Breaking News

ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||     

ମାଛ ଧରୁଥିବା ଅସମାଜିକ ବ୍ୟକ୍ତିଙ୍କ ପାଇଁ ପାଞ୍ଚ ହଜାର ହେକ୍ଟର ଚାଷୀ ଜଳସେଚନ ରୁ ବଞ୍ଚିତ ||

06-Sep-2025

ଖରଖରୀ ସେତୁ କୁ ଅଟକାଇ ମାଛ ଧରୁଛନ୍ତି ଅସମାଜିକ ବ୍ୟକ୍ତି,
(ପାଞ୍ଚ ହଜାର ହେକ୍ଟର ଜମିକୁ ମାଡୁନୀ ପାଣି, ଚିନ୍ତାରେ ଚାଷୀ,)

    ଓଡିଶା ଜନ ମତ  ବ୍ୟୁରୋ

ରାଜ୍ୟ ସରକାର ଜଳ ସେଚନ ବିଭାଗ ଦ୍ୱାରା ଚାଷୀଙ୍କ ଜମିକୁ ପାଣି ମାଡି ବିଭିନ୍ନ ଫସଲ ପାଇଁ ଖରଖରୀ ନଈକୁ ଆନିକେଟ କରି  ଅନ୍ୟ ଏକ କେନାଲ ଦ୍ୱାରା ପାଣି ମାଡିବାର ସୁବନ୍ଦୋବସ୍ତ କରିଥଲେ ମଧ୍ୟ  କିଛି ଅସାଧୁ ବ୍ୟକ୍ତି  ଆନିକେଟ ଗେଟ ପଟା କୁ ଖୋଲି ମାଛ ମାରି ଅଜସ୍ର ଅର୍ଥ ରୋଜଗାର କରୁଛନ୍ତି || ଯାହାଦ୍ୱାରା  ବିକଳ୍ପ କେନାଲରେ ପାଣି ଯାଉନାହିଁ ଏବଂ ସରକାର ଙ୍କ ଦ୍ୱାରା ଏହି ସଫଳ କାର୍ଯ୍ୟକ୍ରମ ଚାଷୀଙ୍କ ବିଲରେ ପାଣି ମାଡି ପାରୁନାହିଁ | ଯାହାଦ୍ୱାରା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି |        ବିଳାସ ପୁରଗାଁ ନିକଟରେ ଥିବା ଏହି ଖରଖରୀ ଆନିକେଟ ସେତୁ ଡ଼ି ଡ଼ି ଡାୱାଲ ଏମ ଆଇ  ବ୍ରହ୍ମପୁର ଡିଭିଜନ (2) ଅଧୀନରେ ଅଛି |  ପୁରୁଷୋତ୍ତମପୁର ବ୍ଳକ କେ ଏନ ପୁର ଗ୍ରାମ ସ୍ୱାମୀ ଗୋପୀନାଥ ପାଣିପାଞ୍ଚାୟତଦ୍ୱାରା ସଭାପତି 
ଏନ ରାମ ଚନ୍ଦ୍ର ରେଡି,ସେକ୍ରେଟେରୀ ସୁବାସ ମହାରଣା ଉପସଭାପତି ରଞ୍ଜିତା ବେହେରା ଓ କୋଷାଧକ୍ଷ ଝଡିଆ ବେହେରାଙ୍କ ସହିତ ଶତାଧିକ ଚାଷୀ ବାରମ୍ବାର  ଅଭିଯୋଗ କରି ବିଭାଗୀୟ ଅଧିକାରୀ ଙ୍କୁ ଗୁହାରି କଲେ ମଧ୍ୟ  କିଛି ସୁଫଳ ମିଳୁନି | ଏହି ଉପ କେନାଲ ଦ୍ୱାରା  କେ ଏନ ପୁର ବାଲିଆ,  ଖଜିପାଲୀ ସହ ବହୁ ପଞ୍ଚାୟତ ବାସୀ ଉପକୃତ ହୋଇ ପାରୁଛନ୍ତି |  ଏହି ପାଣିକୁ ସୁଫଳ ବିନିଯୋଗ କଲେ 
ପ୍ରତେକ ଗ୍ରାମର  ବହୁ ଚାଷୀମାନେ ଉପକୃତ ହୋଇ ପାରିବେ | ଏହା ଉପରେ ବିଭାଗୀୟ ଯନ୍ତ୍ରୀ ସନୋଜ କୁମାର ଙ୍କ ସହ କଥା ହେବାରୁ ସେ ସେହି ସ୍ଥାନକୁ ଯାଇ ଏହା ଉପରେ ସମାଧାନ ର ବ୍ୟବସ୍ତା କରିବେ ବୋଲି କହିଥିଲେ | ତେବେ କେବେ ଏହାର ସମାଧାନ ଯନ୍ତ୍ରୀ କରିବେ ଓ ଲୋକମାନଙ୍କ ବିଲକୁପାଣି ମାଡ଼ିବ ତାହାହିଁ ଦେଖିବା କଥା, ତେବେ ଯଦି ବିଭାଗର ଅଧିକାରୀ ଏହା କୁ ତୁରନ୍ତ ଗୁରୁତ୍ୱ ନଦିଅନ୍ତି ତେବେ 15 ଦିନ ମଧ୍ୟରେ ଆନ୍ଦୋଳନ  ହେବ ବୋଲି କହିଛନ୍ତି ସଭାପତି ଓ ଅନ୍ୟ କର୍ମକର୍ତ୍ତା ମାନେ |

News Comment

You Might Also Like

BACK TO TOP