Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଭଡା ଘରେ ଅନୈତିକ କାର୍ଯ୍ୟ ହେଉଥିବାର ଜାଣି 5ଜଣଙ୍କୁ ଗିରଫ କଲା ପୋଲିସ

05-Nov-2025

ଭଡା ଘରେ ଚାଲିଥୁଲା ଅନୈତିକ କାର୍ଯ୍ୟ,  ମାଡିବସିଲା ପୋଲିସ,

 ଘର ମାଲିକ ସମେତ ୬ ଗିରଫ,

      ଓଡିଶା ଜନ ମତ  ବ୍ୟୁରୋ,,

କିଛି ବ୍ୟକ୍ତି ଏପରି ଏକ ଘୃଣ୍ୟ ବ୍ୟବସାୟ କରି ଅର୍ଥ ରୋଜଗାର କରିବାର  ପନ୍ଥା ଆପଣେଇ ଥାନ୍ତି, ହେଲେ ଚୋର ଘର ସବୁଦିନ ଅନ୍ଧାର ନଥାଏ | ଦିନେନା ଦିନେ ସେ ଧରା ପଡ଼ିଯାଏ | ଏପରି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ସ୍ଥିତ ପାତ୍ରଗୁଡା ର ଏକ ଭଡ଼ା ଘରେ |  ଦେହ ବ୍ୟବସାୟ ଦୀର୍ଘ ଦିନରୁ ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ପୋଲିସ ଅଚାନକ ଚଢ଼ାଉ କରି ଘର ମାଲିକ ସମେତ ୬ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଏହା ବ୍ୟତିତ କିଛି ଟଙ୍କା, ଏକ ସ୍କର୍ପିଓ ଗାଡ଼ି ସହିତ ବହୁ ଆପଭିଜନକ ସାମଗ୍ରୀ ମଧ୍ୟ ପୋଲିସ ଦ୍ଵାରା ଜବତ କରାଯାଇଛି । ମାଲକାନା ଗିରି ଥାନା ପୋଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ରାତ୍ରୀରେ ଅଚାନକ ଚଢ଼ାଉ କରିଥିଲେ । ଏସଡିପିଓ ଦିବ୍ୟ ଶଙ୍କର  ଦଳେଇଙ୍କ ନେତୃତ୍ୱରେ ମାଲକାନା ଗିରି ଥାନା ଅଧୂକାରୀ ଓ ଅନ୍ୟ ମହିଳା,ଏସ ଆଇ ଙ୍କ ସହଯୋଗ କରିଥିଲେ, ପୋଲିସ  ମାନେଏହି
ସେକ୍ସ ରାକେଟ ଠାବକରି ଉକ୍ତ ଭଡା ଘରେ ଚଢ଼ାଉକରି ୪ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ଦେହଜୀବୀ, ୨ ଜଣ ଗ୍ରାହକ, ସହ ଘର ମାଲିକ। ଏହି ରାଣୀ ମହୁମାଛି ଜଣଙ୍କ ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ପୋଲିସ ପ୍ରକାଶ କରିଛି । ବର୍ତ୍ତମାନ ଗିରଫ ହୋଇଥିବା ୨ ଦେହଜୀବୀଙ୍କ ଘର ଜଗତ ସିଂହପୁର ଓ ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ଗ୍ରାହକମା ମାନେ ପଡ଼ୋଶୀ ଛତିଶଗଡ଼ ଗଡ଼ ରାଜ୍ୟର ସୁକୁମା ଜିଲ୍ଲାର  ବୋଲି ପୋଲିସ  ପକ୍ଷରୁ ସୂଚନା ନା ମିଳିଛି। ତଦନ୍ତରୁ ଜଣାପକିଛି ଯେ ଅଭିଯୁକ୍ତ ଶର୍ମିଳା ଚକ୍ରବର୍ତ୍ତୀ ଏବଂ ସନ୍ତୋଷ କୁମାର ସ୍ଵାଇଁ ଏହି ମାମଲାର ମୁଖ୍ୟ । ଅନ୍ୟ ପୀଡ଼ିତ ମାନେ ହେଲେ ସସ୍ମିତ  ବେହେରା, ଜାନକୀ ବେହେରା, ରାହୁଲ ନେତମ, ଏମଭି- ୧୧ ମାଲକାନାଗିରି ର ଲିପୁନ ଢାଲିଙ୍କ ସହ ଘର ମାଲିକ  ଧନେଶ୍ଵର ସାହୁଙ୍କୁ ଗିରଫ କରି ମାଲକାନଗିରି ଥାନା କେଶ ନମ୍ବର ୫୯୨/୨୫, ଅନୈତିକ ଟ୍ରାଫିକ ନିବାରଣ ଆଇନ ୧୯୫୬ର ଧାରା ୪/୫/୬୮୭ ରେ ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କିଣ୍ଡୋ ପ୍ରକାଶ କରିଛନ୍ତି । ତେବେ ଏହି ଦେହ ବ୍ୟବସାୟରେ ଆଉ କେଉଁ ମାନେ ସମ୍ପୃକ୍ତି ଅଛନ୍ତି କିତାହା ଉପରେ ତଦନ୍ତ କରୁଛି ପୋଲିସ |

News Comment

You Might Also Like

BACK TO TOP