Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ହାତୀ ଭୟରେ ରଙ୍ଗମାଟିଆ ଜଙ୍ଗଲ ପାଖ 10 ଗାଁର ଅଧିବାସୀ |

22-Oct-2025

୩୦ ଟିକିଆ ହାତୀ ଚିନ୍ତାରେ ରଙ୍ଗ ମାଟିଆ ଜଙ୍ଗଲ ପାଖ ୧୦ ଗାଁର ଅଧୂବାସୀ |

        ଓଡିଶା ଜନ ମତ  ବ୍ୟୁରୋ,

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ବନାଂଚଳରେ ହାତୀ ଉପଦ୍ରବ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଏବେ ୩୦ ଟିକିଆ  ଶିମିଳିପାଳ ହାତୀପଲ ରଙ୍ଗାମାଟିଆ ଜଙ୍ଗଲ ରେ ରହିଛି । ୩୦ ଟିକିଆ ହାତୀ ପଲରେ ୭ ଟି ଦନ୍ତା ହାତୀ, ୧୩ ଟି ମାଈ ହାତୀ ଓ ୧୦ ଟି ଛୁଆ ହାତୀ – ରହିଥ‌ିବା ବରଡିହା ଫରେଷ୍ଟର ପ୍ରହ୍ଲା ଚରଣ – ନାୟକ ସୂଚନା ଦେଇଛନ୍ତି | ବନ୍ୟ ବିଭାଗରେ ନର୍ସରୀ  ଓ୍ୱାଚର ଭାବେ କାମ କରୁ      ଥିବା ରଙ୍ଗାମାଟିଆ ଗ୍ରାମର ମୋହନ ମାରାଣ୍ଡି ଙ୍କ ଆଜବେଷ୍ଟସ ଛପର ଘରକୁ ଗତ  ରାତିରେ ହାତୀପଲ ଭାଙ୍ଗି ଦେଇଛନ୍ତି । ଘର ଭାଙ୍ଗିବା ଯୋଗୁଁ ମୋହନ ଙ୍କ ପରି ବାର ଓ ଘରର ସମସ୍ତ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଛି ।ଘର ଭିତରେ ଥିବା ସମସ୍ତ ଧାନ ଚାଉଳ ହାତୀପଲ ଖାଇଛନ୍ତି |ଫଳରେ ମୋହନ ପରିବାର  ବାସହରା ହୋଇଛନ୍ତି । ଅନ୍ୟ ପକ୍ଷରେ ଗତ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ରାଇବଣିଆ
ଜଙ୍ଗଲ ଲାଗିଥିବା ରଙ୍ଗାମାଟିଆ, ବାଗବୁଡା, ଭଡରାପଦା, ଧାନଘେରା, ମଥୁରୀଘେରା, ଜୁଆଳିଭଙ୍ଗା,ଧରମପୁର, ଚାକୁଆପାଳ, ଆମ୍ବନାଳି ଓ ଦୁଧୂଆଖାଳି ଆଦି ୧୦ ଟି ଗାଁ ର ଲୋକେ ଗତ ୩ ଦିନ ହେଲା ହାତୀ ଭୟରେ ପଦାକୁ ବାହାରିବାକୁ ଭୟ କରୁଛନ୍ତି |କାଇଲ ସୋରେନ, ମୋହନ ମାରାଣ୍ଡି, ଶାଙ୍ଖାଇ ସୋରେନ, ବାରସା ସୋରେନ ଓ ସାମାରାୟ ସୋରେନ ପ୍ରମୁଖ ଙ୍କ ନେତୃତ୍ୱରେ ରେ ସ୍ଥାନୀୟ ଅଂଚଳର ୫୦ ରୁ ଉର୍ଦ୍ଧ ଚାଷୀ ସେମାନଙ୍କ ଚାଷଜମି କୁ ପାଳି କରି ଦିନରାତି ଜଗୁଛନ୍ତି । ଜଙ୍ଗଲଘେରା ରଙ୍ଗାମାଟିଆ ଗାଁ ସମେତ ଆଖପାଖ ଗାଁରେ ହାତୀ ଯୋଗୁଁ ଗତ ତ ୩ ଦିନ ହେଲା ବିଦ୍ୟୁତ୍ ସରାବରାହ ବନ୍ଦ କରାଯାଇଛି ।ଫଳରେ ଲୋକଙ୍କ ସମସ୍ୟା କହିଲେ ନସରେ ।ସନ୍ଧ୍ୟା ପରେ ପଲପଲ ହାତୀ ଗାଁ ଆଡ଼କୁ ମାଡ଼ି ଆସୁଥିବା ବେଳେ ଲୋକେ ଅନ୍ଧାର ରେ ହାତୀପଲ ର ଗତିବିଧ‌ି ସମ୍ପର୍କରେ ଜାଣି ପାରୁନାହାନ୍ତି |

News Comment

You Might Also Like

BACK TO TOP