Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବିପଦ ପୂର୍ଣ୍ଣ କୋଠାରେ ପିଲାଙ୍କ ପାଠ ପଢା |ସରକାରଙ୍କୁ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟକାରୀ ଶୂନ ||

12-Nov-2025

ବିପଦ ସଂକୁଳ  ଅଙ୍ଗନୱାଡି ଘରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ,

    ଓଡିଶା ଜନ ମତ ବ୍ୟୁରୋ

ସରକାର ପିଲାମାନଙ୍କ ପଢିବା ପାଇଁ ସବୁପ୍ରକାର ବ୍ୟବସ୍ତା କରି ଥାନ୍ତି | କିନ୍ତୁ ଏପରି ଏକ ବିପଦ ପୂର୍ଣ୍ଣ ଘରେ ବସି ପିଲାମାନେ ପାଠ ପଢୁଛନ୍ତି | କେତେବେଳେ କଣ ହେବ କିଏ ଜାଣିନାହାନ୍ତି, ଭଗବାନହିଁ ଭରଷା | ସାମାନ୍ୟ ବର୍ଷା ହେଲେ ଆଜବେଷ୍ଟରୁ ଗଳୁଛି ପାଣି |ଛୋଟ, ଛୋଟ ପିଲାମାନେ ନାହିଁ ନଥିବାର ଅସୁବିଧା ଭୋଗ  କରୁଛନ୍ତି | ଏମିତି ଏକ ସ୍କୁଲ ହେଉଛି ନିଆଳି ବଜାରରେ ଥିବା  ବହୁ ପୁରାତନ ହାଇସ୍କୁଲ ୧୯୪୭ ମସିହାରେ ଏହି ସ୍କୁଲ ସ୍ଥାପନ ହୋଇଥିବା ବେଳେ ଏଠାରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ପ୍ରାୟତଃ ୫ ଶହ ଜଣ ଛାତ୍ର,ଛାତ୍ରୀ ଏହି ଏହି ବିଦ୍ୟାଳୟ ରେ ପଢ଼ୁ      ଥିବା ବେଳେ ଶ୍ରେଣୀ ଗୃହ ର ଆଜବେଷ୍ଟ ଗୁଡିକ ବହୁ ପୁରୁଣା ଓ ଭାଙ୍ଗିଯାଇଛି । କେତେକ ଛାତ ଘର ବହୁ ବର୍ଷ ହୋଇଥିବାରୁ ଏହା  ବିପଦ ସଂକୁଳ ଅବସ୍ଥାରେ ରହିଛି । ସାମାନ୍ୟ ଟିକେ ବର୍ଷା ହେଲେ ଆଜବେଷ୍ଟ ରୁ ପାଣି ଗଳୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ାରେଘୋର ଅସୁବିଧା ର ସମୁଖୀନ ହେଉଛନ୍ତି। ଏହି ବିଦ୍ୟାଳୟ ଟି ଗତ ସର ସରକାର ସମୟରେ ୫ ଟି ରେ କାମ ହୋଇଥିଲେ ମଧ୍ୟ ନୂତନ ଶ୍ରେଣୀ ଗୃହ  କରାଯାଇ ନଥିଲା । ଏମିତି କି ଉକ୍ତ ବିଦ୍ୟାଳୟ  କୁ ଦୁଇ, ଦୁଇଜଣ  ବିଧାୟକ ବିଭିନ୍ନ ସମୟରେ ଅତିଥି ହୋଇ ଆସିଥ‌ିବା ବେଳେ ଉକ୍ତ ବିଦ୍ୟାଳୟ ର କିଭଳି ଉନ୍ନତି ହେବ ସେ ନେଇ ଗୁରୁତ୍ଵ ଦେବାକୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି । ଯଦି କୌଣସି କାରଣରୁ ଘର ର ଛାତ ଭୁଶୁଡି ଯାଏ, କିମ୍ବା ଅଦିନିଆ ପବନରେ ଆଜବେଷ୍ଟ ଭାଙ୍ଗି ଯାଏ ତେବେ ପିଲାମାନଙ୍କ ଯଦି କିଛି ଅସୁବିଧା ହେବ ସେଥିପାଇଁ ସରକାର ଦାୟିରହିବେ ବୋଲି ସ୍କୁଲ  ପରିଚାଳନା କମିଟି କହିଛନ୍ତି | ତେବେ ସ୍କୁଲ ର ପୁନଃ ରୁଦ୍ଧାର କେବେ ହେବ ନାଁ ପିଲାଙ୍କ ଜୀବନ କୁ ନେଇ ପ୍ରଶାସନ ଓ ରାଜ୍ୟ ସରକାର ଖେଳିବେ ତାହା ଦେଖିବା କୁ ବାକି ରହିଛି  |

News Comment

You Might Also Like

BACK TO TOP