Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଟ୍ରେନରେ ନଅ କିଲୋ ଗଞ୍ଜେଇ ଧରି ଯାଉଥିଲା ବେଳେ ପୋଲିସ ଦ୍ୱାରା ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ପୋଲିସ ||

05-Nov-2025

ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଗଞ୍ଜେଇ ଧରି ଭୁବନେଶ୍ୱର ଯାଉଥିଲା ବେଳେ,ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ,

ଓଡିଶା ଜନ ମତ ବ୍ୟୁରୋ

ଆଜିକାଲି ଯୁବକ ମାନେ କୌଣସି କାମ, ଧାମ ନକରି କେବଳ ଅପରାଧିକକାମକରି ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ଦେଖି ଏପରି କାମ କରନ୍ତି ଯାହାଦ୍ୱାରା ସେମାନେ ସେଇ କୁକର୍ମ ରୁ ଫେରି ପାରନ୍ତି ନାହିଁ, ବରଂ    ନିଜର କର୍ମ ପାଇଁ ଜେଲର ଚାରିକାନ୍ଥ ମଧ୍ୟରେ ସଜା କାଟିଥାନ୍ତି | ଜଗଦଲପୁର- ଭୁବନେଶ୍ଵର ହୀରାଖଣ୍ଡ ଏକ୍ସପ୍ରେସଟ୍ରେନରୁ କୋରାପୁଟ ଆରପିଏଫ୍ ଓ ଜିଆରପି ପୋଲିସ-୯ କିଲୋ ଗଞ୍ଜେଇ ଜବତ କରି ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ଯାଜପୁର ଅଞ୍ଚଳର ବିନୋଦ କୁମାର ସାମଲ। ସୂଚନା ଅନୁଯାୟୀ, ବିନୋଦ ହୀରାଖଣ୍ଡ ଏକ୍ସପ୍ରେସରେ ଜୟପୁରଠାରୁ ଗଞ୍ଜେଇ ନେଇ ଭୁବନେଶ୍ଵର ଯାଉଥିବା ଜିଆରପି ଏଫ ଏବଂ ପୋଲିସ ଆଗରୁ କୌଣସି ସୂତ୍ରରୁ ଖବର ପାଇ ଥିଲେ | ଟିମ କୋରାପୁଟ ଷ୍ଟେଶନରେ ସଜାଗ ରହି ଟ୍ରେନ ପହଞ୍ଚିବା ପରେ ଯାଞ୍ଚ କରିଥିଲେ । ବିନୋଦଙ୍କ ହାବଭାବ ଦେଖ୍ ପୋଲିସ ତାଙ୍କୁ ସନ୍ଦେହ କରି ବ୍ୟାଗ  ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ  ଥିବା ଜଣାପଡ଼ିଥିଲା । ଜିଆରପି ଥାନାରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭବାନୀ ଶଙ୍କର ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରି ବାରୁ ତାହା ୯ କିଲୋ ବୋଲି ଜଣାପଡି ଥିଲା । ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଛି ।    ଅଭିଯୁକ୍ତଙ୍କୁ କୋର୍ଟ ଫରୁଆଡ଼କରିଥିବାରଥାନା ଅଧିକାରୀ ସନ୍ତୋଷ ମହନ୍ତ ସୂଚନା ଦେଇଛନ୍ତି  |

News Comment

You Might Also Like

BACK TO TOP