Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ବାଲୁଙ୍ଗା ଏସବି ଆଇ ରୁ ସୁନା ଅଳଙ୍କାର, ଟଙ୍କା ଆତ୍ମ ସାତ ହୋଇଥିବାର ଥାନାରେ ଏତେଲା |

08-Nov-2025

ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କାଏସଵିଆଇ ରୁ ଆତ୍ମସାତ ଅଭିଯୋଗ,

      ଓଡିଶା ଜନ ମତ ବ୍ୟୁରୋ,

 ଭାରତୀୟ ଷ୍ଟେଟ ବ୍ୟଙ୍କ ଅଫ ଇଣ୍ଡିଆ ରୁ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଆତ୍ମସାତ ହୋଉ ଥିବାର ଅଭିଯୋଗ କରାଯାଇଛି | ଘଟଣା ଟି ଘଟିଛି ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଲୁଗାଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ, ଉକ୍ତ ବ୍ୟାଙ୍କର ଜନୈକ କର୍ମଚାରୀ ବନ୍ଧକ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଆତ୍ମସାତ କରିଥିବା ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି।ଚଳିତଅଗଷ୍ଟ ୫ ରେ ବାଲୁଗାଁ ଏସ୍‌ବିଆଇ ଶାଖା ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ କୁମାର ସେଠି ବାଲୁଗାଁ ଥାନାରେ ଦେଇଥିବା ଅଭିଯୋଗ ମୁତାବକ ଉକ୍ତ ବ୍ୟାଙ୍କରେ କାର୍ଯ୍ୟରତ ଥ‌ିବା ତତ୍କାଳୀନ ବରିଷ୍ଠ ସହାୟକ ( ସିନିୟରଆସୋସିଏଟ,
କ୍ୟାସ ଇନଚାର୍ଜ) ଜିତେନ୍ଦ୍ର କୁମାର ବିଶ୍ଵାଳ ଅନ୍‌ଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ସହିବା ପରେ ଏହାର ଭରଣା ପାଇଁ ବାଲୁଗାଁ ଏସ୍‌ବିଆଇରେ ଗ୍ରାହକଙ୍କ ବନ୍ଧକ ଥିବା ୧୨ ପ୍ୟାକେଟ ସୁନା ଅଳଙ୍କାର ଆଣି ବାଲୁଗାଁରେ ଥିବା ଏକାଧୂକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ବନ୍ଧା ରଖ୍ ଟଙ୍କା ଆତ୍ମସାତ୍ କରିଥିଲେ।ଅନୁରୂପ ଭାବେ ଏସ୍‌ବିଆଇ ଏଟିଏମରେ ଭର୍ତ୍ତି ପାଇଁ ଆସିଥିବା ୬ ଲକ୍ଷ ୨୭ ହଜାର ଟଙ୍କା ଏବଂ ବ୍ୟାଙ୍କରୁ ୭୫ ହଜାର ନଗଦ ଟଙ୍କା ମଧ୍ୟ ଆତ୍ମସାତକରିଥିବା ଅଭିଯୋଗ ହୋଇଛି।ସୁନା ଅଳଙ୍କାର ମୂଲ୍ୟ ଓ ନଗଦ ଅର୍ଥ ମିଶାଇ ସମୁଦାୟ ୭୬ ଲକ୍ଷ ୯୮ ହଜାର ଟଙ୍କା ସେ ଆତ୍ମସାତ କରିଥିବା ଥାନାରେ ଅଭି ଯୋଗ ହୋଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ ଏ ବିଷୟ ନେଇ ନିଜେ ଶ୍ରୀ ବିଶ୍ଵାଳ ଜୁଲାଇ ୨୭ ରେ ଭୁବନେଶ୍ଵର ଏସବିଆଇ ସର୍କଲ ଚିଫ ଜେନେରାଲ ମ୍ୟାନେଜର ଏବଂ ଜୁଲାଇ ୨୯ ରେ ବାଲୁଗାଁ ଶାଖା ମୁଖ୍ୟ ପ୍ରବନ୍ଧ ବନ୍ଧକଙ୍କୁ ଚିଠି ଦ୍ଵାରା ଜଣ ଫେରାର ହୋଇଯାଇଛନ୍ତି।  ଅନୁରୂପ ଭାବେ ଅନ୍‌ଲାଇନ ଟ୍ରେଡିଂରେ କ୍ଷତି ଦ୍ବାରା ସେ ଦୀର୍ଘ ଦିନ ଧରି ମାନସିକ ଚାପରେ  ଥିଲେ ଏବଂ ଭବିଷ୍ୟତରେ ହେବ ଯଦି ଆତ୍ମହତ୍ୟା କରିପାରନ୍ତି ତେଣୁ ଉକ୍ତ ଆତ୍ମସାତ ଘଟଣାରେ ଯାହା ଆଇନଗତ କାର୍ଯ୍ୟାନୁ ଷ୍ଠାନ ହେବ ସେ ତାହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଚିଠିରେ ଲେଖୁଥିଲେ । ବାଲୁଗାଁ ପୋଲିସ ଏ ନେଇ କେସ ନମ୍ବର ୨୩୫/ ( ୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖୁଛି । ତେବେ ବାଲଗାଁ ଶାଖା ମୁଖ୍ୟ ପ୍ରବନ୍ଧକ ଶ୍ରୀ ସେଠୀ କହିଛନ୍ତି ଗ୍ରାହକଙ୍କୁ ସେମାନଙ୍କ କ୍ଷତିପୂରଣ ନିଶ୍ଚିତ ମିଳିବ।

News Comment

You Might Also Like

BACK TO TOP