Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ପାପଡାହାଣ୍ଡି ପୋଲିସ ଓ ବିଭିନ୍ନ ଅଧିକାରୀ ଙ୍କ ସହଯୋଗ ରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ |

02-Nov-2025

ପାପଡା ହାଣ୍ଡି ପୋଲିସ ଦ୍ୱାରାବିଭିନ୍ନ ଦୋକାନ ଉପରେ ଚଢ଼ାଉ ସହ ତମ୍ବାଖୁ ବର୍ଜନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ  |

    ଓଡିଶା ଜନ ମତ ବ୍ୟୁରୋ,

ବେଳେ ବେଳେ ପୋଲିସଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କର ଏକ ନିଆରା ପ୍ରୟାସ  ଯୋଗୁଁ ଯାହାଦ୍ୱାରା ମଣିଷ ବିଭିନ୍ନ ରୋଗରୁ ମୁକ୍ତ ହୋଇଥାଏ ||ସେହିପରିଏକ ସଚେତନତା କାର୍ଯ୍ୟକ୍ରମ କୁ ଲୋକେ ପ୍ରଶଂସା କରିଥାନ୍ତି, ଏହିପରି ଏକ କାର୍ଯ୍ୟକ୍ରମ କରିସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛି, କିଛି ଅଧିକାରୀ ଓ ପୋଲିସ | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦରର ବିଭିନ୍ନ ଦୋକାନ ଉପରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ, ଭେଷଜ ବିଭାଗ, ଅବକାରୀ ବିଭାଗ ଓ ପୋଲିସ ବିଭାଗ ତରଫରୁ ମିଳିତ ଭାବେ ଚଢ଼ାଉ କରାଯାଇ ଜରିମାନା ଆଦାୟ
କରାଯାଇଛି। ପାପଡାହାଣ୍ଡି ର ୨୫ ଗୋଟି ଦୋକାନ, ରେ ରଖା ଯାଇଥିବା ଘୁଟକା, ପାନ ମସଲା, ଖାଦ୍ୟର ମାନ ଓ ଅବଧୂ ଆଦି ଯାଞ୍ଚ କରିଥିଲେ। ଏହି ସମୟରେ ନିୟମ ଖୋଲାପ ଅଭିଯୋଗରେ ୩୨୦୦/- ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଦୋକାନିଙ୍କୁ ତାମ୍ବାଖୁ ବିକ୍ରି ନ କରିବାକୁ ସଚେତନ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା, ଭେଷଜ ନିରୀକ୍ଷକ ଧରିତ୍ରୀ ଶବର, ଅବକାରି ଅଧୂକାରି ସମୀର କୁମାର ସ୍ଵାଇଁ,ପୋଲିସ ଏଏସଆଇ ଶରତ ଚନ୍ଦ୍ର କୁଟୁରିକା, ଜିଲ୍ଲା ତାମ୍ବାଖୁ ନିୟନ୍ତ୍ରଣ ପରାମର୍ଶଦାତା ତରୁଣ କୁମାର ସାହୁ,ସହ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ଥିଲେ। ଏହିପରି ସବୁ ଜିଲ୍ଲା କିମ୍ବା ସଦର ମହାକୁମା କିମ୍ବା ବ୍ଳକ ସ୍ତରରେ ଏହିପରି ସଚେତନତା କାର୍ଯ୍ୟକ୍ରମ କଲେ ଜନସାଧରଣ କିଛି ଶିକ୍ଷା ପାଇପାରିବେ ବୋଲି ମତ ପ୍ରକାଶ ପାଇଛି |

News Comment

You Might Also Like

BACK TO TOP