Breaking News

ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||     

ପୁରୁଷୋତ୍ତମପୁର ଏନଏସି ମେଡିକାଲ ରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ |

08-Jan-2026

ପୁରୁଷୋତ୍ତମପୁର ମେଡିକାଲ ରୋଗୀ କଲ୍ୟାଣ ସମିତିରେ ନୂଆଁ କମିଟି ଚୟନ ଓ ବୈଠକ,

   ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ମେଡିକାଲ  ପରିସରରେ ନୂଆଁ ବର୍ଷ ର ପ୍ରଥମ ସପ୍ତାହରେ ଆଜି ରୋଗୀ କଲ୍ୟାଣ ସମିତିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ମେଡିକାଲ ଇନଚାର୍ଜ  ଶିବାଶିଷ ଗୋସ୍ୱାମୀଙ୍କ ପୌରୋହିତ୍ୟରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଭାଟ କୁମରଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡ଼କ୍ଟର ମନୋଜ କୁମାର ମିଶ୍ର ମଞ୍ଚାସିନ ଥିଲେ |ଏହି ବୈଠକରେ ରୋଗୀ କଲ୍ୟାଣ ସମିତି ର ଆୟ ବ୍ୟୟ ଓ ଏହି ମେଡିକାଲ ର ଡାକ୍ତରନିଯୁକ୍ତି, ଷ୍ଟାଫ, ନର୍ସ, ଓ ଅନ୍ୟନ୍ୟ ଭିତିଭୂମି ସହିତ ବହୁଅର୍ଥ ରେ ନିର୍ମିତ ଆଉଟ ଡୋର କୋଠାର ଆରମ୍ଭ, ରୋଗୀ ସେବା, ହସ୍ପିଟାଲ ପରିଚାଳନା ଓ ରୋଗୀଙ୍କ ମୌଳିକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହାକୁ ଉପସ୍ଥାପନା କରିଥିଲେ ବାଡା ମେଡମ ||ବୈଠକରେ  ପୁରୁଣା ସଦସ୍ୟମାନଙ୍କୁ  ବିଦାୟ ଦିଆଯାଇ ନୂତନ ସଦସ୍ୟ ଙ୍କୁ ଦାଇତ୍ୱ ଦିଆଯାଇଥିଲା  | ନୂଆ ସଦସ୍ୟ ମାନଙ୍କ ଦ୍ବାରା ସମିତିକୁ ପୁନର୍ଗଠନ କରାଯାଇଛି । ଏହି ପୁନର୍ଗଠନର ମୂଳ ଲକ୍ଷ୍ୟ ହେଉଛି ସମିତିକୁ ଅଧିକ ସକ୍ରିୟ, ଓ କ୍ରିୟାଶୀଳ, ପାରଦର୍ଶୀ ଓ ଲୋକାଭି ମୁଖୀ କରି ରୋଗୀଙ୍କ ହିତରେ ଦ୍ରୁତ ପଦକ୍ଷେପ ଗ୍ରହଣ କରିବା। ବୈଠକରେ ମୁଖ୍ୟ ଆଲୋଚିତ ବିଷୟ ଥୁଲା ହସ୍ପିଟାଲରେ ପରିମଳ ବ୍ୟବସ୍ଥା ଓ ସଫା-ସୁତୁରାକୁ ଅଧିକ ଗୁରୁତ୍ବ, ରୋଗୀଙ୍କ ପାଇଁପାନୀୟ ଜଳ, ବିଦ୍ୟୁତ ସୂବିଧାରସୁଦୃଢ଼ିକରଣ,ନିରାମୟ ର ମାଗଣା ଔଷଧ  ବିତରଣ ଓ ଚିକିତ୍ସାର ଉନ୍ନତି କରଣ, ଛୋଟ ଛୋଟ ମରାମତି ଓ ରୋଗୀ ସୁବିଧା ପାଇଁ ଫଣ୍ଡକୁ ତୁରନ୍ତବ୍ୟବହାର କରିବା ଏବଂଚବିଶ ଘଣ୍ଟିଆ ଆମ୍ବୁଲାନ୍ସ ସେବାକୁ  ସକ୍ରିୟ ରଖୁବା |ଏହାସହ ହସ୍ପିଟାଲର ବିଭିନ୍ନ ପରୀକ୍ଷା ଲ୍ୟାବ, ଜରୁରୀ  କାଳୀନ ସେବା ଓ ବେଡ୍ ସଂଖ୍ୟାକୁବୃଦ୍ଧି କରିବା ଦିଗରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଗଲା  |  ରୋଗୀ କଲ୍ୟାଣ ସମିତି ରେ ବିଧାୟକ ଙ୍କ ସୁପାରିଶ ରେ ନୂଆଁ ସଦସ୍ୟ ମାନେ ହେଲେ ପୃଥ‌ିବୀ ରାଜ ମହାପାତ୍ର, ମନୋଜ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ସନ୍ତୋଷ କୁମାର ପଣ୍ଡା ଓ ଯମୁନାବେହେରା।  ବୈଠକରେ ନୂଆଁ ସଦସ୍ୟ ମାନେ ଉପସ୍ଥିତ ରହିଦୂର ଦୁରାନ୍ତରୁ ଚିକିତ୍ସା ପାଈଁ ଆସୁଥିବା ରୋଗୀଙ୍କ ସମସ୍ୟା ର ଆଶୁ ସମାଧାନ, କରିବା ଉପରେ ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଲେ | ବିଧାୟକ କହିଥିଲେ ଏହି କମିଟି ପ୍ରତି ୩ମାସରେଥରେ ବସି ଏହାର ଅସୁବିଧା  ଓ ସୁବିଧା ଉପରେ ଗୁରୁତ୍ୱ ଦେବେ |କିଛି ଅସୁବିଧା ର ତୁରନ୍ତ ସମାଧନ କରିବାକୁ ବିଧାୟକ ଇନଚାର୍ଜ ଙ୍କୁ ନିର୍ଦେଶ ଦେଲେ | ଏବଂ ଶେଷରେ ଇନଚାର୍ଜ ସମସ୍ତଙ୍କୁ ଧନ୍ୟବାଦ ଦେଈ ସଭା ସାଙ୍ଗ କରିଥିଲେ |

News Comment

You Might Also Like

BACK TO TOP