Breaking News

ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||     

ଖଲ୍ଲିକୋଟ ନାଇକାଣି ପଲ୍ଲୀ ରେ ରାମ ଚରିତ ମାନସ ପାରାୟଣ |

08-Jan-2026

ନାଇଁକାଣୀ ପଲ୍ଲୀ ରେ ରାମ ଚରିତ ମାନସ ପରାୟଣ, ମହିଳା ମାନେ 108 କଳସ ଧରି ଗ୍ରାମ୍ୟ ପରିକ୍ରମା 

ଓଡିଶା ଜନ ମତ ଖଲ୍ଲିକୋଟ, ମାଧବ ବେହେରା,

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇଁକାଣିପଲ୍ଲୀ ଗ୍ରାମରେ ଥିବା ଚନ୍ଦନେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ରସବର୍ଶିନୀ  ଶ୍ରୀ ରାମ ଚରିତ ମାନସ ପରାୟଣ ମହୋତ୍ସବ ଏବଂ ଜୀବନ ଉପଯୋଗୀ ସତସଙ୍ଗ ଗୁରୁବାର ଠାରୁ ଆରମ୍ଭ ହୋଇଛି |ଏ ଉପଲକ୍ଷେ ଗ୍ରାମ ର ସହ ସହ ମହିଳା  ମାନେ ମୁଣ୍ଡ ରେ ପାଣି କଳସ ଧରି ଗ୍ରାମ ପରିକ୍ରମା କରି ପରାୟଣ ସ୍ଥଳ ରେ ପହଂଚି ଥିଲେ |ଗ୍ରାମ   ରେ ରାମ ଚରିତ ମାନସ କାର୍ଯ୍ୟକ୍ରମ ରେ ପ୍ରବଳ ଉତ୍ସହ ଦେଖିବାକୁ ମିଳିଛି |କାର୍ଯ୍ୟକ୍ରମ ର ପ୍ରତିଦିନ ନାମ ଯଜ୍ଞ ସାଙ୍ଗକୁ ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ସହ ଆଗନ୍ତୁକ ପଣ୍ଡିତ  ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ ସାଙ୍ଗକୁ ଆଧ୍ୟାତ୍ମିକ ଚିନ୍ତନ ଅନୁଷ୍ଠିତ ହେବ |ସନ୍ଧ୍ୟା ସମୟ ରେ ବାବାଜୀ ମହାରାଜ ମାନଙ୍କ ପ୍ରବଚନ ରେ ରାମ କଥା ଶୁଣିବା ପାଇଁ ଆଖ ପାଖ ଗ୍ରାମର ମହିଳା ଓ ପୁରୁଷ ମାନେ ଭିଡ଼ ଜମାଉଛନ୍ତି |ଉକ୍ତ ଶ୍ରୀରାମ ମାନସ ଓ ନବାନ୍ନ ପରାୟଣ ଆଗାମୀ 17 ତାରିଖ ଶନିବାର ପର୍ଯ୍ୟନ୍ତ ଚାଲିବ ବୋଲି କର୍ମକର୍ତା  ମାନେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି |, ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମ ରେ ସମାଜ ରେ କୁସଂସ୍କାର ବର୍ଜନ କରି ଭଲ ମଣିଷ ସୃଷ୍ଟି କରିବା ର ଲକ୍ଷ୍ୟ ବୋଲି ବାବାଜୀ ମହାରାଜ ମାନେ ପ୍ରକାଶ କରିଛନ୍ତି | ଖଲ୍ଲିକୋଟ ରୁ ମାଧବ ବେହେରା ଙ୍କ ରିପୋର୍ଟ

News Comment

You Might Also Like

BACK TO TOP