Breaking News

ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||     

ପୁରୁଷୋତ୍ତମପୁର ବ୍ଳକ ଷ୍ଟାଫ ଙ୍କ ନୂତନ ବର୍ଷରେ ରାମଚଣ୍ଡୀ ଙ୍କ ପୀଠରେ ବଣ ଭୋଜି ର ଆୟୋଜନ ||

08-Jan-2026

ରାମଚଣ୍ଡୀ ଙ୍କ ପୀଠରେ ନୂତନ ବର୍ଷ ରେ ବଣ ଭୋଜି କଲେ ପୁରୁଷୋତ୍ତମପୁର ବ୍ଳକ ଷ୍ଟାଫ,

 ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକ ପ୍ରସାଶନ ପକ୍ଷରୁ ଗଞ୍ଜାମ ବ୍ଲକ ନିଳାଦ୍ରୀପୁର ଗ୍ରାମ ସ୍ଥିତ ରାମଚଣ୍ଡୀମନ୍ଦିର ପରିସରରେ ଏକ ବଣଭୋଜି ଆୟୋଜନ କରାଯାଇଥିଲା| ଏହାର ମୁଖ୍ୟ ଲକ୍ଷ ଥିଲା ସବୁବେଳେ ନିଜକର୍ମରେ ବ୍ୟସ୍ତ ବହୁଳ ଭାବରେ ଜୀବନବିତାଉ ଥିବା ଏବଂ ସେଥିରୁ  ଟିକେ ମନକୁ ଫୁର୍ତ୍ତି କରିବା ପାଈଁ ବିଡ଼ିଓ ଶରତ କୁମାର ପାତ୍ରଙ୍କ ଏକ ନୁଆଁ ପ୍ରୟାସ ତଳ କର୍ମଚାରୀ ଠାରୁ ଆରମ୍ଭ କରି ସବୁ ବ୍ଳକ ବିଭାଗ ଅଧିକାରୀ ମାନଙ୍କୁ ନେଇ ନୂଆଁ ବର୍ଷରେ ମାଆ ରାମଚଣ୍ଡୀ ପୀଠରେ ଏକ ବଣଭୋଜୀର ଆସର ଅନୁଷ୍ଠିତ ହୋଇଥିଲା |ଏହା  ବିଡିଓ ଶରତ କୁମାର ପାତ୍ର ଙ୍କ ତତ୍ତ୍ଵାବଧାନରେ  ବିଭିନ୍ନ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା | ମ୍ୟୁଜିକଚେୟାରଖେଳ,ନାଚ,ଗୀତ,ଅନୁଭୂତି, ଇତ୍ୟାଦି ରେ ପ୍ରତିଯୋଗିତା ହୋଇଥିଲା। ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି,ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା  ଯୋଗଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ଥିଲେ| ଚେୟାର ଖେଳ ରେ ପିଙ୍କି ବେହେରା, ଅନ୍ତାକ୍ଷରୀ ରେ ରଶ୍ମିତା ମହାପାତ୍ର, ଗୀତ ରେ ମୃତ୍ୟୁଞ୍ଜୟ ଦାଶ,ଡି.ଲଛମିଆ,
ସଙ୍ଗଠନରେ ରତିକାନ୍ତ ସାହୁ, ଜୟରାମ ସାହୁ ,ମନୋଜ ସାହୁ ପ୍ରମୁଖ ଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା |  କାର୍ଯ୍ୟ କ୍ରମକୁ ସିପି ବରୁଣ କୁମାର ପାତ୍ର ସଂଯୋଜନା କରିଥିବାବେଳେଏବିଡିଓ ନିରାକାର ଜେନା,ନିର୍ବାହୀ ଯନ୍ତ୍ରୀ ନାଗ ଭୂଷଣ ଯାଦବ, ଜିପିଓ ମିନକେତନବେହେରା,ମିନ

କେତନପାଢି,ସୁଶାନ୍ତପ୍ରଧାନ,ଜି.କାର୍ତ୍ତିକ ରାଓ ,ଜଗତ ବନ୍ଧୁ ପଣ୍ଡା, ଙ୍କ ସହ ବହୁ ଅଧିକାରୀ, ପିଇଓ, ଯନ୍ତ୍ରୀ ସମୂହ, ହେଡ଼ କ୍ଲର୍କ ରଶ୍ମିତା ମହାପାତ୍ର, ଉପସ୍ଥିତ ଥିଲେ | ସବୁ କାର୍ଯ୍ୟରେ, ସବୁ ସମୟରେ ବ୍ଳକ ଠାରୁ ତହସିଲ, ଏବଂ ସବୁଅଫିସ ସହିତ ଜନସାଧାରଣ ଙ୍କ ର ହିତ ପାଈଁ କାମ କରୁଥିବା ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ଙ୍କୁ ସମାଜ ସେଵୀ ଭାବେ ବିଡ଼ିଓ ଓ ନିର୍ମଳ ଚନ୍ଦ୍ର ସାହୁ, ବ୍ଳକ ଅଧକ୍ଷା ପିଙ୍କି ବେହେରା  ମାନ ପତ୍ର ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଈ ସମ୍ବର୍ଦ୍ଧିତ କରିଥିଲେ |  ଶ୍ରୀ ଦାଶ ଏଥିପାଇଁ ବିଡ଼ିଓ  ଶରତ କୁମାର ପାତ୍ର,ମୁଖ୍ୟ ଅତିଥି ନିର୍ମଳ ଚନ୍ଦ୍ର ସାହୁ, ଅଧକ୍ଷା ପିଙ୍କି ବେହେରା, ଓ ବ୍ଳକଅଧିକାରୀ,ଷ୍ଟାଫ,ଓକର୍ମ      ଚାରୀ ମାନଙ୍କୁ କୃତଜ୍ଞତା ଜଣାଇ ଛନ୍ତି  | ମାଆ ରାମଚଣ୍ଡୀ ବ୍ଳକ ର ସମସ୍ତଙ୍କୁ ଘଣ୍ଟ ଘୋଡାଇ ରକ୍ଷା  କରନ୍ତୁ ଓ ସେମାନଙ୍କ ଓଠରେ ସବୁବେଳେ ହସ ଫୁଠାନ୍ତୁ ବୋଲି ସାମ୍ବାଦିକ  ମାଆଙ୍କପାଖେ ପାର୍ଥନା କରିଛନ୍ତି |

News Comment

You Might Also Like

BACK TO TOP