Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଚୋରା ଗୋରୁ ଚାଲାଣ କରୁଥିବା ବ୍ୟକ୍ତିକୁ ସୂଚନା ଦେଈ ପୋଲିସ କନେଷ୍ଟେବଳ ଗିରଫ |

03-Dec-2025

ଖାକିରେ ଲାଗିଲା ଦାଗ,
ଚୋରା ଗୋଚାଲାଣ  କରୁଥିବା ମାମଲାରେ କନେଷ୍ଟବଳ ଗିରଫ,

         ଓଡିଶା ଜନ ମତ ବ୍ୟୁରୋ,

ଖାକି ଭଳି ବର୍ଦୀରେ କଳଙ୍କର ଦାଗ ଲାଗିଯାଇଛି | ଅର୍ଥ ପାଈଁ ଜଣେ ସମାଜ ରକ୍ଷକ ଭକ୍ଷକ ସାଜି ଜେଲ ଯିବା ଘଟଣା କୁ ନେଇ ସବୁଠାରେ ଚର୍ଚ୍ଚା ଲାଗିଛି | ତାହାପୁଣି ଜଣେ ପୋଲିସ ଙ୍କ ଖେତ୍ରରେ ||ଗୋମାତାକୁ ହିନ୍ଦୁ ଧର୍ମରେ ପୂଜା କରାଯାଉଥିବା ବେଳେ ଜିଲ୍ଲାରେ ଦ୍ରୁତ ବେଗରେ ଚୋରା ଗୋଚାଲାଣ ବଢି ଚାଲିଛି ଏବଂ ଗୋବଂଶ ଲୋପ ପାଇବାକୁ ଦସିଛି। ଏଥିପାଇଁ କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଦାୟୀ ନୁହନ୍ତି, ହିନ୍ଦୁ ସମ୍ପ୍ରଦାୟର କିଛି ଧର୍ମଦ୍ରୋହୀ ମାନଙ୍କ ସାହାଯ୍ୟରେ ଏହି ଅମାନବୀୟ ଧର୍ମଦ୍ରୋହୀ କାର୍ଯ୍ୟ ଚାଲିଛି, ଏପରିକି ଜିଲ୍ଲା ପୋଲିସର କିଛି ଅସାଧୁ କର୍ମଚାରୀ ମଧ୍ଯ ଏହି ଧର୍ମଦ୍ରୋହୀ କାର୍ଯ୍ୟରେ ସାମିଲ ଅଛନ୍ତି । ସେହିଭଳି ଗତକାଲି ଲକୋଇ ଥାନା ଅଂଚଳରେ ଚୋରା ଗୋଚାଲାଣ ବେଳେ ତେଲକୋଇ ଥାନା ପାଲିସ ଚଢ଼ାଉ କରି ୧୩ଟି ଗାଈ ଓ ଗୋଚାଳ ଲାଣରେ ବ୍ୟବହୃତ ୩ଟି ଗାଡ଼ି ଜବତ କରିଛି। ଏହି ଘଟଣାରେ ଗୋମାଫିଆ ମାନେ ପୋଲିସ ଆଖ‌ିରେ ଧୁଳିଦେଇ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ, ଗୋ ମାଫିଆଙ୍କୁ ପୋଲିସର ଗତିବିଧ‌ି ସମ୍ପର୍କରେ ପୁର୍ବରୁ ସୂଚନା ଦେଉଥୁବା ତେଲକୋଇ ଥାନାର
କନେଷ୍ଟବଳ ଗୌରହରି ପାତ୍ରକୁ ଗିରଫ କରି ଏକ ମାମଲା ( ନଂ ୩୨୨/୨୫ ) ରଜୁ କରି କୋର୍ଟ ଚାଲାଣ କରିଛି ତେଲକୋଇ ଥାନା ପୋଲିସ । ଗିରଫ ଅଭିଯୁକ୍ତ କନେଷ୍ଟବଳ ଗୋ ମାଫିଆ ମାନଙ୍କ ଠାରୁ ଟଙ୍କା ନେଇ ପୋଲିସର ଗତିବିଧ‌ି ସମ୍ପର୍କରେ ପୁର୍ବରୁ ଗୋ ମାଫିଆ ମାନଙ୍କୁ ସୂଚନା ଦେଉଥିବାରୁ, ମାଫିଆ ମାନେ ସତର୍କ ହୋଇଯାଉଥିଲେ । ତେଣୁ ସେମାନଙ୍କୁ ଧରିବା ପୋଲିସ ପକ୍ଷେ କଷ୍ଟ ସାଧ୍ଯ ହେଉଥିଲା । ଉକ୍ତ ଘଟଣାରେ ମଧ୍ୟ ଗୋ ମାଫିଆ ମାନେ ଗିରଫ ଅଭିଯୁକ୍ତ କନେଷ୍ଟବଳ ଗୌରହରି ପାତ୍ର ପାଖରୁ ପ୍ରାକ୍ - ସୂଚନା ପାଇ ଗୋରୁ ଏବଂ ଗୋରୁ ବୋଝେଇ ଗାଡ଼ି ଛାଡି ଫେରାର ହେବାରେ ସକ୍ଷମ ହୋଇଛନ୍ତି। ତେବେ ସାଧାରଣରେ ଚର୍ଚ୍ଚା ହେଉଛି `ବାଡ଼ ଯଦି ଫସଲ ଖାଇବ, ତାକୁ ଜଗିବ କିଏ’। ଜନ ସାଧାରଣ ଙ୍କ ମାନ୍ୟବର କୋର୍ଟ ଙ୍କୁ ନିବେଦନ ଏହିକି ଯେ ଧର୍ମଦ୍ରୋହୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତ କୁ କଠୋର ରୁ କଠୋର ଦଣ୍ଡ ବିଧାନ କଲେ ଅନ୍ୟ ଏହାକୁ ଦେଖି କୌଣସି ହିନ୍ଦୁ ପୋଲିସ ଏପରି କାର୍ଯ୍ୟ କରିବାକୁ ସାହସ କରିବ ନାହିଁ |

News Comment

You Might Also Like

BACK TO TOP