Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ରଘୁନାଥ ପୁର ବ୍ଳକ ତାରପୁର ମହାନଦୀ ଘାଟ ରୁ ପାଣି ଉଠାଇ ବିଭିନ୍ନ ଶିବମନ୍ଦିର ରେ ଜଳ ଲାଗିକଲେ କାଉ ଡିଆ |

03-Aug-2026

ପ୍ରଥମ ସୋମବାର ରେ ବାନାମ୍ବର ଘାଟରୁ କାଉଡିଆ ଙ୍କ ଭିଡ।

ଓଡିଶା ଜନ ମତ, ରଘୁନାଥ ପୁର,

ଜ୍ୟୋତି ରଞ୍ଜନ ପଟ୍ଟନାୟକ :----

  ଶ୍ରାବଣ ମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳ ଲାଗି ପାଇଁ ରଘୁନାଥପୁର ବ୍ଲକ ତାରପୁର ମହାନଦୀ କୂଳରେ ବାନାମ୍ବର ଘାଟରୁ ହଜାର ହଜାର  ସଂଖ୍ୟକ କାଉଡିଆ ପାଣି ଉଠାଇ ବିଭିନ୍ନ ମନ୍ଦିର ମାନଙ୍କୁ ଚାଲିଥିଲେ। ରବିବାର ସକାଳୁ ମହାନଦୀ ଘାଟକୁ ମାନସିକଧାରିଙ୍କ ଆଗମନ ଦେଖିବାକୁ ମିଳିଥିଲା ବେଳେ ଅପରାହ୍ନରେ ଏହା କ୍ରମଶ ବୃଦ୍ଧି ପାଇବାକୁ ଲାଗିଥିଲା। ପ୍ରଥମ ପାଳି ହେତୁ ବିଭିନ୍ନ ସ୍ଥାନରୁ ପାଣି ଉଠାଇବା ପାଇଁ ଆସିଥିବା ବୋଲବମ ଭକ୍ତମାନେ ସେମାନଙ୍କ ଯାନବାହାନ ନଦୀବନ୍ଧରେ ରଖି ଦେବାରୁ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। କାଉଡିଆ ମାନେ ନଦୀରୁ ପାଣି ଆଣି ବିଭିନ୍ନ ସ୍ଥାନରେ ଥୋଇ ଏହାକୁ ପୂଜାର୍ଚନା କରିବା ପରେ ବାନାମ୍ବର ମହାଦେବଙ୍କ ଚତୁର୍ପାର୍ଶ୍ବରେ ପରିଭ୍ରମଣ କରି ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିଥିଲେ। ଏଠାରୁ ପାଣି ନେଇ ଶ୍ରଦ୍ଧାଳୁ କାଉଡିଆ ପ୍ରଭୁ ଗୋରେଖନାଥ, ଅଷ୍ଟସମ୍ଭୁ, ରୁଦ୍ରେଶ୍ଵର, ନୀଳକଣ୍ଠେଶ୍ଵର, ସର୍ପେଶ୍ଵର ଓ ଅନ୍ୟାନ୍ୟ ଶୈବପୀଠକୁ ଯାତ୍ରା କରିଥିଲେ। ଭିଡକୁ ଦୃଷ୍ଟିରେ ରଖି ପାଣି ଉଠା ସ୍ଥଳରେ ରଘୁନାଥପୁର ଥାନା ପୁଲିସ ଓ ଦମକଳ ବାହିନୀ ପକ୍ଷରୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏହା ଛଡା ତାରପୁର ବାଇପାସ ଠାରୁ ଜଇପୁର ଛକ ପର୍ଯ୍ୟନ୍ତ କାଉଡିଆଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ରଘୁନାଥପୁର ଆଇ ଆଇ ସି ପ୍ରେମଜିତ ଦାସ ଓ ତାଙ୍କ ପୋଲିସ ବାହିନୀ ଉପସ୍ଥିତ ରହି ପେଟ୍ରୋଲିଂ ତଦାରଖ କରୁଥିଲେ। ବାନାମ୍ବର ମନ୍ଦିର ପୂଜା କମିଟି ପକ୍ଷରୁ ବିଷ୍ଣୁ ବିଶ୍ଵାଳ, ଜଗବନ୍ଧୁ ରାଉତ, ମଧୁସୂଦନ ସାହୁ, ପ୍ରତାପ ରାଉତ, ବସନ୍ତ କୁମାର ଦାଶ, ଦିଲୀପ ମହାରଣା, ସୁଶାନ୍ତ ପରିଡା, ରବୀନ୍ଦ୍ର ନାୟକ, ବିଜୟ ଦାସ, ରାଜକୁମାର ଦାଶ, ମିକୁ ବେଉରା ଓ  ପ୍ରଭାକର ମଲ୍ଲିକ  ପ୍ରମୁଖ ଉପସ୍ଥିତ ରହି କାଉଡିଆ ମାନଙ୍କୁ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP