Breaking News

ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||     

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ 77ତମ ସାଧାରଣ ତନ୍ତ୍ର ଦିବସ ପାଳିତ |

26-Jan-2026

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 77 ତମ ସାଧାରଣତନ୍ତ୍ର ଦିବସ ପାଳିତ ::ଵୀରତ୍ବ  ଯେଉଁଠି ଇତିହାସ, ତ୍ୟାଗ ଯେଉଁଠି ପରମ୍ପରା,ସ୍ୱାଧୀନତା ଯେଉଁଠି ଆତ୍ମ ସମ୍ମାନ, ସେହି ବୀର ଖୋର୍ଦ୍ଧା ମାଟିକୁ ମୋର ପ୍ରଣାମ ---ଉପମୁଖ୍ୟମନ୍ତ୍ରୀ 

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 77 ତମ ସାଧାରଣ ତନ୍ତ୍ର ଦିବସ ଆଜି ଖୋର୍ଦ୍ଧା ବିଜେବି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବାହ୍ନ 9.15 ରେ ମୁଖ୍ୟ ଅତିଥି ରୂପେ ଓଡିଶା ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଜାତୀୟ ପତାକା କୁ ଉତ୍ତୋଳନ କରିବା ପରେ ବିଭିନ୍ନ ସ୍କୁଲ, କଲେଜ, ପୋଲିସ ପ୍ରଶାସନ ର ବେସାମାରିକ ଦଳ ଙ୍କ ଠାରୁ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରେ ମନ୍ତ୍ରୀ ଶ୍ରୀମତୀ ପରିଡା କହିଲେ ଵୀରତା ଯେଉଁ ମାଟିର ଇତିହାସ, ତ୍ୟାଗ ଯେଉଁଠି ପରମ୍ପରା,ସ୍ୱାଧୀନତା ଯେଉଁଠି ଆତ୍ମ ସଂମ୍ମାନ ସେହି ମାଟିକୁ ମୁଁ ପ୍ରଣାମ କରୁଛି l ଭାରତ ମା"ର ସ୍ୱାଧୀନତା ପଛରେ ଖୋର୍ଦ୍ଧା ବୀର ପାଇକ ଙ୍କ ଅବଦାନ ଅତୁଳନୀୟ ତନ୍ମଧ୍ୟରୁ ବକ୍ସି ଜଗବନ୍ଧୁ, ଯଇରାଜଗୁରୁ, କୃତିବାସ ପାଟଶାଣୀ,ପିଣ୍ଡିକି ବାହୁବଳେନ୍ଦ୍ର,କୃଷ୍ଣଚନ୍ଦ୍ର ଭ୍ରମରବାର ରାୟ ବହୁ ବୀର ପୁଙ୍ଗ ମାନଙ୍କ ବିରତା ତ୍ୟାଗ ଚୀର ସ୍ମରଣୀୟ l,ସେହିପରି ଏହି ମାଟି ରେ ସଚ୍ଚି ରାଉତରାୟ,,ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର,ଶିଶୁ ଅନନ୍ତ ଦାସ,ବିରକିଶୋର ଦାସ, ଅଖିଳ ମୋହନ ପଟ୍ଟନାୟକ,ପର୍ଶୁରାମ ପଟ୍ଟନାୟକ, ମାୟାଧର ମାନସିଂହ,ପ୍ରମୁଖ ଯଶ୍ୱସୀ ସାଧକ ଜନ୍ମ ଗ୍ରହଣ କରିଛନ୍ତି ଯାହା ଭାରତ ଇତିହାସ ରେ ଯୁଗେ ଯୁଗେ ଅମର ହୋଇ ରହିଛନ୍ତି  ଆମେ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିକଶିତ ଭାରତ ଗଠନରେ ଆଗେଇବା ଦରକାର ବୋଲି କହିଥିଲେ l ଅନ୍ୟତମ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସପି ବିବେକାନନ୍ଦ ଶର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ପୌରାଧ୍ୟକ୍ଷା କନକ ଲଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ lଏହି ଅବସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି, ସଂମ୍ମାନିତ ଅତିଥି ପ୍ରମାଣପତ୍ର ସହିତ ପୁରସ୍କୃତ କରିଥିଲା ବେଳେ ଶ୍ରେଷ୍ଠ ବେସାମାରିକ ଦଳ, ଶ୍ରେଷ୍ଠ ସାଂସ୍କୃତିକ ଦଳ, କୁ ମଧ୍ୟ ଟ୍ରଫି ସହିତ ପୁରସ୍କୃତ କରିଥିଲେ l ପରେ ମୁଖ୍ୟ ଅତିଥି ଖୋର୍ଦ୍ଧା ଜେଲ ଅନ୍ତେବାସୀ, ଓ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ, ମିଷ୍ଟନ୍ନ ବଣ୍ଟନ କରିଥିଲେ  ଏହି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା, ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ତହସିଲଦାର ବିଭାଷ କୁମାର ପାଣିଗ୍ରାହୀ, ଖୋର୍ଦ୍ଧା ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ  ଅରବିନ୍ଦ ନାୟକ, ସୂଚନା ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରିଣୀ ସୋନାମିକା ରାୟ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ୟାମଳେନ୍ଦୁ ନାୟକ,, ଖୋର୍ଦ୍ଧା ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନାୟକ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ  ରିପୋର୍ଟ --ଗୋପାଳ କୃଷ୍ଣ ପ୍ରଧାନ

News Comment

You Might Also Like

BACK TO TOP