୂଆସାହି ବାସିନ୍ଦା ଙ୍କ ସହଯୋଗରେ ଏକ ନୂତନ ଶ୍ରୀ ଶନିଶ୍ଚର ମନ୍ଦିର ଓ ଗ୍ରହରାଜ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ପୂଜା ନିତି କାନ୍ତି ଆରମ୍ଭ ହୋଇଯାଇଥିବା ବେଳେ,ନିକଟସ୍ଥ ଶ୍ରୀ ତାଳେଶ୍ୱର ମନ୍ଦିର ପୋଖରୀ ରୁ ପୂଜାର୍ଚନା ସହିତ ଜଳ ଧରି ନୂତନ ମନ୍ଦିର କୁ ଆସିବା ପରେ ବିଗ୍ରହ ଙ୍କୁ କ୍ଷୀର, ମହୁ, ନବାତ,ସିନ୍ଦୁର,ଚନ୍ଦନ ଓ ଚୁଆ ଓ ଜଳ ରେ ଗାଧୋଇ ଜୀବନ୍ୟାସ କରାଯାଇଥିଲା ! ଏହି ମହାନ କାର୍ଯ୍ୟକ୍ରମ ରେ କୋଦଳା ବିଜେ ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦୀର ପରିଚାଳନା କମିଟି ସଭାପତି ତଥା ସମାଜ ସେବୀ ସୂର୍ଯ୍ୟ ନାରାୟଣ ବଡୁ ଓ ପତ୍ନୀ ସବିତା ବଡୁ କର୍ତ୍ତାଭାବେ ସମସ୍ତ କାର୍ଯ୍ୟ ସମାପନ କରିଥିବା ବେଳେ ଏହାକୁ ସ୍ଥାନୀୟ ଜ୍ୟୋତିଷ ଓ କର୍ମକାଣ୍ଡ ବିତ୍ ପଣ୍ଡିତ ଅଧ୍ୟାପକ  ଦୁର୍ଗା ପ୍ରସାଦ ଦାଶ ଶର୍ମା ମୂଖ୍ୟ ପ୍ରଚାରକ ଭାବେ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପଣ୍ଡିତ ଅନ୍ତର୍ଯ୍ୟାମୀ ଦାଶ, ପଣ୍ଡିତ ଗୋପାଳ କୃଷ୍ଣ ତ୍ରୀପାଠୀ,ପଣ୍ଡିତ ନାଭୂଷଣ ପତି, ପଣ୍ଡିତ ବାଳକୃଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ବେଦ ଧ୍ବନି, ହୋମଯଜ୍ଞ ତଥା ସ୍ଥାନୀୟ ଜନସାଧାରଣ ଓ ଭକ୍ତଙ୍କ ବହୁଳ ଉପସ୍ଥିତି ଯୋଗୁଁ ସମଗ୍ର ଅଞ୍ଚଳରେ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ସଂଧ୍ୟାରେ ଭକ୍ତଙ୍କ ସକାଶେ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଗୋପାଳ କୃଷ୍ଣ ନାହାକ, ରାକେଶ ନାହାକ, ସଞ୍ଜୟ ନାୟକ, ସାଗର ନାୟକ,ପପୁଲ ନାୟକ, ରାଜ ନାୟକ, ବିକାଶ ନାୟକ, ମଳୟ,ଫିରୁ,ମିଟିକ ମୁଦୁଲି,ସିଧୁ ମୁଦୁଲି, ଅମର ସାହୁ, ଉଦୟ ମୁଦୁଲି, ବାବୁ ନାୟକ, ଅନନ୍ତ ବେହେରା,ସମୀର ନାୟକ, ସାନୁ ନାୟକ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ

News Comment

You Might Also Like

BACK TO TOP