Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ଅଭି ନେତ୍ରୀ ମହିମା ଚୌଧୁରୀ 10ବର୍ଷରୁ ବଡ଼ ଥିବା ଅଭିନେତା ଙ୍କୁ ବିବାହ କଲେ |

02-Nov-2025

୫୨ ବର୍ଷିୟ ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ ତାଙ୍କଠାରୁ ଅଧିକ 10 ବର୍ଷରେ ବଡ଼ ଅଭିନେତା ଙ୍କୁ ବିବାହ କଲେ | 
( ଭିଡିଓ ଦେଖି ରିଆକ୍ଟ ହେଲେ ଫେନ ମାନେ

      ,ଓଡିଶା ଜନ ମତ ବ୍ୟୁରୋ 

ପୁରୁଷଙ୍କ ଠାରୁ ବୟସ ରେ ବଡ଼ ଥିବା ମହିଳା ଙ୍କୁ ଏବଂ ପୁରୁଷ ଙ୍କ ଠାରୁ ସାନ ଥିବା ମହିଳାଙ୍କୁଅଭିନେତା, ଅଭିନେତ୍ରୀ, କ୍ରିକେଟିଏ ର ଙ୍କ ଠାରୁ ଚାକିରିଆ ପୁଅଝିଅଙ୍କ ବିବାହ ଘଟଣା ଶୁଣି ତାଙ୍କ ଫେନ ମାନେ ରାଗି ଯାଆନ୍ତି ସେହିପରି ଏକଘଟଣା ଦେଖିବାକୁ ମିଳିଛି ଜଣେ ଅଭିନେତ୍ରୀଙ୍କ ଠାରେ  | ଏକତା ନିଜ ଅଭିନୟରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ଼ର ଚୁଲବୁଲି ନାୟିକା ମହିମା ଚୌଧୁରୀ ବିବାହ କରିଛନ୍ତି । ଶୁଣିକି ଝଟକା ଲାଗିବ ନିଶ୍ଚିତ । ଦୁଇଟି ପିଲାର ମା’ ୫୨ ବର୍ଷିୟ ମହିମା ପୁଣି ଥରେ ବିବାହ କରିବାକୁ କେହି ସହଜରେ ଗ୍ରହଣ କରିପାରିବେ ନାହିଁ । ଆଉ ବଡ଼ କଥା ହେଲା, ତାଙ୍କଠାରୁ ୧୦ ବର୍ଷ ବଡ଼ ଅଭିନେତାଙ୍କୁ ମହିମା ବିବାହ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି । ଯେଉଁଥିରେ ବଧୂ ବେଶରେ ମହିମା ଚୌଧୁରୀଙ୍କୁ ଅଭିନେତା ସଞ୍ଜୟ ମିଶ୍ରଙ୍କ ସହ ଦେଖୁବାକୁ ମିଳୁଛି । ସଞ୍ଜୟ ମିଶ୍ରା ମଧ୍ୟ ତାଙ୍କ ସହ ଫଟୋ ପୋଜ୍‌ ଦେଉଛନ୍ତି । ଏହାପରେ ମହିମା ଉପସ୍ଥିତ ପାପରାଜିଙ୍କୁ କହୁଛନ୍ତି ମିଠାଇ ଖାଇକି ଯିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଖବର ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହେଲେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । କାରଣ ମହିମା ଚୌଧୁରୀ ସତରେ ଦ୍ବିତୀୟ ବିବାହ କରିନାହାନ୍ତି । ଅପକମିଂ ଫିଲ୍ମ ‘ଦୁର୍ଲଭ ପ୍ରସାଦ କି ଦୁସରୀ ସାଦି’ର ପ୍ରମୋସନ ପାଇଁ ମହିମା ବଧୂ ଓ ସଞ୍ଜୟ ବର ବେଶରେ ସଯେଇ ହୋଇଥିଲେ । ଫିଲ୍ମର ଫଟୋସୁଟ ଚାଲିଥିଲା । ହେଲେ ଏମିତି ଭିଡିଓ ଦେଖ‌ିବା ପରେ ପ୍ରଶଂସକଙ୍କ ରିଆକ୍ସନ ଦେଖ‌ିବାକୁ ମିଳିଛି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମହିମା ଚୌଧୁରୀ ତାଙ୍କ ଅପକମିଂ ଫିଲ୍ମ ‘ଦୁର୍ଲଭ ପ୍ରସାଦ କି ଦୁସରୀ ସାଦି’ର ମୋଶନ ପୋଷ୍ଟର ସେୟାର କରିଥିଲେ । ଏଥିରେ ମହିମା ଏବଂ ସଞ୍ଜୟ ନିଜ ନିଜ ଚରିତ୍ରରେ ଦେଖ‌ିବାକୁ ମିଳିଥିଲେ । ଏଥିରେ ମହିମା କ୍ୟାପସନ ଦେଇଥିଲେ, ଜଣେ ଦ୍ବିତୀୟ ବିବାହ ପାଇଁ ଫର୍ମ ଛାପୁଥ‌ିବା ଦେଖ‌ିବାକୁ ମିଳୁଛି । କନ୍ୟା ମିଳିଯାଇଛି, ଏବେ ପ୍ରସ୍ତୁତ ହୋଇଯାଅ । କାରଣ ଆପଣଙ୍କ ପାଖ ସିନେମା ଘରୁ ଶୀଘ୍ର ବରଯାତ୍ରୀ ବାହାରିବେ । ତେଣୁ ଦୁହେଁ ବର,କନ୍ୟା ତାଙ୍କ ଫେନ ମାନଙ୍କୁ ଏବଂ ଜନସାଧାରଣ ଙ୍କୁ ନ ରାଗିବା ପାଈଁ ଅନୁରୋଧ କରିଛନ୍ତି |

News Comment

You Might Also Like

BACK TO TOP