Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

କୋଦଳା ଖରୁଡ଼ା ସାହିରେ ଆଠଦିନ ଧରି ଚାଲିଥିବା ମା ମହାଲକ୍ଷ୍ମୀ ପୂଜା ସମାପନ |

04-Dec-2025

ଦୀର୍ଘ ଆଠ ଦିନ ପରେ କୋଦଳା ଖରୁଡ଼ା ସାହିରେ ସରିଲା ମା ମହାଲକ୍ଷ୍ମୀ ପୂଜା ଓ  ପୂର୍ଣ୍ଣାହୂତି |

     ଓଡିଶା ଜନ ମତ  ବ୍ୟୁରୋ,

 ପବିତ୍ର ମାର୍ଗଶିର ଶୁକ୍ଳପକ୍ଷ ଅଷ୍ଟମୀ ଗୁରୁବାର ରେ କୋଦଳା ରେ ପ୍ରଥମ ଥର ପାଇଁ ବହୁ ଆଡମ୍ବର ସହିତ ଆରମ୍ଭ ହୋଇଥିବା ମା ମହାଲକ୍ଷ୍ମୀଙ୍କ କଳସ ଯାତ୍ରା, ଏକ କୁଣ୍ଡିଅ ଘୃତ ଯଂଜ୍ଞ ପୂଜା, ହୋମ, ଆଳତି ଖଡ଼ୁରାସାହି ରେ ଆଧ୍ୟାତ୍ମିକ ପରିବେଶ ଓ ଆନନ୍ଦ ଉଲ୍ଲାସ ସାହିତ  ହୋଇ ଥିବା ଏହି ପୂଜା ହୋମ, ମହା ଆଳତି ର ଆଜି ଉଦଯାପନ ହୋଇ ଯାଇଛି | ଏଥି ସହିତ  ଦିବ୍ୟ  ଅଷ୍ଟ ଲକ୍ଷ୍ମୀ ଙ୍କ ପୂଜାର୍ଚନା କୁଙ୍କୁମ ମାର୍ଜନା ସହିତ ଏକ କୁଣ୍ଡିୟ ବିଶ୍ୱକଲ୍ଯାଣ ଯଜ୍ଞ ପଣ୍ଡିତ ଉପାଶକ ଶ୍ରୀ ସପନ କୁମାର ଶତପଥୀ ଙ୍କ ତତ୍ବାବଧାନ ରେ ସହଯୋଗୀ ବିଦ୍ଵାନ ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ଵନୀ ରେ        ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ପ୍ରଦୀପ କୁମାର ପାଢ଼ୀ ଓ ଧର୍ମପତ୍ନୀ  ହେମଲତା ପାଢ଼ୀ କାର୍ଯ୍ୟଭାର ସମ୍ଭାଳିଛନ୍ତି । ବୁଧବାର ଅପରାହ୍ନ ରେ  ନୀତି  ନିଘଣ୍ଟ ଅନୁଯାଇ ଖଡୁରା ସାହିର ପ୍ରତ୍ୟକ ଘରୁ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ଦେଉଳ ବନ୍ଧ ରେ ପୂଜାର୍ଚନା କରି ପୁର୍ଣ କଳସ ମୁଣ୍ଡରେ ଧରି କୋଦଳାର ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ପୂଜାର୍ଚନା ପରେ ନଗର ପରିକ୍ରମାକରି କୋଦଳା ବିଜେ ଜଗନ୍ନାଥ ମନ୍ଦିର ରୁ ମହାଲକ୍ଷ୍ମୀ ଙ୍କ ଆଜ୍ଞାମାଳ ଧରି ଅସ୍ଥାୟୀ ମନ୍ଦୀର ର ଯଜ୍ଞ ସ୍ଥଳ ରେ ପ୍ରବେଶ କରିଥିଲେ  | ଏବଂ ଅଙ୍କୁରା ରୋପଣ କାର୍ଯ୍ୟ ଆରମ୍ଭ କରି ଥିଲେ । ଗୁରୁବାର ବ୍ରାହ୍ମଣ ବରଣ ସହିତ ଦେବୀଙ୍କ ଚକ୍ଷୁ ଉନମିଳନ ଓ ଅଗ୍ନୀ ସ୍ଥାପନ କାର୍ଯ୍ୟକ୍ରମ ଅ।ୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆଜ ରାତ୍ରିରେ ପୂର୍ଣାହୁତିହୋଇ ଯାଇଛି |ଆସନ୍ତା କାଲି  ମାଙ୍କୁ ମେଲାଣି ସହିତ ବିସର୍ଜନ କରିବା ପାଇଁ ନିଷ୍ପତି ହୋଇଥିବା ଜଣା ପଡ଼ିଛି । ସୁସଜ୍ଜିତ ମେଢ଼ ମଧ୍ୟରେ ମା ମହାଲକ୍ଷ୍ମୀ ବିରାଜମାନ
ପୂଜା ଅନୁଷ୍ଠିତ ହେବପାଇଁ ସ୍ଥିର ହୋଇଛି । କୋଦଳା ଅଞ୍ଚଳ ରେ ସମସ୍ତ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମଥର ମାମହାଲକ୍ଷ୍ମୀ ଙ୍କ ପୂଜା ହେଉଥିବାରୁ ଭକ୍ତ ଙ୍କ ମନରେ ଆଗ୍ରହ ପ୍ରକାଶ ପାଇଛି ଏବଂ ମା ଙ୍କୁ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଖଡ଼ୁରା ସାହି ବାସିନ୍ଦା ନିବେଦନ କରିଛନ୍ତି।  ଆଠ ଦିନ ହେଲା ପ୍ରତ୍ୟହ  ସୂର୍ଯ୍ୟ ପୂଜା, ଗୋପୂଜା, ସନ୍ଧ୍ୟା ଅଳତୀ, ସହିତ ପର୍ଯ୍ୟାୟ କ୍ରମେ ୧୦୦୮ ଧାତ୍ରୀ ପଲ୍ଲବାର୍ପଣ, ଅଷ୍ଟଲକ୍ଷ୍ମୀ ଅର୍ଚ୍ଚନାକୁଙ୍କୁମାରର୍ଜନ, କାମଧେନୁପୂଜା, ନବ ବିର୍ଚ୍ଚନା, ବରୁଣାର୍ଚ୍ଚନା, ଭଳି କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ବିଦ୍ୱାନ ପାଣ୍ଡିତ ଙ୍କ ସହ  ପୂଜା ପରିଚାଳନା କମିଟି, ସାହି ବାସିନ୍ଦା ଓ ଯୁବ ମଧ୍ୟମ ଗୋଷ୍ଟି ର ଲୋକମାନେ ମହିଳା ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ  ବର୍ତମାନ ର ଏନସି ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ ଓ ତାଙ୍କ ଧର୍ମ ପତ୍ନୀ, ଏବଂ ପୂର୍ବତନ  ନଗର ପାଳ ହର ପ୍ରସାଦ ସାହୁ ଏବଂ ତାଙ୍କ ଧର୍ମ ପତ୍ନୀ ଙ୍କ ସହ ସେମାନଙ୍କ କର୍ମୀ ସହଯୋଗୀ ମାନେ ପୂଜାକୁ ଆସି ମାଆଙ୍କ ସାନିଧ୍ୟ ପାଇବାସହିତ କୋଦଳା ଓ ଜନ ସାଧାରଣ ଙ୍କ ମଙ୍ଗଳ ପାଈଁ ଏବଂ ପ୍ରତିବର୍ଷ ଯେପରି ପୂଜା ହେବ ସେଥି ପାଈଁ ମଧ୍ୟ ମାଆଙ୍କ ପାଖରେ ପାର୍ଥନା କରିଥିଲେ | ଏହା ସହିତ ସେହି ସାହିର ଓ ନଗରର ଲୋକ ମାନଙ୍କ ବନ୍ଧୁ, ବାନ୍ଧବ,ଆତ୍ମୀୟ ସ୍ୱଜନ ଏହି ପୂଜା ଦେଖିବାକୁ ଆସିବା ସହିତ ବହୁ ମହିଳା କୁଙ୍କୁମ  ପୂଜା କରିବା ପାଈଁ ମାଆଙ୍କ ସମ୍ମୁଖ ରେ ବସି  କୁଙ୍କୁମ ଦେଈ ମାଆଙ୍କ ଅପାର କରୁଣା   ପାଇଥିଲେ | ସର୍ବ ଶେଷରେ କୋଦଳା ର କିଛି ବଦାନ୍ୟ ବ୍ୟକ୍ରି ଙ୍କ ସାହାଯ୍ୟ ଓ ସହଯୋଗ ରେ ଆଠ ଦିନଧରି ଲାଗିଥିବା ପୂଜା ର ପରିସମାପ୍ତି ଘଟିଛି  | ପୁଣି ଯଦି  ଅର୍ନପୂର୍ଣ୍ଣାଙ୍କ ଦୟା ହେବ ତେବେ ଆସନ୍ତା ବର୍ଷ ପୂଜା ପାଈଁ ଅପେକ୍ଷା   |

News Comment

You Might Also Like

BACK TO TOP