Breaking News

ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||     

ଖୋର୍ଦ୍ଧା ମଣ୍ଡଳ ସ୍ତରୀୟ ସ୍ଥାୟୀ ଜୀବନ ଶୈଳୀ 2026 ପ୍ରଦର୍ଶନୀ |

08-Jan-2026

ଖୋର୍ଦ୍ଧା ମଣ୍ଡଳ ସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ -2026:::ପ୍ରକୃତି ମା`କୁ ସୁରକ୍ଷିତ ରଖିବାକୁ ଆହ୍ୱାନ,

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ,

ଖୋର୍ଦ୍ଧା (ନିପ୍ର )ସ୍ଥାନୀୟ ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ଠାରେ ମଣ୍ଡଳ ସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ -୨୦୨୬ ଅନୁଷ୍ଠିତ ହୋଇଯାଇଅଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଖୋର୍ଦ୍ଧା ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ ଯୋଗଦେଇ ଥ‌ିବା ବେଳେ ସମ୍ମାନିତ ଅତିଥି ରୂପେ ପଞ୍ଚାୟତ ସମିତି ଖୋର୍ଦ୍ଧା ଉପାଧ୍ୟକ୍ଷ  ପ୍ରକାଶ ଚନ୍ଦ୍ର ସାମନ୍ତରାୟ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଭରତ ଚନ୍ଦ୍ର ପ୍ରଧାନ, ବିଜେପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ବିଭୂପ୍ରସାଦ ସେନାପତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶୁଭାଙ୍ଗି ପାଲଟାସିଂହ ଯୋଗ ଦେଇଥିଲେ। ଏହି ଅବସରରେଶ୍ରୀମତୀ ଗୁମାନସିଂହ ପ୍ରକୃତି ମାଆ କୁ ସୁରକ୍ଷିତ ରଖିବାକୁ ପିଲାମାନଙ୍କୁ ଆହ୍ଵାନ କରିଥିଲେ। ସେହିପରି ଉପାଧ୍ୟକ୍ଷ ଶ୍ରୀ ସାମନ୍ତରାୟ ଧାରଣୀୟ ବିକାଶର ଗୁରୁତ୍ଵକୁ ପିଲାମାନଙ୍କ ଆଗରେ ଉପସ୍ଥାପିତ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ପ୍ରଦର୍ଶିନୀ ର ସଭାପତି ସୁଶ୍ରୀ ଯଜ୍ଞସେନୀ ସାହୁ ଧାରଣୀୟ ବିକାଶ କୁ କିପରି ଆମେ ନିତିଦିନିଆ କାମରେ ଲଗାଇ ପାରିବେ ତାହା ପିଲାମାନଙ୍କୁ ବୁଝାଇଥିଲେ। ଉକ୍ତ ପ୍ରଦର୍ଶନୀରେ ମୋଟରେ ୬୧ ଟି ପ୍ରକଳ୍ପ କୁନି ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା।ପ୍ରଦର୍ଶନୀ ର ଦ୍ବିତୀୟାର୍ଦ୍ଧରେ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଖୋର୍ଦ୍ଧା  ରଶ୍ମିବାଳା ପରିଡା ଯୋଗଦାନ ଦେଇଥ‌ିବା ସ୍ଥଳେ ମୁଖ୍ୟବକ୍ତା ରୂପେ ଡଃ ସୁଦର୍ଶନ ରାଜ, ବୈଜ୍ଞାନିକ ତଥା ନିର୍ଦେଶକ, ବିଜେତ୍ରୀ ଫାଉଣ୍ଡେସନ, ଭୁବନେଶ୍ବର ଉପସ୍ଥିତ ରହି ତାଙ୍କ ଅଭିଭାଷଣରେ ଛୋଟ ଛୋଟ ପ୍ରୟାସ କିଭଳି ଭାବରେ ମଣିଷ ଜୀବନ ର ଗତିପଥ ବଦଳାଇ ଦେଇଥାଏ ଏବଂ ସେ  ପ୍ରଦର୍ଶନୀ ରେ ରହିଥ‌ିବା ସମସ୍ତ ସବ୍ ଥିମ ଉପରେ ଉପସ୍ଥିତ ଥ‌ିବା ସମସ୍ତ କୁନି କୁନି ବୈଜ୍ଞାନିକ ତଥା ଓ ଅଭିଭାବିକା ମାନଙ୍କୁ ବୁଝାଇବା ସହ ଜଳ ସରକ୍ଷଣ ଓ ଶକ୍ତି ସରକ୍ଷଣ କିପରି କରାଯାଇ ପାରିବ ତତ ସମ୍ପର୍କରେ ନିଜ ଅଭି ଭାଷଣ ରଖିଥିଲେ । ଆଜିର ପ୍ରଦର୍ଶନୀ ରେ ଭାଗ ନେଇଥ‌ିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଆଦ୍ୟାଶା ଭାରିମଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଇପଦର ମାଳିସାହି,ରଂଜିତ ରାଉତରାୟ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁରୁଜଙ୍ଗ,ଶିବାତୋଷ ସାହୁ, ମହାମାୟା ସରକାରୀ ଉଚ୍ଚ ବିଦ୍ୟାଳୟ,ନୂଆପଡା -ମୁକ୍ତା ପୁର, ଅବିନାଶ ବଳିୟାରସିଂ, ବି. ଜେ. ବି ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା, ସ୍ବାତିପ୍ରଜ୍ଞା ମୁଦୁଲି, ସରକାରୀ ଉଚ୍ଚ ବିଦ୍ୟାଳୟ, ପାଇକତି ଗିରିଆ, ଓମ ପ୍ରକାଶ ଲେଙ୍କା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ରାହ୍ମଣବେରେଣୀ ଏବଂ ମୁସ୍ତଫିଜ୍ ଖାନ, ସରକାରୀ ଉଚ୍ଚ ବିଦ୍ୟାଳୟ, ମୁକୁନ୍ଦପ୍ରସାଦ ଆଦି ପୁରସ୍କୃତ ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି ।କୃତି ଅବିନାଶ ବଳିୟାର ସିଂ, ରଂଜିତ ରାଉତରାୟ ଓ ଆଦ୍ୟାଶ। ଭାରିମଲ ଆଦି ନଗଦ ଅର୍ଥ ରାଶି ପୁରସ୍କାର ପାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ବି.ଆର. ସି. ସି ସନ୍ଧ୍ୟାବତୀ ଲେଙ୍କା ସଂଯୋଜନା କରିଥିବା ବେଳେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ସହଯୋଗ କରିଥିଲେ l

News Comment

You Might Also Like

BACK TO TOP