Breaking News

ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||     

ତିରୁପତି ମନ୍ଦିର ରେ ଅପମିଶ୍ରିତ ଘିଅ ଯୋଗାଉଥିବା ବ୍ୟକ୍ତି ଙ୍କ କଳା କାରନାମା |

12-Nov-2025

ପଦାକୁ ଆସିଲା ତିରୁପତି ମନ୍ଦିର ରେ ଘିଅ ପାଇଁ ଟେଣ୍ଡେର ନେଇଥିବା ବ୍ୟକ୍ତିଙ୍କ ନାମ ତାଲିକା,

    ଓଡିଶା ଜନ ମତ ବ୍ୟୁରୋ,

ତିରୁପତି ମନ୍ଦିର ଲଡୁରେ ଘିଅ ଅପମିଶ୍ରଣ ଘଟଣା,
କ୍ଷୀର ନ ଥୂବା କମ୍ପାନୀ ୫ବର୍ଷରେ ଯୋଗାଇଛି ୬୮ଲକ୍ଷ କିଲୋ ଅପମିଶ୍ରିତ ଘିଅ,ଠାକୁରଙ୍କ ନାମରେ ବି ଜାଲିଆତି, ମାନିଲେନି ଧର୍ମ, ବିଶ୍ୱାସ, ଭକ୍ତିର  କଥା  | ଭାରତ ତଥା ଭାରତ ବାହାରେ ଅନ୍ୟ ଦେଶରେ ନାମ ରହିଥିବା ଆନ୍ଧ୍ରପ୍ରଦେଶ ତିରୁମାଲାର ତିରୁପତି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଆକାରରେ ଦିଆଯାଉଥିବା ଲଡୁରେ ବ୍ୟବହୃତ ଘିଅ ଅପମିଶ୍ରଣ ସମ୍ପର୍କିତ ଘଟଣ ଉପରେ ସିବିଆଇ ଚଳାଇଥିବା ତଦନ୍ତରେ ଚାଞ୍ଚଲ୍ୟକର ତଥ୍ୟ ନଜରକୁ ଆସିଛି । ତିରୁପତି ମନ୍ଦିରକୁ ଘିଅ ଯୋଗାଣ କରୁଥିବା ଉତ୍ତରାଖଣ୍ଡର ଭୋଲେ ବାବା ଅର୍ଗାନିକ ଡାଏରୀ କମ୍ପାନୀ ଘିଅ ପ୍ରସ୍ତୁତ କରିବା ଲାଗି  କ୍ଷୀର କିମ୍ବା ଲହୁଣି କେଉଁଠାରୁ ସଂଗ୍ରହ କରୁ ନଥିଲା । ଘିଅ ପ୍ରସ୍ତୁତ ପାଇଁ କମ୍ପାନୀ ସମ୍ପୂର୍ଣ ରୂପେ  ରାସାୟନିକ ପଦାର୍ଥ ଉପରେ ନିର୍ଭର କରୁଥିଲା। ସିବିଆଇର ସ୍ବତନ୍ତ୍ର  ତଦନ୍ତକାରୀ ଦଳ ଅଦାଲତରେ ଏହି ତଥ୍ୟ  ଉପସ୍ଥାପନ କରିଛନ୍ତି । ଅଜୟ କୁମାର ସୁଗନ୍ଧ ନାମକ ଜଣେ  ବ୍ୟକ୍ତି କମ୍ପାନୀକୁ ସମସ୍ତ ରାସାୟନିକ ସାମଗ୍ରୀ ଯୋଗାଉଥିଲା।
ଅଜୟର କହିବା ଅନୁଯାୟୀ ମୋନୋଡାଇଗ୍ଲେସେରାଇଡ, ଏସିଟିକ୍ ଏସିଡ, ଲାକଟିକ୍ ଏସିଡ୍, ବେଟା କାରୋଟିନ୍, କୃତ୍ରିମ ଘିଅର ଏ ଆଦି ଉପଯୋଗ କରାଯାଇ ଘିଅ  ପ୍ରସ୍ତୁତିରେ ପ୍ରସ୍ତୁତ କରାଯାଉ ଥିଲା। ଏହିସବୁ ରାସାୟନିକ ପଦାର୍ଥ ସହିତ ପାମ୍ ତେଲ  ଓ ପାମ୍ କାର୍ଣ୍ଣେଲ ଏହିସବୁବ୍ୟବହାର ହେଉଥିଲା |ରାସାୟନିକ ପଦାର୍ଥ ବ୍ୟବହାର କରି କମ୍ପାନୀ ୨୦୧୯ରୁ ୨୦୨୪ ମଧ୍ୟରେ ତିରୁପତି ମନ୍ଦିରକୁ ୬୮ଲକ୍ଷ କିଲୋ ଘିଅ ଯୋଗାଇଥିଲା। ଯାହାର ମୂଲ୍ୟ 250 କୋଟି ଟଙ୍କା। ଭୋଲେ ବାବା ଅର୍ଗାନିକ ଡାଏରୀ ମାଲିକ ହେଉଛନ୍ତି ଉତ୍ତରାଖଣ୍ଡ ଭଗବାନପୁରର ପୋମିଲ ଜୈନ ଓ ବିପିନ ଜୈନ। ସିବିଆଇ ସ୍ଥାନୀୟ ଅଞ୍ଚଳର ଦୁଗ୍ଧ ଚାଷୀଙ୍କୁ ପଚରାଉଚରା କରି ଜାଣିବାକୁ ପାଇଥିଲା ଯେ କମ୍ପାନୀ ୫ବର୍ଷ ମଧ୍ୟରେ କୌଣସି ଠାରୁ ଟୋପାଏ ହେଲେ କ୍ଷୀର କିମ୍ବା ଲହୁଣି କିଣି ନାହିଁ । ତେବେ ରାସାୟନିକ ସାମାନ ରେ ଘିଅ ପ୍ରସ୍ତୁତ କରିଠାକୁର ଏବଂ ଭକ୍ତଙ୍କ ଭାବା ବେଗ ସହିତ ଖେଳୁ ଥିଲା | ସେମାନେ ଭାବୁଥିଲେ ଏପରି କରି ସେମାନେ ସବୁଦିନେ  ଠାକୁରଙ୍କୁ ଠକିବେ | ତେବେ ପ୍ରଭୁ ଭଗବାନ ଏହି ଘଟଣା ର ଫର୍ଦଫ୍ଲାସ କରିଦେଲେ | ତେବେ ଭକ୍ର ଙ୍କ କହିବା କଥା ଯେଉଁମାନେ ଏହିଭକି ହୀନ ମାନ୍ୟ କାର୍ଯ୍ୟରେ ସମ୍ପୃକ୍ତି ଅଛନ୍ତି ସେମାନଙ୍କୁ ମାବ୍ୟବର ସୁପ୍ରିମ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କଲେ ଅନ୍ୟମାନେ କେବେବି ଏପରି କାର୍ଯ୍ୟ  କରିବାକୁ ସାହସ କରିବେ ନାହିଁ |

News Comment

You Might Also Like

BACK TO TOP