Breaking News

ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||     

ନୁଆଁ ପଡ଼ାରେ ତିନି ପ୍ରମୁଖ ଦଳର ପ୍ରଚାର ଜୋର ଦାର |

02-Nov-2025

ନୂଆପଡା ଉପନିର୍ବାଚନ ତିନି ଦଳରପ୍ରମୁଖ ପ୍ରଚାର  ଜୋରଦାର,

         ଓଡିଶା ଜନ ମତ ବ୍ୟୁରୋ,

 ନୂଆପଡାର  ଉପ ନିର୍ବାଚନ ପାଈଁ ନିର୍ବାଚନରେ ତିନି ପ୍ରମୁଖ ଦଳ ସେମାନଙ୍କ ପାର୍ଥୀଙ୍କ ନିମନ୍ତେ ଜନସାଧାରଣ ଙ୍କ ପାଖରେ ପହଞ୍ଚି ଭୋଟ  ଭିକ୍ଷା କରୁଛନ୍ତି | ସେମଧ୍ୟରେ ସବୁ ଦଳର ଷ୍ଟାର ପ୍ରଚାରକ ସହ  କେନ୍ଦ୍ରୀୟ ନେତା ଓ ଓଡ଼ିଶାର ହେବି୍ୱେଟ ନେତା କର୍ମୀ ମାନେ ଡେରା ପକାଇ ବଭିନ୍ନ ପଞ୍ଚାୟତ ରେ ଭୋଟ ଦେବା ନିମନ୍ତେ  ଲୋକଙ୍କ ସହ ମିଶି ଭୋଟ ମାଗୁଛନ୍ତି | ତେବେ ବିଜେପି ପ୍ରାଥୀ ପାଇଁ ପ୍ରଚାର କରୁଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ  ମହାନନ୍ଦ । ନୂଆପଡା ନିର୍ବାଚନ ମଣ୍ଡଳୀ ରେ ଯଦିଓ କୋମନା ବ୍ଲକ, ତଥାପିକୁରେଶ୍ଵର ର ଉଦ୍ୟାନବନ୍ଧ ଏ ଅଂଚଳରେ ବ୍ୟବସାୟିକ ସ୍ଥାନ ହେବା ହେତୁ ସମସ୍ତେ ନିର୍ଭର କରିଥାନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଭୋଟ ଭିକ୍ଷା ପାଇଁ ଘର କୁ ଘର ବୁଲି  ଭୋଟ  ମାଗୁଥିବା ବେଲେ ବିଜେପି ପ୍ରାର୍ଥୀ ଜୟ ଭାଇ ଢୋଲକିଆ ଙ୍କ ପାଇଁ ବିନ୍ଦୁ ଭୋଟ ଭିକ୍ଷ୍ୟା କରିଛନ୍ତି ।  ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ରେ  ରାଷ୍ଟ୍ରୀୟ ଏକତା ର ସନ୍ଦେଶ ଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଂଶ ଗ୍ରହଣ କରି  କୁରେଶ୍ଵର ଜାତୀୟ ରାଜପଥ ରେ  ଏକ ବିରାଟ  ରାଲି ର ଆୟୋଜନ କରାଯାଇଥିଲା। କୁରେଶ୍ଵର ର ପଂଚାୟତ ଅଧୀନରେ 8999 ଭୋଟର ଥିଲାବେଳେ, ଉକ୍ତ ପଂଚାୟତ ରେ ଯାହାବି ମତଦାନ ହେବ, ସେ ମଧ୍ଯରୁ  ବିଜେପି କୁ  ଏକାକୀ ୭୦% ରୁ ଅଧୂକ ମତଦାନ କରିବେ ବୋଲି ଶ୍ରୀ ମହାନନ୍ଦ  ଦୃଢୋକ୍ତି ପ୍ରକାଶ କରିଥିଲେ। ଏହା ପୂର୍ବରୁ ବରିଷ୍ଠ କାର୍ଯ୍ୟକର୍ତା ଓ ସଧାରଣ  ଲୋକଙ୍କ ବିଶାଳ ପଦଯାତ୍ରା ଓ ଜନସଭା ଅନୁଷ୍ଠିତ ହୋଇଥିଲା ।  ଏଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ମାନ୍ୟବର ତିର୍ତ୍ତୋଲ ବିଧାୟକ ଫକୀର ମୋହନ ନାଏକ ସାମିଲ ଥିଲେ । ଏହା ସହ କଂଗ୍ରେସ ଓ ବିଜେଡି ଦଳର ନେତାମାନେ ମଧ୍ୟ ଡେରା ପକାଇ ଜନସାଧାରଣ ଙ୍କୁ ଭୋଟ ଭିକ୍ଷା କରୁଛନ୍ତି |

News Comment

You Might Also Like

BACK TO TOP