Breaking News

ଗୋଶାଣୀ ନୂଆଙ୍ଗା ପୋଲିସ ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣ ଗିରଫ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||      କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||     

ଅର୍ଥ ତୋଷାରପାତ ଅଭିଯୋଗ ରେ ପଞ୍ଚାୟତ ଅଧିକାରୀ ନିଲମ୍ବିତ |

05-Dec-2025

ଅର୍ଥ ତୋଷାରପାତ ଅଭିଯୋଗରେ ପଞ୍ଚାୟତ ଅଧିକାରୀ ନିଲମ୍ବିତ।

 ଓଡିଶ ଜନ ମତ , କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର,

ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରେନ୍ଦ୍ର କୁମାର ଶାସ୍ତ୍ରୀ ଙ୍କୁ ତାରାସିଂ ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସୁଚନା ଅନୁଯାୟୀ ଜଣାପଡିଛି ଯେ ଗତ କିଛି ମାସ ହେଲା ଉକ୍ତ ପଞ୍ଚାୟତ ରେ ଅର୍ଥ ଠକେଇ ବିଷୟରେ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହେଉଥିଲା ଓ ଅଭିଯୋଗ ଗ୍ରହଣ କରି ବିଡ଼ିଓ ଭାରତୀ ଦେବୀ ଏକ ଟିମ୍ କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଟିମ୍ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ଲୋକମାନଙ୍କ ଦେୟ ଅର୍ଥ ଯାଞ୍ଚ କରିବା ପାଇଁ ଚାହିଁଲେ। କିନ୍ତୁ ପିଇଓ ଶାସ୍ତ୍ରୀ ତଦନ୍ତ ରେ ସହଯୋଗ କରିନଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଟିମ୍ ର ତଦନ୍ତ ରିପୋର୍ଟ କୁ ଭିତ୍ତି କରି ତାରା ସିଂ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ପଞ୍ଚାୟତ ଅଧିକାରୀ କୁ ମାମଲା ନଂ ୪୨୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

News Comment

You Might Also Like

BACK TO TOP